ବୃଷ, ସିଂହ, କନ୍ୟା ରାଶିର ଘାତବାର। ବିଛା ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୨୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୨୭, ୨୦୧୮

ସୂର୍ଯ୍ୟଉଦୟ ମକର ଦ୧|୫୮|୩୦ ଇଂ ପ୍ରାତଃ ଘ୬|୨୩|୪୯ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ   କର୍କଟ ଦ୨|୩୦|୩୪   ଇଂ ସଂଧ୍ୟା ଘ୫|୨୮|୩୧ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୧୪ ଦିନ ରାଷ୍ଟ୍ରିୟ ମାଘମାସ ୭ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ଦଶମୀତିଥି ଦିବା ଘ୧୧।୧୫।୨୬ସେ,

ରୋହିଣୀ ନକ୍ଷତ୍ର ରାତ୍ର ଘ୪।୫।୧୪ସେ, ବୃଷଚନ୍ଦ୍ର ଅହୋରାତ୍ର,

ବ୍ରହ୍ମଯୋଗ ରାତ୍ର ଘ୧୦।୧୧।୪୨ସେ,

ଗରକରଣ ଦିବା ଘ୧୧।୧୫।୨୬ସେ,  ବାଣିଜ୍ୟକରଣ ରାତ୍ର ଘ୯।୫୪।୦

ରବ୍ୟଂଶଽ୧୨।୫୫।୨୯, ସୂକ୍ଷ୍ମଚନ୍ଦ୍ର ରାଶି୧।୧୦।୧୨।୧୩,

ଦିନମାନ ଘ୧୧।୪।୩୦ସେ, ନିଶାମାନ ଘ୧୨।୫୫।୩୦ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ଦିବା ଘ୧୧।୧୫।୨୬ସେ, ପରେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବା ଘ୧୧।୧୫।୨୬ସେ, ମଧ୍ୟେ କଳମ ଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ଦିବା ଘ୧୦।୫ମି ରୁ ଘ୧।୨ମି, ରାତ୍ରି ଘ୮।୩ମି ରୁ ଘ୧୦।୩୮ମି, ରାଘ୧୨।୨୨ମି ରୁ ଘ୨।୫ମି, ରାଘ୨।୫୭ମି ରୁ ଘ୪।୪୧ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।   

ଆହୁରି ପଢନ୍ତୁ: ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘ୪।୫।୧୪ସେ ପରେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।  

ଘାତଚନ୍ଦ୍ର ଓ ଘାତବାର-

ବୃଷ, ସିଂହ, କନ୍ୟା ରାଶିର ଘାତବାର। ବିଛା ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଦରିଦ୍ରା।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଦଶମୀର ଏକୋଦିଷ୍ଟ ଓ ଏକାଦଶୀର ଏକୋଦିଷ୍ଟ ପାର୍ବଣଶ୍ରାଦ୍ଧ ହେବ।  

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।  

ଅଶୁଭ ସମୟ-

ରାହୁକାଳ:-ସକାଳ ଘ୯।୧୨ମି ରୁ ଘ୧୦।୩୫ମି। କାଳବେଳା:- ସକାଳ ଘ୬।୨୬ମି ରୁ ଘ୭।୪୯ମି। ବାରବେଳା:- ଦିବା ଘ୧।୨୧ମି ରୁ ଘ୨।୪୫ମି ମଧ୍ୟେ। କାଳରାତ୍ରି ସନ୍ଧ୍ୟା ଘ୫।୩୧ମି ରୁ ଘ୭।୮ମି, ରାତ୍ରି ଘ୪।୪୯ମି ରୁ ସକାଳ ଘ୬।୨୬ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି ୯।୧୨।୫୫।୨୯,୨୨/୧୦  ଚନ୍ଦ୍ରରାଶି ୧।୧୦।୧୨।୧୩-୪/୨  ମଙ୍ଗଳରାଶି ୭|୬|୧୩|୨୫-୧୭/୮ ବୁଧରାଶି ୮|୨୮|୪୮|୩୫-୨୧/୯ ବୃହସ୍ପତିରାଶି ୬|୨୬|୩୭|୧୩-୧୬/୭  ଶୁକ୍ରରାଶି ୯|୧୭|୧୦|୨୪-୨୨/୧୦ ଶନିରାଶି ୮|୧୦|୧୨|୨୬-୧୯/୯ ରାହୁରାଶି ୩|୨୦|୫୨|୮-୯/୪ କେତୁରାଶି ୯| ୨୦|୫୨|୮-୨୨/୧୦। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ- ମକରଲଗ୍ନ ଘ୫|୩୨ମିନିଟ୍ ରୁ ଆରମ୍ଭ।  

ମକର ପ୍ରାତଃ ଘ୬|୨୬ମି କୁମ୍ଭଘ୭|୨୪ମି  ମୀନଘ୯|୦ମି ମେଷଘ୧୦|୩୪ମି ବୃଷଘ୧୨|୧୭ମି   ମିଥୁନଘ୨|୧୬ମି କର୍କଟଘ୪|୨୯ମି  ସିଂହ ଘ୬|୪୩ମି କନ୍ୟା ଘ୮|୫୨ମି ତୁଳା ଘ୧୦|୫୯ମି ବିଛା ଘ୧|୧୧ମି  ଧନୁଘ୩|୨୬ମି ମକର ଘ୫|୩୨ମି ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ନବବଧୁଯାତ୍ରା, କୋର୍ଟ ବିବାହ, ଜଳାଶୟପ୍ରତିଷ୍ଠା, ଦେବତାପ୍ରତିଷ୍ଠା, ବିହନବୁଣା, ଭୂମିପୂଜନ, ଗୃହାରମ୍ଭ, ଗୃହପ୍ରତିଷ୍ଠା ଓ ପ୍ରବେଶ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘ୪।୫।୧୪ସେ, ମଧ୍ୟେ ରୋହିଣୀ ନକ୍ଷତ୍ର ବୃଷରାଶି ଚନ୍ଦ୍ର ମହାଦଶାରେ ଜନ୍ମ। ରାତ୍ର ଘ୪।୫।୧୪ସେ,ପରେ ମୃଗଶିରା ନକ୍ଷତ୍ର ବୃଷରାଶି ମଙ୍ଗଳ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଉପରୋକ୍ତ ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!