ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୮, ୨୦୧୮

ସହୀଦ ଭଗତ ସିଂ ଜୟନ୍ତୀ, କବିବର ରାଧାନାଥ ରାୟ ଜୟନ୍ତୀ, ଅପରପକ୍ଷର ଚତୁର୍ଥୀ ଶ୍ରାଦ୍ଧ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୭।୦୬ ସେକେଣ୍ଡ  ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୩୧।୧୪ ସେକେଣ୍ଡ

ଉଡ୍ରାବ୍ଦ ୧୪୨୬ସାଲ କନ୍ୟା ୧୨ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୫ ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଆଶ୍ଵିନମାସ କୃଷ୍ଣପକ୍ଷ, ତୃତୀୟାତିଥୀ ସକାଳ ଘଣ୍ଟା ୮।୪୫।୩୭ ସେକେଣ୍ଡ

ଦ୍ୱିଜାନକ୍ଷତ୍ର ରାତ୍ର ଘଣ୍ଟା ୨।୨୮।୫୧ ସେକେଣ୍ଡ, ମେଷଚନ୍ଦ୍ର ଅହୋରାତ୍ର

ହର୍ଷଣଯୋଗ ରାତ୍ର ଘଣ୍ଟା ୧୧।୫୦।୪୮ ସେକେଣ୍ଡ

ବିଷ୍ଟିକରଣ ସକାଳ ଘଣ୍ଟା ୮।୪୫।୩୭ ସେକେଣ୍ଡ, ବବକରଣ ରାତ୍ର ଘଣ୍ଟା ୮।୨୮।୧୫ ସେକେଣ୍ଡ

ରବ୍ୟଂଶଽ ୧୦।୪୩।୧୮, ସୂକ୍ଷ୍ମଚନ୍ଦ୍ର ରା୦।୧୫।୬।୩୮

ଦିନମାନ ଘଣ୍ଟା ୧୧।୫୪।୮ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୨।୫।୫୨ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଅଗ୍ନି କୋଣେ ସକାଳ ଘଣ୍ଟା ୮।୪୫।୩୭ ସେକେଣ୍ଡ ଗତେ ନୈଋତ କୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା ୮।୪୫।୩୭ ସେକେଣ୍ଡ ମଧ୍ୟେ ପୋଟଳ ଓ ପରେ ମୂଳା ନ ଖାଇଲେ ଭଲ।

ଶୁଭସମୟ

ଅମୃତ ପ୍ରାତଃ ଘଣ୍ଟା ୬-୨୭ ମିନିଟ୍‌ ରୁ ଘଣ୍ଟା ୮-୪୭ ମିନିଟ୍‌, ଦିବା ଘଣ୍ଟା ୧୧-୫୪ ମିନିଟ୍‌ ରୁ ଘଣ୍ଟା ୩-୨ ମିନିଟ୍‌, ରାତ୍ର ଘଣ୍ଟା ୭-୫୦ ମିନିଟ୍‌ ରୁ ଘଣ୍ଟା ୯-୨୮ ମିନିଟ୍‌, ଘଣ୍ଟା ୧୧-୫୬ ମିନିଟ୍‌ ରୁ ଘଣ୍ଟା ୧-୩୪ ମିନିଟ୍‌, ଘଣ୍ଟା ୨-୨୩ ମିନିଟ୍‌ ରୁ ଘଣ୍ଟା ୫-୪୦ ମିନିଟ୍‌, ମାହେନ୍ଦ୍ର ଦିବା ଘଣ୍ଟା ୩-୪୮ ମିନିଟ୍‌ ରୁ ଘଣ୍ଟା ୪-୩୫ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୨।୨୮।୫୧ ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ବିଛା, ଧନୁ ଓ ମୀନ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘଣ୍ଟା ୨।୨୮।୫୧ସେକେଣ୍ଡ ମଧ୍ୟେ ଦଶମାସ ଗଣ୍ଡଦୋଷ, ଫଳ-ଭୟ ଓ ପରେ ପାତାଳ ଗଣ୍ଡଦୋଷ, ଫଳ-ସୁତହାନୀ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ରାତ୍ର ଘଣ୍ଟା ୨।୨୮।୫୧ସେକେଣ୍ଡ ଗତେ ଏକପାଦ ବାରଦୋଷ ଯୋଗେ ପ୍ରତିକାର କରଣୀୟ।

ଅଶୁଭସମୟ-

ରାହୁକାଳ/ କାଳବେଳା- ଦିବା ଘଣ୍ଟା ୧୦।୮ମିନିଟ୍ ରୁ ଘଣ୍ଟା ୧୧।୩୭ମିନିଟ୍, ବାରବେଳା- ଦିବା ଘଣ୍ଟା ୮।୩୮ମିନିଟ୍ ରୁ ଘଣ୍ଟା ୧୦।୮ମିନିଟ୍, କାଳରାତ୍ରି- ରାତ୍ରି ଘଣ୍ଟା ୮।୩୫ମିନିଟ୍ ରୁ ଘଣ୍ଟା ୧୦।୬ମିନିଟ୍।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବି ରାଶି-୫।୧୦।୪୨।୧୯ ଚନ୍ଦ୍ର ରାଶି-୦।୧୫।୩।୯, ମଙ୍ଗଳ ରାଶି-୯।୧୦।୪୧।୪୦, ବୁଧ ରାଶି-୫।୧୬।୧୩।୯, ବୃହସ୍ପତି ରାଶି-୬।୨୭।୨୪।୨୨, ଶୁକ୍ର ରାଶି-୬।୧୫।୩୬।୨୫, ଶନି ରାଶି-୮।୮।୪୮।୧୭, ରାହୁ ରାଶି-୩।୯।୪୪।୫୯, କେତୁ ରାଶି-୯।୯।୪୪।୫୯।

ଉଦୟ ଲଗ୍ନ-

ସକାଳ ଘଣ୍ଟା ୭।୨ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୧୪ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୨୮ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୧।୩୪ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୩।୨୩ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୪।୫୯ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ସଂଧ୍ୟା ଘଣ୍ଟା ୬।୩୩ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୮।୧୬ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧୫ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୨୮ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୨।୪୨ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୫୦ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି କ୍ରୟବିକ୍ରୟ, ମକଦ୍ଦମାଦାୟର, ଔଷଧକରଣ, ଔଷଧ ସେବନ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୨।୨୮।୫୧ ସେକେଣ୍ଡ ମଧ୍ୟେ ଦ୍ଵିଜାନକ୍ଷତ୍ର  ମେଷରାଶି  ଶୁକ୍ରମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୨।୨୮।୫୧ ସେକେଣ୍ଡ ପରେ  କୃତ୍ତିକାନକ୍ଷତ୍ର  ମେଷରାଶି  ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!