ବୃଷ ରାଶିର ଘାତଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର। ଆଜିର ପାଞ୍ଜି: ମାର୍ଚ୍ଚ ୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୩, ୨୦୧୮

ବାଲିପାଟଣା ଗ୍ରାମରେ ଦହିଖୋଳ ମେଳଣ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୨|୨୮|୩୨ ଇଂ ପ୍ରାତଃ ଘ ୬|୫|୨୦ସେ

ସୂର୍ଯ୍ୟାସ୍ତ ସିଂହ ଦ୩|୨୨|୧୭   ଇଂ ସଂଧ୍ୟା ଘ ୫|୪୫|୨୯ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୧୯ଦିନ ରାଷ୍ଟ୍ରିୟ ଫାଲଗୁନମାସ ୧୨ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, କୃଷ୍ଣପକ୍ଷ, ଦ୍ଵିତୀୟାତିଥି ରାତ୍ର ଘଣ୍ଟା ୨।୧୮।୪୪ସେକେଣ୍ଡ୍,

ଉତ୍ତରାଫାଲଗୁନୀ ନକ୍ଷତ୍ର ରାତ୍ର ଘଣ୍ଟା ୮।୫୪।୫୦ସେକେଣ୍ଡ୍, କନ୍ୟାଚନ୍ଦ୍ର ଅହୋରାତ୍ର,

ଶୂଳଯୋଗ ରାତ୍ର ଘଣ୍ଟା ୧୦।୪୧।୩୮ସେକେଣ୍ଡ୍,

ତୈତିଳକରଣ ଦିବା ଘଣ୍ଟା ୩।୮।୮ସେକେଣ୍ଡ୍, ଗରକରଣ ରାତ୍ର ଘଣ୍ଟା ୨।୧୮।୪୪ସେକେଣ୍ଡ୍,

ରବ୍ୟଂଶଽ୧୮।୧୬।୩୯, ସୂକ୍ଷ୍ମଚନ୍ଦ୍ର ରାଶି ୫।୧।୨୧।୨୯,

ଦିନମାନ ଘଣ୍ଟା ୧୧।୪୦।୯ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୧୯।୫୧ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ରାତ୍ର ଘଣ୍ଟା ୨।୧୮।୪୪ସେକେଣ୍ଡ୍ ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୨।୧୮।୪୪ସେକେଣ୍ଡ୍, ମଧ୍ୟେ ବୋଇତିକଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ଦିବା ଘଣ୍ଟା ୯।୫୮ମିନିଟ୍ ରୁ ଘଣ୍ଟା ୧।୫ମିନିଟ୍, ରାତ୍ର ଘଣ୍ଟା ୮।୧୩ମିନିଟ୍ ରୁ ଘଣ୍ଟା ୧୦।୪୧ମିନିଟ୍, ରାତ୍ର ଘଣ୍ଟା ୧୨।୨୦ମିନିଟ୍ ରୁ ଘଣ୍ଟା ୧।୫୮ମିନିଟ୍, ରାତ୍ର ଘଣ୍ଟା ୨।୪୮ମିନିଟ୍ ରୁ ଘଣ୍ଟା ୪।୨୬ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ  ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୮।୫୪।୫୦ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବୃଷ ରାଶିର ଘାତଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ପତିବ୍ରତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ତ୍ରିପାଦଦୋଷ ଓ ରାତ୍ର ଘଣ୍ଟା ୮।୫୪।୫୦ସେକେଣ୍ଡ୍ ଗତେ ଦ୍ଵିପାଦ ତିଥି ଓ ବାରଦୋଷ ପୁନଶ୍ଚ ରାତ୍ର ଘଣ୍ଟା ୨।୧୮।୪୪ସେକେଣ୍ଡ୍, ଗତେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୯।୨ମିନିଟ୍ ରୁ ଘଣ୍ଟା ୧୦।୩୦ମିନିଟ୍ ମଧ୍ୟେ । କାଳବେଳା- ସକାଳ ଘଣ୍ଟା ୬।୮ମିନିଟ୍ ରୁ ଘଣ୍ଟା ୭।୩୫ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧।୨୫ମିନିଟ୍ ରୁ ଘଣ୍ଟା ୨।୫୩ମିନିଟ୍ ମଧ୍ୟେ । କାଳରାତ୍ରି- ସଂଧ୍ୟା ଘଣ୍ଟା ୫।୪୮ମିନିଟ୍ ରୁ ଘଣ୍ଟା ୭।୨୦ମିନିଟ୍, ରାତ୍ରି ଘଣ୍ଟା ୪।୩୪ମିନିଟ୍ ରୁ ସକାଳ ଘଣ୍ଟା ୬।୭ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୧୮।୧୬।୩୯-୨୪/୧୧, ଚନ୍ଦ୍ରରାଶି-୫।୧।୨୧।୨୯-୧୨/୬, ମଙ୍ଗଳରାଶି-୭|୨୭|୨୨|୧୨-୧୮/୮, ବୁଧରାଶି-୧୦|୨୯|୫୭|୮-୨୫/୧୧, ବୃହସ୍ପତି ରାଶି-୬|୨୯|୪|୫୭-୧୬/୭, ଶୁକ୍ରରାଶି-୧୧|୦|୫୮|୧୩-୨୫/୧୨, ଶନିରାଶି-୮|୧୩|୨୦|୪୩-୨୦/୯, ରାହୁରାଶି-୩|୨୦|୪୭|୪୭-୯/୪, କେତୁରାଶି-୯|୨୦|୪୭|୪୭-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ଘଣ୍ଟା ୫|୩ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ମୀନ ଘଣ୍ଟା ୬|୪୩ମିନିଟ୍, ମେଷ ଘଣ୍ଟା ୮|୧୬ମିନିଟ୍, ବୃଷ ଘଣ୍ଟା ୯|୫୯ମିନିଟ୍, ମିଥୁନ ଘଣ୍ଟା ୧୧|୫୯ମିନିଟ୍, କର୍କଟ ଘଣ୍ଟା ୨|୧୧ମିନିଟ୍, ସିଂହ ଘଣ୍ଟା ୪|୨୫ମିନିଟ୍, କନ୍ୟା ଘଣ୍ଟା ୬|୩୪ମିନିଟ୍,ତୁଳା ଘଣ୍ଟା ୮|୪୨ମିନିଟ୍, ବିଛା ଘଣ୍ଟା ୧୦|୫୪ମିନିଟ୍, ଧନୁ ଘଣ୍ଟା ୧|୮ମିନିଟ୍, ମକର ଘଣ୍ଟା ୩|୧୪ମିନିଟ୍, କୁମ୍ଭ ଘଣ୍ଟା ୫|୩ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ନକରିବା ଭଲ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୮।୫୪।୫୦ସେକେଣ୍ଡ୍ ମଧ୍ୟେ ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟାରାଶି ଓ ରବି ମହାଦଶାରେ ଜନ୍ମ ହୋଇଛି । ରାତ୍ର ଘଣ୍ଟା ୮।୫୪।୫୦ସେକେଣ୍ଡ୍ ପରେ ହସ୍ତାନକ୍ଷତ୍ର କନ୍ୟାରାଶି ଓ ଚନ୍ଦ୍ର ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!