ମକର ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୩୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୩୦, ୨୦୧୮

ସୂର୍ଯ୍ୟଉଦୟ ମକର ଦ୨|୨୬|୨୨ ଇଂ ପ୍ରାତଃ ଘ୬|୨୩|୪ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କର୍କଟ ଦ୩|୪|୧୫   ଇଂ ସଂଧ୍ୟା ଘ୫|୩୦|୨୧ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୧୭ ଦିନ ରାଷ୍ଟ୍ରିୟ ମାଘମାସ ୧୦ ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀତିଥି ରାତ୍ର ଘ୧୦।୨୩।୬ସେ,

ପୁନର୍ବସୁ ନକ୍ଷତ୍ର ରାତ୍ର ଘ୮।୧୮।୧୬ସେ, ମିଥୁନଚନ୍ଦ୍ର ଦିବା ଘ୩।୦।୦ସେ,

ବିଷ୍କୁମ୍ଭଯୋଗ ଦିବା ଘ୧୦।୩୦।୫୮ସେ,

ଗରକରଣ ଦିବା ଘ୧୨।୮।୩୧ସେ, ବାଣିଜ୍ୟକରଣ ରାତ୍ର ଘ୧୦।୨୩।୬ସେ,

ରବ୍ୟଂଶଽ୧୫।୫୮।୨୦, ସୂକ୍ଷ୍ମଚନ୍ଦ୍ର ରାଶି ୨।୨୪।୩୫।୩୫,

ଦିନମାନ ଘ୧୧।୭।୫ସେ, ନିଶାମାନ ଘ୧୨।୫୨।୫୫ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ରାତ୍ର ଘ୧୦।୨୩।୬ସେ, ପରେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାତ୍ର ଘ୧୦।୨୩।୬ସେ, ମଧ୍ୟେ ବିରି ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ।

ଶୁଭସମୟ-

ଅମୃତବେଳା ସକାଳ ଘ୮।୩୬ମି ରୁ ଘ୧୦।୫୦ମି, ଦିବା ଘ୧।୩ମି ରୁ ଘ୨।୩୨ମି, ଦିଘ୩।୧୭ମି ରୁ ଘ୪।୪୬ମି, ସୂର୍ଯ୍ୟାସ୍ତରୁ ସନ୍ଧ୍ୟା ଘ୬।୨୨ମି, ରାତ୍ରି ଘ୮।୫୬ମି ରୁ ଘ୧୧।୩୧ମି, ରାଘ୨।୫ମି ରୁ ଘ୩।୪୮ମି ମଧ୍ୟେ।

ଆହୁରି ପଢନ୍ତୁ: ଚନ୍ଦ୍ର ଗ୍ରହଣ ୨୦୧୮: ଜାଣନ୍ତୁ ଚନ୍ଦ୍ର ଗ୍ରହଣ ସମୟ ଓ କେମିତି କରିବେ ପାଳନ?

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘ୩ଟା ପରେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।     

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘ୮।୧୮।୧୬ସେ ପରେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମକର ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ରୋଗସୃଷ୍ଟି। ପ୍ରତିକାର କରଣୀୟ।  

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।  

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ଏବଂ ରାତ୍ର ଘ୮।୧୮ମି ଗତେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।       

ଅଶୁଭ ସମୟ-

ରାହୁକାଳ- ଦିବାଘ୨।୪୫ମି ରୁ ଘ୪।୯ମି। କାଳବେଳା- ଦିବାଘ୧।୨୨ମି ରୁ ଘ୨।୪୫ମି। ବାରବେଳା- ସକାଳଘ୭।୪୯ମି ରୁ ଘ୮।୪୬ମି ମଧ୍ୟେ। କାଳରାତ୍ରି- ରାତ୍ରିଘ୭।୯ମି ରୁ ଘ୮।୪୬ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୧୫।୫୮।୨୦,୨୨/୧୦ ଚନ୍ଦ୍ରରାଶି-୨।୨୪।୩୫।୩୫-୭/୩ ମଙ୍ଗଳରାଶି-୭|୮|୩|୫୭-୧୭/୮ ବୁଧରାଶି-୯|୩|୨୮|୫୪-୨୧/୧୦ ବୃହସ୍ପତିରାଶି-୬|୨୬|୫୭|୩୯-୧୬/୭ ଶୁକ୍ରରାଶି-୯|୨୦|୫୬|୨୩-୨୨/୧୦ ଶନିରାଶି-୮|୧୦|୩୧|୧୩-୧୯/୯ ରାହୁରାଶି-୩|୨୦|୫୩|୩-୯/୪ କେତୁରାଶି-୯| ୨୦|୫୩|୩-୨୨/୧୦।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ-

ନିଶାନ୍ତ ଘ୫|୨୦ମି ରୁ ମକର ଲଗ୍ନ ଆରମ୍ଭ। କୁମ୍ଭଘ୭|୧୩ମି ରୁ ଆରମ୍ଭ।   

ମକର ପ୍ରାତଃ ଘ୬|୨୫ମି, କୁମ୍ଭଘ୭|୧୩ମି, ମୀନଘ୮|୪୯ମି, ମେଷଘ୧୦|୨୨ମି, ବୃଷଘ୧୨|୫ମି,   ମିଥୁନଘ୨|୪ମି, କର୍କଟଘ୪|୧୭ମି, ସିଂହ ଘ୬|୩୧ମି, କନ୍ୟା ଘ୮|୪୦ମି, ତୁଳା ଘ୧୦|୪୮ମି, ବିଛା ଘ୧୨|୫୯ମି, ଧନୁଘ୩|୧୪ମି, ମକର ଘ୫|୨୦ମି ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି ଶୁଭକର୍ମ କରିପାରିବେ ନାହିଁ ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘ୮।୧୮।୧୬ସେ,ମଧ୍ୟେ ପୁନର୍ବସୁ ନକ୍ଷତ୍ର ମିଥୁନରାଶି ଗୁରୁ ମହାଦଶାରେ ଜନ୍ମ ପରେ ଦିବା ୩ ଘଣ୍ଟା ପରେ ପୁନର୍ବସୁ ନକ୍ଷତ୍ର କର୍କଟରାଶି ଗୁରୁ ମହାଦଶାରେ ଜନ୍ମ। ରାତ୍ର ରାତ୍ର ଘ୮।୧୮।୧୬ସେ,ପରେ ପୁଷ୍ୟାନକ୍ଷତ୍ର କର୍କଟରାଶି ଶନି ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!