କର୍କଟ ରାଶିର ଘାତଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୩, ୨୦୧୮

ସୂର୍ଯ୍ୟଉଦୟ ମକର ଦ୩|୩|୨୭ ଇଂ ପ୍ରାତଃ ଘ୬|୨୧|୫୧ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କର୍କଟ ଦ୩|୪୮|୫୭   ଇଂ ସଂଧ୍ୟା ଘ୫|୩୨|୩୪ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୨୧ ଦିନ ରାଷ୍ଟ୍ରିୟ ମାଘମାସ ୧୪ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ତୃତୀୟାତିଥି ଦିବା ଘ୧୦।୩୬।୧୭ସେ,

ପୂର୍ବା ଫାଲଗୁନୀ ନକ୍ଷତ୍ର ଦିବା ଘ୧୧।୨୩।୪୮ସେ, ସିଂହଚନ୍ଦ୍ର ସଂଧ୍ୟା ଘ୫।୬।୦ସେ,

ଅତିଗଣ୍ଡଯୋଗ ଦିବା ଘ୪।୧୯।୨୦ସେ,

ବିଷ୍ଟିକରଣ ଦିବା ଘ୧୦।୩୬।୧୭ସେ, ବବକରଣ ରାତ୍ରି ଘ୯।୪୧।୦ସେ,

ରବ୍ୟଂଶଽ୨୦।୧।୫୩, ସୂକ୍ଷ୍ମଚନ୍ଦ୍ର ରାଶି ୪।୨୩।୪୨।୧୫,

ଦିନମାନ ଘ୧୧।୧୦।୪୨ସେ, ନିଶାମାନ ଘ୧୨।୪୯।୧୮ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ଦିବା ଘ୧୦।୩୬।୧୭ସେ, ପରେ ନୈଋତେକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବା ଘ୧୦।୩୬।୧୭ସେ, ମଧ୍ୟେ ପୋଟଳ ନ ଖାଇଲେ ଭଲ। ପରେ ମୂଳା ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା- ଦିବା ଘ୧୦।୬ମି ରୁ ଘ୧।୫ମି, ରାତ୍ରି ଘ୮।୭ମି ରୁ ଘ୧୦।୪୧ମି, ରାଘ୧୨।୨୩ମି ରୁ ଘ୨।୬ମି, ରାଘ୨।୫୭ମି ରୁ ଘ୪।୩୯ମି ମଧ୍ୟେ।  

ଆହୁରି ପଢନ୍ତୁ: ବାସ୍ତୁ ଦୋଷ ଖଣ୍ଡନ ପାଇଁ କରନ୍ତୁ ଦଶଟି ଉପାୟ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସଂଧ୍ୟା ଘ୫।୬।୦ସେ ଗତେ ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।   

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘ୧୧।୨୩।୪୮ସେ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।  

ଘାତଚନ୍ଦ୍ର ଓ ଘାତବାର-

କର୍କଟ ରାଶିର ଘାତଚନ୍ଦ୍ର। ବୃଷ, ସିଂହ, କନ୍ୟା ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘ୧୧।୨୩।୪୮ସେ ମଧ୍ୟେ ସାତମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ଦୁଶ୍ଚିନ୍ତା।  ପ୍ରତିକାର କରଣୀୟ।  

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତୃତୀୟାର ଏକୋଦିଷ୍ଟ ଓ ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।  

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ପରେ ଦିବା ଘ୧୧।୨୩।୪୮ସେ ଗତେ ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭ ସମୟ-

ରାହୁକାଳ-ଦିବାଘ୯।୧୧ମି ରୁ ଘ୧୦।୩୫ମି ମଧ୍ୟେ । କାଳବେଳା- ସୂର୍ଯ୍ୟଉଦୟରୁ ସକାଳ ଘ୬।୨୪ମି ରୁ ଘ୭।୪୮ମି,  ଦିବାଘ୪।୧୧ମି ରୁ ଘ୫।୩୫ମି ମଧ୍ୟେ । ବାରବେଳା- ଦିବାଘ୧।୨୩ମି ରୁ ଘ୨।୪୭ମି ମଧ୍ୟେ । କାଳରାତ୍ରି- ସଂଧ୍ୟା ଘ୫।୩୫ମି ରୁ ଘ୭।୧୧ମି, ରାତ୍ରିଘ୪।୪୮ମି ରୁ ଘ୬।୨୪ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୨୦।୧।୫୩-୨୨/୧୦, ଚନ୍ଦ୍ରରାଶି-୪।୨୩।୪୨।୧୫-୧୧/୫, ମଙ୍ଗଳରାଶି-୭|୧୦|୩୦|୫୬-୧୭/୮, ବୁଧରାଶି-୯|୯|୫୨|୫-୨୧/୧୦, ବୃହସ୍ପତିରାଶି-୬|୨୭|୨୨|୪୮-୧୬/୭, ଶୁକ୍ରରାଶି-୯|୨୫|୫୭|୩୨-୨୩/୧୦, ଶନିରାଶି-୮|୧୦|୫୫|୩୮-୧୯/୯, ରାହୁରାଶି-୩|୨୦|୫୪|୧୬-୯/୪, କେତୁରାଶି-୯|୨୦|୫୪|୧୬-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ଘ୫|୪ମି ରୁ ମକର ଲଗ୍ନ ଆରମ୍ଭ। କୁମ୍ଭ ଲଗ୍ନ ଘ୬|୫୭ମି ରୁ ଆରମ୍ଭ।   

ମକର ପ୍ରାତଃ ଘ୬|୨୪ମି, କୁମ୍ଭଘ୬|୫୭ମି, ମୀନଘ୮|୩୩ମି, ମେଷଘ୧୦|୬ମି, ବୃଷଘ୧୧|୪୯ମି,   ମିଥୁନଘ୧|୪୯ମି, କର୍କଟଘ୪|୧ମି, ସିଂହ ଘ୬|୧୫ମି, କନ୍ୟା ଘ୮|୨୪ମି, ତୁଳା ଘ୧୦|୩୨ମି, ବିଛା ଘ୧୨|୪୪ମି, ଧନୁଘ୨|୫୮ମି, ମକର ଘ୫|୪ମି ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି ପ୍ରଥମ ଯୁବତୀସଂଭୋଗ, କ୍ରୟବିକ୍ରୟ କରିପାରିବେ ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୧୧।୨୩।୪୮ସେ,ମଧ୍ୟେ ପୂର୍ବା ଫାଲଗୁନୀ ନକ୍ଷତ୍ର ସିଂହରାଶି ଶୁକ୍ର ମହାଦଶାରେ ଜନ୍ମ ଦିବା ଘ୧୧।୨୩।୪୮ସେ ପରେ ସଂଧ୍ୟା ଘ୫।୬ମି ମଧ୍ୟେ ଉତ୍ତରାଫାଲ୍ଗୁନୀନକ୍ଷତ୍ର ସିଂହରାଶି ରବି ମହାଦଶାରେ ଜନ୍ମ ସଂଧ୍ୟା ଘ୫।୬ମି ପରେ  ଉତ୍ତରାଫାଲ୍ଗୁନୀନକ୍ଷତ୍ର କନ୍ୟାରାଶି ରବି ମହାଦଶାରେ ଜନ୍ମ ହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!