ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୯, ୨୦୧୮

ଅଶ୍ୱ ପଞ୍ଚମୀ, ଅପରପକ୍ଷର ପଞ୍ଚମୀ ଶ୍ରାଦ୍ଧ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୭।୨୦ ସେକେଣ୍ଡ  ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୩୦।୨୦ ସେକେଣ୍ଡ

ଉଡ୍ରାବ୍ଦ ୧୪୨୬ସାଲ କନ୍ୟା ୧୩ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୫ ଦିନ ଶନିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଆଶ୍ଵିନମାସ କୃଷ୍ଣପକ୍ଷ, ଚତୁର୍ଥୀତିଥୀ ସକାଳ ଘଣ୍ଟା ୮।୫।୬ ସେକେଣ୍ଡ

କୃତ୍ତିକାନକ୍ଷତ୍ର ରାତ୍ର ଘଣ୍ଟା ୨।୧୪।୨୭ ସେକେଣ୍ଡ, ମେଷଚନ୍ଦ୍ର ଦିବା ଘଣ୍ଟା ୮।୨୭ମିନିଟ୍,

ବଜ୍ରଯୋଗ ରାତ୍ର ଘଣ୍ଟା ୧୦।୧।୫୬ ସେକେଣ୍ଡ

ବାଳବକରଣ ସକାଳ ଘଣ୍ଟା ୮।୫।୬ ସେକେଣ୍ଡ, କୌଳବକରଣ ରାତ୍ର ଘଣ୍ଟା ୭।୩୭।୨୯ ସେକେଣ୍ଡ

ରବ୍ୟଂଶଽ ୧୧।୪୨।୧୨, ସୂକ୍ଷ୍ମଚନ୍ଦ୍ର ରା୦।୨୮।୨୫।୧୦

ଦିନମାନ ଘଣ୍ଟା ୧୧।୫୩।୦ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୨।୬।୬୦ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ନୈଋତ କୋଣେ ସକାଳ ଘଣ୍ଟା ୮।୫।୬ ସେକେଣ୍ଡ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା ୮।୫।୬ ସେକେଣ୍ଡ ମଧ୍ୟେ ମୂଳା ଓ ପରେ ବେଲ, ପଣଶ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯୋଦୟରୁ ସକାଳ ଘଣ୍ଟା ୭-୧୪ମିନିଟ୍, ଦିବା ଘଣ୍ଟା ୮-୪୭ମିନିଟ୍ ରୁ ଘଣ୍ଟା ୧୧-୮ ମିନିଟ୍, ରାତ୍ର ଘଣ୍ଟା ୭-୫୦ମିନିଟ୍ ରୁ ଘଣ୍ଟା ୧୧-୬ମିନିଟ୍, ଘଣ୍ଟା ୨-୨୩ମିନିଟ୍ ରୁ ଘଣ୍ଟା ୩-୧୨ମିନିଟ୍।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୮।୨୭ମିନିଟ୍ ଗତେ ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି  ଓ ରାତ୍ର ଘଣ୍ଟା ୨।୧୪।୨୭ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବୃଷ, ସିଂହ ଓ କନ୍ୟା ରାଶିର ଘାତବାର। ମେଷରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘଣ୍ଟା ୨।୧୪।୨୭ସେକେଣ୍ଡ ମଧ୍ୟେ ପାତାଳ  ଗଣ୍ଡଦୋଷ, ଫଳ-ସୁତହାନୀ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ରାତ୍ର ଘଣ୍ଟା ୨।୧୪।୨୭ସେକେଣ୍ଡ ମଧ୍ୟେ ଦ୍ଵିପାଦ ଦୋଷ ଓ ପରେ ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୮।୩୮ମିନିଟ୍ ରୁ ଘଣ୍ଟା ୧୦।୭ମିନିଟ୍, କାଳବେଳା- ପ୍ରାତଃ ଘଣ୍ଟା ୫।୪୦ମିନିଟ୍ ରୁ ଘଣ୍ଟା ୭।୯ମିନିଟ୍, ଦିବା ଘଣ୍ଟା ୪।୪ମିନିଟ୍ ରୁ ଘଣ୍ଟା ୫।୩୩ମିନିଟ୍, ବାରବେଳା- ଦିବା ଘଣ୍ଟା ୧।୬ମିନିଟ୍ ରୁ ଘଣ୍ଟା ୨।୩୫ମିନିଟ୍, କାଳରାତ୍ରି- ସଂଧ୍ୟା ଘଣ୍ଟା ୫।୩୩ମିନିଟ୍ ରୁ ଘଣ୍ଟା ୭।୪ମିନିଟ୍, ରାତ୍ରି ଘଣ୍ଟା ୪।୯ମିନିଟ୍ ରୁ ଘଣ୍ଟା ୫।୪୦ମିନିଟ୍।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବି ରାଶି-୫।୧୧।୪୧।୧୧ ଚନ୍ଦ୍ର ରାଶି-୦।୨୮।୨୧।୩୨, ମଙ୍ଗଳ ରାଶି-୯।୧୧।୩।୫୪, ବୁଧ ରାଶି-୫।୧୭।୫୫।୫୮, ବୃହସ୍ପତି ରାଶି-୬।୨୭।୩୫।୨୧, ଶୁକ୍ର ରାଶି-୬।୧୫।୫୨।୮, ଶନି ରାଶି-୮।୮।୫୦।୨୫, ରାହୁ ରାଶି-୩।୯।୩୬।୨୯, କେତୁ ରାଶି-୯।୯।୩୬।୨୯।

ଉଦୟଲଗ୍ନ-

ସକାଳ ଘଣ୍ଟା ୬।୫୮ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୧୦ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୨୪ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୧।୩୦ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୩।୧୯ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୪।୫୫ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ସଂଧ୍ୟା ଘଣ୍ଟା ୬।୨୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୮।୧୨ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧୧ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୨୪ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୨।୩୮ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୪୭ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ନବବସ୍ତ୍ରପରିଧାନ, ଯାନକ୍ରୟ ଓ ଆରୋହଣ, ଋଣଦାନ ଓ ଗ୍ରହଣ, ବାଣିଜ୍ୟକରଣ, ନୌକା ନିର୍ମାଣ, ଅନ୍ନପ୍ରାଶନ୍ନ, ଆରୋଗ୍ୟସ୍ନାନ, ହଳଆରମ୍ଭ, ବିହନବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୮।୨୭ମିନିଟ୍ ମଧ୍ୟେ କୃତ୍ତିକାନକ୍ଷତ୍ର  ମେଷରାଶି  ରବିମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୮।୨୭ମିନିଟ୍ ପରେ ରାତ୍ର ଘଣ୍ଟା ୨।୧୪।୨୭ ସେକେଣ୍ଡ ମଧ୍ୟେ କୃତ୍ତିକାନକ୍ଷତ୍ର  ବୃଷରାଶି  ରବିମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୨।୧୪।୨୭ ସେକେଣ୍ଡ ପରେ  ରୋହିଣୀନକ୍ଷତ୍ର  ବୃଷରାଶି  ଚନ୍ଦ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!