ଭୌମୀଏକାଦଶୀ, ରବିନାରାୟଣ ବ୍ରତ, ମହାପୁରୁଷ ଅଚ୍ୟୁତାନନ୍ଦଦାସଙ୍କ ଜୟନ୍ତୀ ଉତ୍ସବ, ବ୍ୟାସସରୋବର ମେଳା, ବରାହ ଦ୍ଵାଦଶୀ। ଆଜିର ପାଞ୍ଜି: ଜାନୁୟାରୀ ୨୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୨୮, ୨୦୧୮

ଭୌମୀଏକାଦଶୀ, ରବିନାରାୟଣ ବ୍ରତ, ମହାପୁରୁଷ ଅଚ୍ୟୁତାନନ୍ଦଦାସଙ୍କ ଜୟନ୍ତୀ ଉତ୍ସବ, ବ୍ୟାସସରୋବର ମେଳା, ବରାହ ଦ୍ଵାଦଶୀ 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମକର ଦ୨|୭|୪୪ ଇଂ ପ୍ରାତଃ ଘ୬|୨୩|୩୫ସେ

ସୂର୍ଯ୍ୟାସ୍ତ  କର୍କଟ ଦ୨|୪୧|୫୩  ଇଂ ସଂଧ୍ୟା ଘ୫|୨୯|୮ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୧୫ ଦିନ ରାଷ୍ଟ୍ରିୟ ମାଘମାସ ୮ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ଏକାଦଶୀତିଥି ସକାଳ ଘ୮।୨୮।୧୬ସେ,

କ୍ଷୟ ଦ୍ଵାଦଶୀତିଥି ନିଶାନ୍ତ ଘ୫।୧୭।୨୨ସେ,

ମୃଗଶିରା ନକ୍ଷତ୍ର ରାତ୍ର ଘ୧।୪୨।୩୫ସେ, ବୃଷଚନ୍ଦ୍ର ଦିବା ଘ୨।୫୬।୦ସେ,

ଇନ୍ଦ୍ରଯୋଗ ସଂଧ୍ୟା ଘ୬।୩୧।୨୫ସେ,

ବିଷ୍ଟିକରଣ ସକାଳ ଘ୮।୨୮।୧୬ସେ,  ବବକରଣ ସଂଧ୍ୟା ଘ୬।୫୫।୦

କ୍ଷୟ ବାଳବକରଣ ନିଶାନ୍ତ ଘ୫।୧୭।୨୨ସେ

ରବ୍ୟଂଶଽ୧୩।୫୬।୨୭, ସୂକ୍ଷ୍ମଚନ୍ଦ୍ର ରାଶି୧।୨୪।୪୪।୪୪,

ଦିନମାନ ଘ୧୧।୫।୨୧ସେ, ନିଶାମାନ ଘ୧୨।୫୪।୩୯ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ସକାଳ ଘ୮।୨୮।୧୬ସେ, ପରେ ନୈରୁତକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ସକାଳ ଘ୮।୨୮।୧୬ସେ, ମଧ୍ୟେ ଶିମ୍ବ ଓ ପରେ ପୋଇ, ମସୁରଡାଲି ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା:- ସକାଳ ଘ୭।୮ମି ରୁ ଘ୧୦।୬ମି, ରାତ୍ରି ଘ୭।୧୨ମି ରୁ ଘ୮।୫୬ମି, ମାହେନ୍ଦ୍ର:- ସକାଳ ଘ୭।୮ମି, ଦିବା ଘ୧।୩ମି ରୁ ଘ୧।୪୭ମି, ସନ୍ଧ୍ୟା ଘ୬।୨୧ମି ରୁ ଘ୭।୧୨ମି, ରାତ୍ରି ଘ୧୨।୨୨ମି ରୁ ଘ୩।୪୯ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘ୨।୫୬ମି ପରେ     ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।   

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘ୧।୪୨।୩୫ସେ ପରେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଆହୁରି ପଢନ୍ତୁ: ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଘାତଚନ୍ଦ୍ର ଓ ଘାତବାର-

ମେଷ ରାଶିର ଘାତବାର। ବିଛା ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘ୧।୪୨।୩୫ସେ ପରେ ପାଞ୍ଚମାସ ଗଣ୍ଡଦୋଷ ଯୋଗେ ତିଳସୁବର୍ଣ୍ଣ ଦାନଦେଇ ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍। ରଜଶ୍ଚକ୍ରେ କ୍ରୋଧିନୀ।

ସାମ୍ବଶ୍ଚରିକ ଶ୍ରାଦ୍ଧ:-

ଆଜି ଦ୍ଵାଦଶୀର ଏକୋଦିଷ୍ଟ ପାର୍ବଣଶ୍ରାଦ୍ଧ ହେବ।  

ପୁଷ୍କରଦୋଷ:-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଓ ସକାଳ ଘ୮।୨୮ମି ଗତେ ଦ୍ଵିପାଦ ବାର ଓ ତିଥିଦୋଷ ଯୋଗେ ବାରପତ୍ର ଦିନ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।     

ଅଶୁଭ ସମୟ-

ରାହୁକାଳ:- ଦିବାଘ୪।୮ମି ରୁ ଘ୫।୩୧ମି। କାଳବେଳା:- ଦିବାଘ୧୧।୫୯ମି ରୁ ଘ୧।୨୨ମି। ବାରବେଳା:- ଦିବା ଘ୧୦।୩୫ମି ରୁ ଘ୧୧।୫୯ମି ମଧ୍ୟେ। କାଳରାତ୍ରି:- ରାତ୍ରିଘ୧।୩୫ମି ରୁ ଘ୩।୧୨ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି ୯।୧୩।୫୬।୨୭,୨୨/୧୦  ଚନ୍ଦ୍ରରାଶି ୧।୨୪।୪୪।୪୪-୫/୨  ମଙ୍ଗଳରାଶି ୭|୬|୫୦|୧୭-୧୭/୮ ବୁଧରାଶି ୯|୦|୨୧|୨୨-୨୧/୧୦  ବୃହସ୍ପତିରାଶି ୬|୨୬|୪୪|୧୦-୧୬/୭  ଶୁକ୍ରରାଶି ୯|୧୮|୨୫|୪୪-୨୨/୧୦ ଶନିରାଶି ୮|୧୦|୧୮|୪୪-୧୯/୯ ରାହୁରାଶି ୩|୨୦|୫୨|୨୬-୯/୪ କେତୁରାଶି ୯| ୨୦|୫୨|୨୬-୨୨/୧୦।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ- ମକରଲଗ୍ନ ଘ୫|୨୮ମିନିଟ୍ ରୁ ଆରମ୍ଭ।

ମକର ପ୍ରାତଃ ଘ୬|୨୫ମି କୁମ୍ଭଘ୭|୨୧ମି  ମୀନଘ୮|୫୬ମି ମେଷଘ୧୦|୩୦ମି ବୃଷଘ୧୨|୧୩ମି   ମିଥୁନଘ୨|୧୨ମି କର୍କଟଘ୪|୨୫ମି  ସିଂହ ଘ୬|୩୯ମି କନ୍ୟା ଘ୮|୪୮ମି ତୁଳା ଘ୧୦|୫୫ମି ବିଛା ଘ୧|୭ମି  ଧନୁଘ୩|୨୨ମି ମକର ଘ୫|୨୮ମି ।

ଶୁଭକର୍ମ-

ଆଜି ପୁଂସବନ, ସୀମନ୍ତୋନୟନ, ବିଦ୍ୟାରମ୍ଭ, ଦେବତା ପ୍ରତିଷ୍ଠା, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, ଦିକ୍ଷା ଗ୍ରହଣ, ଔଷଧ କରଣ, ଔଷଧ ସେବନ, ଯାନକ୍ରୟ ଓ ଆରୋହଣ, ଜଳାଶୟ ପ୍ରତିଷ୍ଠା, ନବବଧୁଯାତ୍ରା, ପ୍ରଥମ ଯୁବତୀସଂଭୋଗ, ବ୍ରତପୋନୟନ, ମନ୍ଦିର ନିର୍ମାଣ, କୋର୍ଟବିବାହ, ବିବାହ ପାଣିଗ୍ରହଣ, ଗୃହ ପ୍ରତିଷ୍ଠା ଓ ପ୍ରବେଶ, ଭୂମିପୂଜା, ବିହନବୁଣା, ବାଣିଜ୍ୟକରଣ, କ୍ରୟବିକ୍ରୟଆଦି କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୨।୫୬ ମିନିଟ ମଧ୍ୟେ ମୃଗଶିରା ନକ୍ଷତ୍ର ବୃଷରାଶି ମଙ୍ଗଳ ମହାଦଶାରେ ଜନ୍ମ ଦିବା ଘ୨।୫୬ ମିନିଟ ପରେ ରାତ୍ର ଘ୧।୪୨।୩୫ସେ,ମଧ୍ୟେ ମୃଗଶିରା ନକ୍ଷତ୍ର ମିଥୁନରାଶି ମଙ୍ଗଳ ମହାଦଶାରେ ଜନ୍ମ ହୋଇଛିବୋଲି ଜାଣିବେ ଓ ରାତ୍ରଘ୧।୪୨।୩୫ସେ ପରେ ଆର୍ଦ୍ରା ନକ୍ଷତ୍ର ମିଥୁନ ରାଶି ଓ ରାହୁ ମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!