ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୫, ୨୦୧୮

ଭାଦ୍ରବ ପୂର୍ଣ୍ଣିମା, ଭାଗବତ ଜନ୍ମ, ମଙ୍ଗଳ ପୂର୍ଣ୍ଣିମା ବ୍ରତ, ଗୋସହସ୍ତ୍ରୀ ଗଙ୍ଗା ସ୍ନାନ, ଅପରପକ୍ଷ ଓ ପିତୃତର୍ପଣାରମ୍ଭ, ଅପରପକ୍ଷର ପ୍ରତିପଦା ଶ୍ରାଦ୍ଧ।  

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୬।୨୬ ସେକେଣ୍ଡ  ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୫।୩୩।୫୭ ସେକେଣ୍ଡ

ଉଡ୍ରାବ୍ଦ ୧୪୨୬ସାଲ କନ୍ୟା ୯ ଦିନ ରାଷ୍ଟ୍ରିୟ ଆଶ୍ୱିନ ୩ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ପୂର୍ଣ୍ଣିମାତିଥୀ ସକାଳ ଘଣ୍ଟା ୮।୨୨।୫୩ ସେକେଣ୍ଡ

ଉତ୍ତରଭାଦ୍ରପଦନକ୍ଷତ୍ର ରାତ୍ର ଘଣ୍ଟା ୧।୧।୩୨ ସେକେଣ୍ଡ, ମୀନଚନ୍ଦ୍ର ଅହୋରାତ୍ର

ବୃଦ୍ଧିଯୋଗ ରାତ୍ର ଘଣ୍ଟା ୩।୩୧।୧୧ ସେକେଣ୍ଡ

ବବକରଣ ସକାଳ ଘଣ୍ଟା ୮।୨୨।୫୩ ସେକେଣ୍ଡ, ବାଳବକରଣ ରାତ୍ର ଘଣ୍ଟା ୮।୪୪।୨୫ ସେକେଣ୍ଡ

ରବ୍ୟଂଶଽ ୭।୪୬।୪୮, ସୂକ୍ଷ୍ମଚନ୍ଦ୍ର ରା୧୧।୬।୨୫।୫୬

ଦିନମାନ ଘଣ୍ଟା ୧୧।୫୭।୩୧ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୨।୨।୨୯ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ପଶ୍ଚିମେ ସକାଳ ଘଣ୍ଟା ୮।୨୨।୫୩ ସେକେଣ୍ଡ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା ୮।୨୨।୫୩ ସେକେଣ୍ଡ ମଧ୍ୟେ ବିରି ଜାତିୟ ଖାଦ୍ୟ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯୋଦୟରୁ ସକାଳ ଘଣ୍ଟା ୭-୧୩ମିନିଟ୍, ଦିବା ଘଣ୍ଟା ୧-୩୦ମିନିଟ୍ ରୁ ଘଣ୍ଟା ୩-୪ମିନିଟ୍, ରାତ୍ର ଘଣ୍ଟା ୬-୧୪ମିନିଟ୍ ରୁ ଘଣ୍ଟା ୯-୩୦ମିନିଟ୍, ଘଣ୍ଟା ୧୧-୫୬ମିନିଟ୍ ରୁ ଘଣ୍ଟା ୩-୧୨ମିନିଟ୍, ଘଣ୍ଟା ୪-୦୧ମିନିଟ୍ ରୁ ଘଣ୍ଟା ୫-୩୯ମିନିଟ୍।

ଚନ୍ଦ୍ରଶୁଦ୍ଧି

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧।୧।୩୨ ସେକେଣ୍ଡ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି

ଘାତବାର ଓ ଘାତଚନ୍ଦ୍ର

ଧନୁ ରାଶିର ଘାତଚନ୍ଦ୍ର। ମକରରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ରାତ୍ର ଘଣ୍ଟା ୧।୧।୩୨ ସେକେଣ୍ଡ ମଧ୍ୟେ ସର୍ବସମ୍ପନ୍ନା ଓ ପରେ ବେଶ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ଦୋଷ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୨।୩୭ମିନିଟ୍ ରୁ ଘଣ୍ଟା ୪।୭ମିନିଟ୍, କାଳବେଳା- ଦିବା ଘଣ୍ଟା ୧।୭ମିନିଟ୍ ରୁ ଘଣ୍ଟା ୨।୩୭ମିନିଟ୍, ବାରବେଳା- ପ୍ରାତଃ ଘଣ୍ଟା ୭।୯ମିନିଟ୍ ରୁ ଘଣ୍ଟା ୮।୩୮ମିନିଟ୍, କାଳରାତ୍ରି- ରାତ୍ରି ଘଣ୍ଟା ୭।୭ମିନିଟ୍ ରୁ ଘଣ୍ଟା ୮।୩୭ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୫।୭।୪୫।୫୫ ଚନ୍ଦ୍ର ରାଶି-୧୧।୬।୨୨।୪୫, ମଙ୍ଗଳ ରାଶି-୯।୯।୩୮।୩, ବୁଧ ରାଶି-୫।୧୦।୫୯।୫, ବୃହସ୍ପତି ରାଶି-୬।୨୬।୫୧।୫୩, ଶୁକ୍ର ରାଶି-୬।୧୪।୩୭।୫୪, ଶନି ରାଶି-୮।୮।୪୨।୨୭, ରାହୁ ରାଶି-୩।୧୦।୧୫।୫୨, କେତୁ ରାଶି-୯।୧୦।୧୫।୫୨।

ଉଦୟଲଗ୍ନ-

ସକାଳ ଘଣ୍ଟା ୭।୧୪ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୨୬ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୪୦ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୧।୪୬ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୩।୩୫ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୧୧ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ସଂଧ୍ୟା ଘଣ୍ଟା ୬।୪୫ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୮।୨୭ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୨୭ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୪୦ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୨।୫୩ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୫।୨ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ଅଳଙ୍କାରଧାରଣ, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, ଦେବତାଗଠନ, ଦୀକ୍ଷାଗ୍ରହଣ, ଔଷଧକରଣ, ଧାନ୍ୟସ୍ଥାପନ, ଚଳଚ୍ଚିତ୍ର ଓ ନାଟ୍ୟାରମ୍ଭ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୧।୧।୩୨ ସେକେଣ୍ଡ ଉତ୍ତରଭାଦ୍ରପଦ ନକ୍ଷତ୍ର  ମୀନରାଶି  ଶନିମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୧।୧।୩୨ ସେକେଣ୍ଡ ପରେ  ରେବତୀନକ୍ଷତ୍ର  ମୀନରାଶି  ବୁଧମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!