ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୨୪, ୨୦୧୮

ଅନନ୍ତ ବ୍ରତ, ଇନ୍ଦ୍ରୋତ୍ସବ, ପୂର୍ଣ୍ଣିମାର ଚନ୍ଦ୍ରୋପବାସ, ପୂଜା ଓ ଅର୍ଘ୍ୟଦାନ, ଶରଣ ପଞ୍ଚକ ଶେଷ, ସ୍ଵାମୀ ଚିଦାନନ୍ଦ ଜୟନ୍ତୀ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୩୬।୧୩ ସେକେଣ୍ଡ  ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୫।୩୪।୫୨ ସେକେଣ୍ଡ

ଉଡ୍ରାବ୍ଦ ୧୪୨୬ସାଲ କନ୍ୟା ୮ ଦିନ ରାଷ୍ଟ୍ରିୟ ଆଶ୍ୱିନ ୨ଦିନ ସୋମବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଭାଦ୍ରବମାସ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀତିଥୀ ସକାଳ ଘଣ୍ଟା ୭।୧୮।୩୮ ସେକେଣ୍ଡ

ପୂର୍ବାଭାଦ୍ରପଦନକ୍ଷତ୍ର ରାତ୍ର ଘଣ୍ଟା ୧୧।୪୦।୧୮ ସେକେଣ୍ଡ, କୁମ୍ଭଚନ୍ଦ୍ର ସଂଧ୍ୟା ଘଣ୍ଟା ୫।୧୬ମିନିଟ୍

ଗଣ୍ଡଯୋଗ ରାତ୍ର ଘଣ୍ଟା ୪।୨।୫୪ ସେକେଣ୍ଡ

ବାଣିଜ୍ୟକରଣ ସକାଳ ଘଣ୍ଟା ୭।୧୮।୩୮ ସେକେଣ୍ଡ, ବିଷ୍ଟିକରଣ ରାତ୍ର ଘଣ୍ଟା ୭।୫୫।୧୫ ସେକେଣ୍ଡ

ରବ୍ୟଂଶଽ ୬।୪୮।୨, ସୂକ୍ଷ୍ମଚନ୍ଦ୍ର ରା୧୦।୨୩।୫୯।୪

ଦିନମାନ ଘଣ୍ଟା ୧୧।୫୮।୩୯ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୨।୧।୨୧ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ପଶ୍ଚିମେ ସକାଳ ଘଣ୍ଟା ୭।୧୮।୩୮ ସେକେଣ୍ଡ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା ୭।୧୮।୩୮ ସେକେଣ୍ଡ ମଧ୍ୟେ ବିରି ଜାତିୟ ଖାଦ୍ୟ ନ ଖାଇଲେ ଭଲ ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ।

ଶୁଭସମୟ-

ଅମୃତ ସୂର୍ଯୋଦୟରୁ ସକାଳ ଘଣ୍ଟା ୬-୨୬ମିନିଟ୍, ଦିବା ଘଣ୍ଟା ୭-୧୩ମିନିଟ୍ ରୁ ଘଣ୍ଟା ୮ଟା , ଘଣ୍ଟା ୧୦-୨୨ମିନିଟ୍ ରୁ ଘଣ୍ଟା ୧୨-୪୩ମିନିଟ୍, ସଂଧ୍ୟା ଘଣ୍ଟା ୬-୧୫ମିନିଟ୍ ରୁ ଘଣ୍ଟା ୭-୪ମିନିଟ୍, ରାତ୍ର ଘଣ୍ଟା ୮-୪୧ମିନିଟ୍ ରୁ ଘଣ୍ଟା ୩-୧୨ମିନିଟ୍, ଘଣ୍ଟା ୪-୦୧ମିନିଟ୍ ରୁ ଘଣ୍ଟା ୫-୩୯ମିନିଟ୍, ମାହେନ୍ଦ୍ର ଦିବା ଘଣ୍ଟା ୬-୨୬ମିନିଟ୍ ରୁ ଘଣ୍ଟା ୭-୧୩ମିନିଟ୍, ଦିବା ଘଣ୍ଟା ୧-୩୦ମିନିଟ୍ ରୁ ଘଣ୍ଟା ୩-୫୨ମିନିଟ୍।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସଂଧ୍ୟା ଘଣ୍ଟା ୫।୧୬ମିନିଟ୍ ଗତେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୧।୪୦।୧୮ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମିଥୁନ ରାଶିର ଘାତବାର। ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜ ଦର୍ଶନେ ରାତ୍ର ଘଣ୍ଟା ୧୧।୪୦।୧୮ ସେକେଣ୍ଡ ମଧ୍ୟେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ରାତ୍ର ଘଣ୍ଟା ୧୧।୪୦।୧୮ ସେକେଣ୍ଡ ମଧ୍ୟେ ଏକପାଦ ନକ୍ଷତ୍ରଦୋଷ।

ଅଶୁଭସମୟ-

ରାହୁକାଳ/ କାଳବେଳା – ପ୍ରାତଃ ଘଣ୍ଟା ୭।୯ମିନିଟ୍ ରୁ ଘଣ୍ଟା ୮।୩୯ମିନିଟ୍, ବାରବେଳା-ଦିବା ଘଣ୍ଟା ୨।୩୮ମିନିଟ୍ ରୁ ଘଣ୍ଟା ୪।୮ମିନିଟ୍, କାଳରାତ୍ରି- ରାତ୍ରି ଘଣ୍ଟା ୧୦।୮ମିନିଟ୍ ରୁ ଘଣ୍ଟା ୧୧।୩୮ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୫।୬।୪୭।୧୧ ଚନ୍ଦ୍ର ରାଶି-୧୦।୨୩।୫୬।୪, ମଙ୍ଗଳ ରାଶି-୯।୯।୧୭।୫୫, ବୁଧ ରାଶି-୫।୯।୧୨।୩୧, ବୃହସ୍ପତି ରାଶି-୬।୨୬।୪୧।୧୪, ଶୁକ୍ର ରାଶି-୬।୧୪।୧୪।୪୮, ଶନି ରାଶି-୮।୮।୪୦।୪୨, ରାହୁ ରାଶି-୩।୧୦।୨୪।୩୮, କେତୁ ରାଶି-୯।୧୦।୨୪।୩୮।

ଉଦୟଲଗ୍ନ-

ସକାଳ ଘଣ୍ଟା ୭।୧୮ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୩୦ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୪୪ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୧।୫୦ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୩।୩୯ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୫।୧୫ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ସଂଧ୍ୟା ଘଣ୍ଟା ୬।୪୯ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୮।୩୧ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୩୧ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୪୪ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୨।୫୭ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୫।୬ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସଂଧ୍ୟା ଘଣ୍ଟା ୫।୧୬ମିନିଟ୍ ମଧ୍ୟେ ପୂର୍ବଭାଦ୍ରପଦ ନକ୍ଷତ୍ର  କୁମ୍ଭରାଶି  ଗୁରୁମହାଦଶାରେ ଜନ୍ମହୋଇଛି। ସଂଧ୍ୟା ଘଣ୍ଟା ୫।୧୬ମିନିଟ୍ ପରେ ରାତ୍ର ଘଣ୍ଟା ୧୧।୪୦।୧୮ ସେକେଣ୍ଡ ମଧ୍ୟେ ପୂର୍ବଭାଦ୍ରପଦ ନକ୍ଷତ୍ର  ମୀନରାଶି  ଗୁରୁମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୧୧।୪୦।୧୮ ସେକେଣ୍ଡ ପରେ  ଉତ୍ତର ଭାଦ୍ରପଦ ନକ୍ଷତ୍ର  ମୀନରାଶି ଶନି ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!