ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୭, ୨୦୧୮

ବିଶ୍ଵ ପର୍ଯ୍ୟଟନ ଦିବସ, ଅପରପକ୍ଷର ତୃତୀୟା ଶ୍ରାଦ୍ଧ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୬।୫୩ ସେକେଣ୍ଡ  ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୩୨।୮ ସେକେଣ୍ଡ

ଉଡ୍ରାବ୍ଦ ୧୪୨୬ସାଲ  କନ୍ୟା ୧୧ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୫ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଆଶ୍ଵିନମାସ କୃଷ୍ଣପକ୍ଷ, ଦ୍ୱିତିୟାତିଥୀ ସକାଳ ଘଣ୍ଟା ୯।୩।୫୬ ସେକେଣ୍ଡ

ଅଶ୍ୱିନୀନକ୍ଷତ୍ର ରାତ୍ର ଘଣ୍ଟା ୨।୨୩।୯ ସେକେଣ୍ଡ, ମେଷଚନ୍ଦ୍ର ଅହୋରାତ୍ର

ବ୍ୟାଘାତଯୋଗ ରାତ୍ର ଘଣ୍ଟା ୧।୨୩।୧୩ ସେକେଣ୍ଡ

ଗରକରଣ ସକାଳ ଘଣ୍ଟା ୯।୩।୫୬ ସେକେଣ୍ଡ, ବାଣିଜ୍ୟକରଣ ରାତ୍ର ଘଣ୍ଟା ୮।୫୮।୨୨ ସେକେଣ୍ଡ

ରବ୍ୟଂଶଽ ୯।୪୪।୨୬, ସୂକ୍ଷ୍ମଚନ୍ଦ୍ର ରା୦।୨।୦।୫

ଦିନମାନ ଘଣ୍ଟା ୧୧।୫୫।୧୬ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୨।୪।୪୪ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଉତ୍ତରେ ସକାଳ ଘଣ୍ଟା ୯।୩।୫୬ ସେକେଣ୍ଡ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା ୯।୩।୫୬ ସେକେଣ୍ଡ ମଧ୍ୟେ ବୋଇତି କଖାରୁ ଓ ପରେ ପୋଟଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯୋଦୟରୁ ସକାଳ ଘଣ୍ଟା ୬-୨୬ ମିନିଟ୍, ଦିବା ଘଣ୍ଟା ୭-୧୩ମିନିଟ୍ ରୁ ଘଣ୍ଟା ୯-୩୪ମିନିଟ୍, ଘଣ୍ଟା ୧୧-୫୪ମିନିଟ୍ ରୁ ଘଣ୍ଟା ୩-୨ ମିନିଟ୍, ଘଣ୍ଟା ୩-୪୯ମିନିଟ୍ ରୁ ଘଣ୍ଟା ୫-୨୩ମିନିଟ୍, ରାତ୍ର ଘଣ୍ଟା ୨-୨୩ମିନିଟ୍ ରୁ ଘଣ୍ଟା ୩-୧୨ ମିନିଟ୍।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୨।୨୩।୯ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ତୁଳା ଓ କୁମ୍ଭରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜ ଦର୍ଶନେ ରାତ୍ର ଘଣ୍ଟା ୨।୨୩।୯ସେକେଣ୍ଡ ପରେ ଦଶମାସ ଗଣ୍ଡଦୋଷ, ଫଳ-ଭୟ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ବେଶ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ସକାଳ ଘଣ୍ଟା ୯।୩।୫୬ ସେକେଣ୍ଡ ମଧ୍ୟେ ଏକପାଦ ବାରଦୋଷ ଯୋଗେ ପ୍ରତିକାର କରଣୀୟ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧।୬ମିନିଟ୍ ରୁ ଘଣ୍ଟା ୨।୩୬ମିନିଟ୍, କାଳବେଳା- ଦିବା ଘଣ୍ଟା ୨।୩୬ମିନିଟ୍ ରୁ ଘଣ୍ଟା ୪।୫ମିନିଟ୍, ବାରବେଳା- ଦିବା ଘଣ୍ଟା ୪।୫ମିନିଟ୍ ରୁ ଘଣ୍ଟା ୫।୩୫ମିନିଟ୍, କାଳରାତ୍ରି- ରାତ୍ରି ଘଣ୍ଟା ୧୧।୩୭ମିନିଟ୍ ରୁ ଘଣ୍ଟା ୧।୮ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୫।୯।୪୩।୨୮ ଚନ୍ଦ୍ର ରାଶି-୦।୧।୫୬।୪୦, ମଙ୍ଗଳ ରାଶି-୯।୧୦।୧୯।୫୬, ବୁଧ ରାଶି-୫।୧୪।୨୯।୨୪, ବୃହସ୍ପତି ରାଶି-୬।୨୭।୧୩।୨୭, ଶୁକ୍ର ରାଶି-୬।୧୫।୧୮।୪୬, ଶନି ରାଶି-୮।୮।୪୬।୧୫, ରାହୁ ରାଶି-୩।୯।୫୫।୨, କେତୁ ରାଶି-୯।୯।୫୫।୨।

ଉଦୟଲଗ୍ନ-

ସକାଳ ଘଣ୍ଟା ୭।୬ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୧୮ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୩୨ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୧।୩୮ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୩।୨୭ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୩ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ସଂଧ୍ୟା ଘଣ୍ଟା ୬।୩୭ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୮।୨୦ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧୯ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୩୨ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୨।୪୬ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୫୪ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, ବାଣିଜ୍ୟକରଣ, କ୍ରୟବିକ୍ରୟ, ବିହନବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୨।୨୩।୯ ସେକେଣ୍ଡ ମଧ୍ୟେ ଅଶ୍ଵିନୀନକ୍ଷତ୍ର  ମେଷରାଶି  କେତୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୨।୨୩।୯ ସେକେଣ୍ଡ ପରେ  ଦ୍ଵିଜାନକ୍ଷତ୍ର  ମେଷରାଶି  ଶୁକ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!