ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୬, ୨୦୧୮

ବିଶ୍ଵ ବଧିର ଦିବସ, ଅପରପକ୍ଷର ଦ୍ଵିତୀୟା ଶ୍ରାଦ୍ଧ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୬।୩୯ ସେକେଣ୍ଡ  ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୩୩।୦୨ ସେକେଣ୍ଡ

ଉଡ୍ରାବ୍ଦ ୧୪୨୬ସାଲ କନ୍ୟା ୧୦ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୫ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଆଶ୍ଵିନମାସ କୃଷ୍ଣପକ୍ଷ, ପ୍ରତିପଦାତିଥୀ ସକାଳ ଘଣ୍ଟା ୮।୫୭।୧୭ ସେକେଣ୍ଡ

ରେବତୀନକ୍ଷତ୍ର ରାତ୍ର ଘଣ୍ଟା ୧।୫୪।୫୮ ସେକେଣ୍ଡ, ମୀନଚନ୍ଦ୍ର ରାତ୍ର ଘଣ୍ଟା ୧।୫୪।୫୮ ସେକେଣ୍ଡ

ଧୃବଯୋଗ ରାତ୍ର ଘଣ୍ଟା ୨।୩୭।୨୦ ସେକେଣ୍ଡ

କୌଳବକରଣ ସକାଳ ଘଣ୍ଟା ୮।୫୭।୧୭ ସେକେଣ୍ଡ, ତୈତିଳକରଣ ରାତ୍ର ଘଣ୍ଟା ୯।୪।୩୧ ସେକେଣ୍ଡ

ରବ୍ୟଂଶଽ ୮।୪୫।୩୬, ସୂକ୍ଷ୍ମଚନ୍ଦ୍ର ରା୧୧।୧୯।୬।୧୮

ଦିନମାନ ଘଣ୍ଟା ୧୧।୫୬।୨୩ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୨।୩।୩୭ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ପୂର୍ବେ ସକାଳ ଘଣ୍ଟା ୮।୫୭।୧୭ ସେକେଣ୍ଡ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା ୮।୫୭।୧୭ ସେକେଣ୍ଡ ମଧ୍ୟେ ପାଣି କଖାରୁ ଓ ପରେ ବୋଇତି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯୋଦୟରୁ ସକାଳ ଘଣ୍ଟା ୬-୨୬ମିନିଟ୍, ଦିବା ଘଣ୍ଟା ୭-୧୩ମିନିଟ୍ ରୁ ଘଣ୍ଟା ୯-୩୪ମିନିଟ୍, ଘଣ୍ଟା ୧୧-୫୫ମିନିଟ୍ ରୁ ଘଣ୍ଟା ୩-୩ମିନିଟ୍, ଘଣ୍ଟା ୩-୫୦ମିନିଟ୍ ରୁ ଘଣ୍ଟା ୫-୨୪ମିନିଟ୍, ରାତ୍ର ଘଣ୍ଟା ୬-୧୩ମିନିଟ୍ ରୁ ଘଣ୍ଟା ୯-୨୯ମିନିଟ୍, ଘଣ୍ଟା ୧୧-୫୬ମିନିଟ୍ ରୁ ଘଣ୍ଟା ୧-୩୪ମିନିଟ୍, ଘଣ୍ଟା ୨-୨୩ମିନିଟ୍ ରୁ ଘଣ୍ଟା ୪-୦୧ମିନିଟ୍।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି। ମୀନଚନ୍ଦ୍ର ରାତ୍ର ଘଣ୍ଟା ୧।୫୪।୫୮ ସେକେଣ୍ଡ।

ତାରାଶୁଦ୍ଧି

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି ଓ  ରେବତୀନକ୍ଷତ୍ର ରାତ୍ର ଘଣ୍ଟା ୧।୫୪।୫୮ ସେକେଣ୍ଡ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରା ଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

କର୍କଟରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି।  ରଜଶ୍ଚକ୍ରେ- ବେଶ୍ୟା, ତିଳ ସୁବର୍ଣ୍ଣ ଦାନ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ସକାଳ ଘଣ୍ଟା ୮।୫୭।୧୭ସେକେଣ୍ଡ ଗତେ ଏକପାଦ ତିଥିଦୋଷ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧୧।୩୭ମିନିଟ୍ ରୁ ଘଣ୍ଟା ୧।୭ମିନିଟ୍, କାଳବେଳା- ଦିବା ଘଣ୍ଟା ୮।୩୮ମିନିଟ୍ ରୁ ଘଣ୍ଟା ୧୦।୮ମିନିଟ୍, ବାରବେଳା- ଦିବା ଘଣ୍ଟା ୧୧।୩୭ମିନିଟ୍ ରୁ ଘଣ୍ଟା ୧।୭ମିନିଟ୍, କାଳରାତ୍ରି- ରାତ୍ରି ଘଣ୍ଟା ୨।୩୯ମିନିଟ୍ ରୁ ଘଣ୍ଟା ୪।୯ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୫।୮।୪୪।୪୧ ଚନ୍ଦ୍ର ରାଶି-୧୧।୧୯।୨।୫୯, ମଙ୍ଗଳ ରାଶି-୯।୯।୫୮।୪୩, ବୁଧ ରାଶି-୫।୧୨।୪୪।୪୩, ବୃହସ୍ପତି ରାଶି-୬।୨୭।୨।୩୮, ଶୁକ୍ର ରାଶି-୬।୧୪।୫୯।୧୪, ଶନି ରାଶି-୮।୮।୪୪।୧୮, ରାହୁ ରାଶି-୩।୧୦।୫।୪୧, କେତୁ ରାଶି-୯।୧୦।୫।୪୧।

ଉଦୟଲଗ୍ନ-

ସକାଳ ଘଣ୍ଟା ୭।୧୦ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୨୨ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୩୬ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୧।୪୨ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୩।୩୧ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୭ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ସଂଧ୍ୟା ଘଣ୍ଟା ୬।୪୧ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୮।୨୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୨୩ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୩୬ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୨।୫୦ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୫୮ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ଯାନକ୍ରୟ ଓ ଆରୋହଣ, ଋଣଦାନ ଓ ଗ୍ରହଣ, କ୍ରୟବିକ୍ରୟ, ନୌକା ନିର୍ମାଣ, ନାମକରଣ, ଦେବତାଗଠନ, ଔଷଧକରଣ, ଧାନ୍ୟସ୍ଥାପନ, ଔଷଧ ସେବନ, ଆରୋଗ୍ୟସ୍ନାନ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୧।୫୪।୫୮ ସେକେଣ୍ଡ ରେବତୀନକ୍ଷତ୍ର  ମୀନରାଶି  ବୁଧମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୧।୫୪।୫୮ ସେକେଣ୍ଡ ପରେ  ଅଶ୍ଵିନୀନକ୍ଷତ୍ର  ମେଷରାଶି  କେତୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!