ଆଜି ସାଧାରଣ ତନ୍ତ୍ର ଦିବସ। ବିଛା, ଧନୁ, ମୀନ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୨୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୨୬, ୨୦୧୮

ସାଧାରଣ ତନ୍ତ୍ର ଦିବସ ଜ୍ୟୋତିର୍ବିଦ୍ ପ୍ରମୋଦ ଶତପଥୀ ଙ୍କ ଜନ୍ମ ଦିବସ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମକର ଦ୧|୪୯|୧୨ ଇଂ ପ୍ରାତଃ ଘ୬|୨୪|୨ସେ

ସୂର୍ଯ୍ୟାସ୍ତ କର୍କଟ ଦ୨|୧୯|୧୫    ଇଂ ସଂଧ୍ୟାଘ୫|୨୭|୫୪ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୧୩ ଦିନ ରାଷ୍ଟ୍ରିୟ ମାଘମାସ ୬ ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ନବମୀତିଥି ଦିବା ଘ୧।୩୨।୩୩ସେ,

ଦ୍ଵିଜା ନକ୍ଷତ୍ର ସକାଳ ଘ୭।୩୦।୩୦ସେ, କ୍ଷୟ କୃତ୍ତିକା ନକ୍ଷତ୍ର ନିଶାନ୍ତ ଘ୬।୩।୯ସେ

ମେଷଚନ୍ଦ୍ର ଦିବା ଘ୧।୧୧।୦ସେ, ଶୁକ୍ଳଯୋଗ ରାତ୍ର ଘ୧।୩୦।୨୬ସେ,

କୌଳବକରଣ ଦିବା ଘ୧।୩୨।୩୩ସେ,  ତୈତିଳକରଣ ରାତ୍ର ଘ୧୨।୨୭।୦

ରବ୍ୟଂଶଽ୧୧।୫୪।୩୦, ସୂକ୍ଷ୍ମଚନ୍ଦ୍ର ରାଶି୦।୨୬।୧।୧୫,

ଦିନମାନ ଘ୧୧।୩।୪୦ସେ, ନିଶାମାନ ଘ୧୨।୫୬।୨୦ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ ଦିବା ଘ୧।୩୨।୩୩ସେ, ପରେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବା ଘ୧।୩୨।୩୩ସେ, ମଧ୍ୟେ ଲାଉ ଓ ପରେ କଳମ ଶାଗ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା:- ସୂର୍ଯ୍ୟଉଦୟରୁ ସକାଳ ଘ୭।୮ମି, ଦିବା ଘ୭।୫୩ମି ରୁ ଘ୧୦।୫ମି, ଦିଘ୧୨।୧୮ମି ରୁ ଘ୨।୩୧ମି, ଦିଘ୩।୫୯ମି ରୁ ଘ୫।୨୮ମି, ରାତ୍ରି ଘ୭।୧୧ମି ରୁ ଘ୮।୫୫ମି, ରାଘ୨।୫ମି ରୁ ଘ୩।୪୯ମି ମଧ୍ୟେ। ମାହେନ୍ଦ୍ର:- ରାତ୍ରି ଘ୮।୫୫ମି ରୁ ଘ୯।୪୭ମି, ରାଘ୩।୪୯ମି ରୁ ଘ୪।୪୧ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘ୧।୧୧ମି ପରେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ସକାଳ ଘ୭।୩୦।୩୦ସେ ପରେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।  

ଆହୁରି ପଢନ୍ତୁ: ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଘାତଚନ୍ଦ୍ର ଓ ଘାତବାର-

ବିଛା, ଧନୁ, ମୀନ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ସକାଳ ଘ୭।୩୦ ମଧ୍ୟେ ଦଶମାସ ଓ ନିଶାନ୍ତ ଘ୬।୩ ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ ଯୋଗେ ତିଳସୁବର୍ଣ୍ଣ ଦାନଦେଇ ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍। ରଜଶ୍ଚକ୍ରେ ପରରତା।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ ଏବଂ ଦଶମୀର ପାର୍ବଣଶ୍ରାଦ୍ଧ ହେବ।  

ପୁଷ୍କରଦୋଷ-

ଆଜି  ମୃତବ୍ୟକ୍ତିର ସକାଳ ଘ୭।୩୦ ଗତେ ଏକପାଦ ନକ୍ଷତ୍ରଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।     

ଅଶୁଭ ସମୟ-

ରାହୁକାଳ ଓ କାଳବେଳା:- ଦିବା ଘ୧୦।୩୫ମି ରୁ ଘ୧୧।୫୮ମି। ବାରବେଳା:- ଦିବା ଘ୯।୧୨ମି ରୁ ଘ୧୦।୩୫ମି ମଧ୍ୟେ। କାଳରାତ୍ରି ରାତ୍ରି ଘ୮।୪୪ମି ରୁ ଘ୧୦।୨୧ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି ୯।୧୧।୫୪।୩୦,୨୨/୧୦  ଚନ୍ଦ୍ରରାଶି ୦।୨୬।୧।୧୫-୨/୧  ମଙ୍ଗଳରାଶି ୭|୫|୩୬|୩୦-୧୭/୮ ବୁଧରାଶି ୮|୨୭|୧୬|୨୬-୨୧/୯  ବୃହସ୍ପତିରାଶି ୬|୨୬|୩୦|୮-୧୬/୭  ଶୁକ୍ରରାଶି ୯|୧୫|୫୫|୩-୨୨/୧୦ ଶନିରାଶି ୮|୧୦|୬|୫-୧୯/୯ ରାହୁରାଶି ୩|୨୦|୫୧|୫୫-୯/୪ କେତୁରାଶି ୯| ୨୦|୫୧|୫୫-୨୨/୧୦।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିରଲଗ୍ନ- ମକର ଘ୫|୩୬ମି ରୁ ଆରମ୍ଭ।

ମକର ପ୍ରାତଃ ଘ୬|୨୬ମି କୁମ୍ଭଘ୭|୨୮ମି  ମୀନଘ୯|୪ମି ମେଷଘ୧୦|୩୮ମି ବୃଷଘ୧୨|୨୧ମି   ମିଥୁନଘ୨|୨୦ମି କର୍କଟଘ୪|୩୩ମି  ସିଂହ ଘ୬|୪୭ମି କନ୍ୟା ଘ୮|୫୬ମି ତୁଳା ଘ୧୧|୩ମି ବିଛା ଘ୧|୧୫ମି  ଧନୁଘ୩|୩୦ମି ମକର ଘ୫|୩୬ମି ।

ଶୁଭକର୍ମ-

ଆଜି ନୌକା ନିର୍ମାଣ, ଔଷଧ କରଣ ଓ ସେବନ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦ୍ଵିଜା ନକ୍ଷତ୍ର ସକାଳ ଘ୭।୩୦।୩୦ସେ ମଧ୍ୟେ ମେଷରାଶି ଶୁକ୍ର ମହାଦଶାରେ ଜନ୍ମ। ଦିବା ଘ୧।୧୧ ମିନିଟ୍ ମଧ୍ୟେ କୃତ୍ତିକା ନକ୍ଷତ୍ର ମେଷରାଶି ରବି ମହାଦଶାରେ ଜନ୍ମ। ପରେ ନିଶାନ୍ତ ଘ୬।୩।୯ସେ ମଧ୍ୟେ କୃତ୍ତିକା ନକ୍ଷତ୍ର ବୃଷରାଶି ରବି ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଉପରୋକ୍ତ ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!