ଦୈନିକ ପାଞ୍ଜି: ଜୁଲାଇ ୨୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୨, ୨୦୧୮

ଶକାବ୍ଦଃ୧୯୪୦ କର୍କଟ ୯ ଦିନ ଜୁଲାଇ ୨୫ ତାରିଖ ରାଷ୍ଟ୍ରିୟ ଶ୍ରାବଣ ୩ଦିନ ବୁଧବାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ   ପ୍ରାଘ୫।୨୦।୧୭ସେ    ଚନ୍ଦ୍ରୋଦୟ ଦିଘ୪।୩୨ମି.

ସୂର୍ଯ୍ୟାସ୍ତ  ସଂଘ୬।୧୯।୪୧ସେ        ଚନ୍ଦ୍ରାସ୍ତ ରାଘ୩।୫୧ମି.

 

ଆଷାଢ଼ମାସ ଶୁକ୍ଳପକ୍ଷ, ତ୍ରୟୋଦଶୀତିଥୀ ରାଘ୮।୪୭।୨୫, ମୂଳାନକ୍ଷତ୍ର ସଂଘ୬।୨୨।୨୮

ଧନୁଚନ୍ଦ୍ର ଅହୋରାତ୍ର, ଇନ୍ଦ୍ରଯୋଗ ସଘ୮।୪୯।୧୮

କୌଳବକରଣ ସଘ୭।୩୫।୨୯, ତୈତିଳକରଣ ରାଘ୮।୪୭।୨୫

ରବ୍ୟଂଶଽ ୭।୫୫।୭, ସୂକ୍ଷ୍ମଚନ୍ଦ୍ର ରା୮।୬।୫୩।୧

ଦିନମାନ ଘ୧୨।୫୯।୨୪, ରାତ୍ରମାନ ଘ୧୧।୦।୩୬

<<Vastu>>> | <<< Jataka Bichara >>>

ଯୋଗୀନିବାସ-

ଦକ୍ଷିଣେ ରାଘ୮।୪୭।୨୫ସେ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାଘ୮।୪୭।୨୫ସେ ମଧ୍ୟେ ବାଇଗଣ ଓ ପରେ ବିରି ଜାତିୟ ଖାଦ୍ୟ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ଘ୭-୦୫ମି, ଦିଘ୯-୪୦ମି ରୁ ଘ୧୧-୨୪ମି, ଦିଘ ୩-୪୩ମି ରୁ ଘ ୫-୨୭ମି, ସଂଘ୭-୩ମି ରୁ ୯-୧୬ମି, ରାଘ୧-୪୦ମି ରୁ ଘ ୫-୨୧ମି, ମାହେନ୍ଦ୍ର ଦିଘ୨-୦୦ମି ରୁ ୩-୪୩ମି, ରା ଘ୯-୧୬ମି ରୁ ଘ୧୦-୪୪ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଘ୬।୨୨।୨୮ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

କର୍କଟ ରାଶିର ଘାତବାର। ତୁଳା/କୁମ୍ଭ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ସଂଘ୬।୨୨।୨୮ ଗତେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତ୍ରୟୋଦଶୀ ର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ ଓ ବାରବେଳା- ଦିଘ୧୧।୫୧ମି ରୁ ଘ୧।୨୯ମି, କାଳବେଳା- ସଘ୮।୩୭ମି ରୁ ଘ୧୦।୧୫ମି, କାଳରାତ୍ରି- ରାଘ୨।୩୭ମି ରୁ ଘ୪।୦ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୩।୭।୫୫।୭, ଚ୮।୬।୫୩।୧, ମ୯।୧୦।୪୧।୩୩, ବୁ୩।୨୯।୧୭।୧୫, ବୃ୬।୧୯।୩୩।୪୬, ଶୁ୪।୨୨।୧୫।୨୧, ଶ୮।୯।୫୦।୨, ରା୩।୧୧।୪୫।୨୪, କେ୯।୧୧।୪୫।୨୪।

ଉଦୟଲଗ୍ନ-

ନିଶାନ୍ତ ଘ୪।୪୧ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୬।୫୯ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୯।୮ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୧୬ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୨୭ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୩।୪୨ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୫।୪୮ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୭।୩୭ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୯।୧୩ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୦।୪୬ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୨୯ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୨।୨୯ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘ୪।୪୧ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ନୌକା ନିର୍ମାଣ, ଔଷଧ କରଣ, ଔଷଧ ସେବନ, ଧାନ୍ୟ ସ୍ଥାପନ, ମକଦ୍ଦମାଦାୟର, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସଂଘ୬।୨୨।୨୮ ସେକେଣ୍ଡ ମଧ୍ୟେ ପରେ  ମୂଳାନକ୍ଷତ୍ର ଧନୁରାଶି କେତୁମହାଦଶାରେ ଜନ୍ମହୋଇଛି। ଦିଘ୩।୨୯।୧୨ ସେକେଣ୍ଡ ପରେ  ପୂର୍ବାଷାଢାନକ୍ଷତ୍ର ଧନୁରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!