ଦୈନିକ ପାଞ୍ଜି: ଜାନୁୟାରୀ ୨୪, ୨୦୧୮
ମାଘସପ୍ତମୀ, ତିଳ ସପ୍ତମୀ, କୋଣାର୍କ ଚନ୍ଦ୍ରଭାଗରେ ସ୍ନାନ।
ସୂର୍ଯ୍ୟଉଦୟ ମକର ଦ୧|୩୧|୧୯ ଇଂ ପ୍ରାତଃଘ୬|୨୪|୨୩ସେ
ସୂର୍ଯ୍ୟାସ୍ତ କର୍କଟ ଦ୧|୫୬|୩୧ ଇଂ ସଂଧ୍ୟା ଘ୫|୨୬|୩୮ସେ
ଉଡ୍ରାବ୍ଦ ୧୪୨୫ସାଲ ମକର ୧୧ ଦିନ ରାଷ୍ଟ୍ରିୟ ମାଘମାସ ୪ ଦିନ ବୁଧବାର
ଆଜିର ପଞ୍ଚାଙ୍ଗ-
ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ସପ୍ତମୀତିଥି ଦିବାଘ୪।୧୭।୭ସେ,
ରେବତୀ ନକ୍ଷତ୍ର ସକାଳଘ୮।୩୪।୧୧ସେ, ମୀନଚନ୍ଦ୍ର ସକାଳଘ୮।୩୪।୧୧ସେ,
ସିଦ୍ଧଯୋଗ ଦିବାଘ୮।୩୭।୩୪ସେ,
ବାଣିଜ୍ୟକରଣ ଦିବାଘ୪।୧୭।୭ସେ, ବିଷ୍ଟିକରଣ ରାତି୩।୫୦ମି
ରବ୍ୟଂଶଽ୯।୫୨।୨୯, ସୂକ୍ଷ୍ମଚନ୍ଦ୍ର ରାଶି୧୧।୨୮।୪୮।୨୦,
ଦିନମାନ ଘ୧୧।୨।୪, ନିଶାମାନ ଘ ୧୨।୫୭।୫୬,
For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366
ଯୋଗିନୀବାସ-
ଯୋଗିନୀ ବାୟବ୍ୟେ ଦିବାଘ୪।୧୭।୭ସେ, ପରେ ଐଶାନ୍ୟେ ଯାତ୍ରା ନିଷେଧ।
ନିଷେଧ ଖାଦ୍ୟ-
ଦିବାଘ୪।୧୭।୭ସେ, ମଧ୍ୟେ ତାଳ ଓ ପରେ ନଡିଆ ନ ଖାଇଲେ ଭଲ।
ଶୁଭସମୟ-
ଅମୃତବେଳା ସୂର୍ଯ୍ୟଉଦୟରୁ ସକାଳଘ୭।୫୨ମି, ଦିବା ଘ୧୦।୫ମି ରୁ ଘ୧୧।୩୩ମି, ଦିଘ୩।୧୪ମି ରୁ ଘ୪।୪୨ମି, ସଂଧ୍ୟା ଘ୬।୧୮ମି ରୁ ରାତିଘ୮।୫୩ମି, ରାଘ୨।୫ମି ରୁ ଘ୬।୨୪ମି। ମାହେନ୍ଦ୍ର ଦିବା ଘ୧।୪୫ମି ରୁ ଘ୩।୧୪ମି ରାଘ୮।୫୩ମି ରୁ ଘ୧୦।୩୭ମି ମଧ୍ୟେ।
ଚନ୍ଦ୍ରଶୁଦ୍ଧି-
ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳଘ ୮।୩୪।୧୧ସେ ପରେ ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।
ତାରାଶୁଦ୍ଧି-
ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳଘ୮।୩୪।୧୧ସେ ପରେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।
ଆହୁରି ପଢନ୍ତୁ: ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ
<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>
ଘାତଚନ୍ଦ୍ର ଓ ଘାତବାର-
କର୍କଟ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର।
ରଜୋଶ୍ଚକ୍ର-
ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ ବିତ୍ତଲାଭ।
ସାମ୍ବଶ୍ଚରିକ ଶ୍ରାଦ୍ଧ-
ଆଜି ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।
For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366
ପୁଷ୍କରଦୋଷ-
ଆଜି ମୃତବ୍ୟକ୍ତିର ଦିବା ଘ୪।୧୭ମି ମଧ୍ୟେ ଏକପାଦ ତିଥିଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।
ଅଶୁଭ ସମୟ-
ରାହୁକାଳ- ଓ ବାରବେଳା- ଦିବାଘ୧୧।୫୭ମି ରୁ ଘ୧।୨୦ମି। କାଳବେଳା- ଦିବା ଘ୯।୧୨ମି ରୁ ଘ୧୦।୩୫ମି ମଧ୍ୟେ। କାଳରାତ୍ରି- ରାତ୍ରି ଘ୩।୧୨ମି ରୁ ଘ୪।୪୯ମି ମଧ୍ୟେ।
ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-
ରବିରାଶି ୯।୯।୫୨।୨୯,୨୧/୧୦ ଚନ୍ଦ୍ରରାଶି୧୧।୨୮।୪୮।୨୦-୨୭/୧୨ ମଙ୍ଗଳରାଶି୭|୪|୨୨|୩୭-୧୭/୮ ବୁଧରାଶି୮|୨୪|୧୪|୬-୨୦/୯ ବୃହସ୍ପତିରାଶି୬|୨୬|୧୫|୩୧-୧୬/୭ ଶୁକ୍ରରାଶି ୯|୧୩|୨୪|୧୮-୨୨/୧୦ ଶନିରାଶି୮|୯|୫୩|୧୬-୧୯/୯ ରାହୁରାଶି୩|୨୦|୫୧|୨୮-୯/୪ କେତୁରାଶି୯| ୨୦|୫୧|୨୮-୨୨/୧୦।
ଆଜିରଲଗ୍ନ- ମକରଲଗ୍ନ ନିଶାନ୍ତ ଘ୫|୪୪ମିରୁ ଆରମ୍ଭ।
ମକର ପ୍ରାତଃ ଘ୬|୨୬ମି କୁମ୍ଭଘ୭|୩୬ମି ମୀନଘ୯|୧୨ମି ମେଷଘ୧୦|୪୬ମି ବୃଷଘ୧୨|୨୯ମି ମିଥୁନଘ୨|୨୮ମି କର୍କଟଘ୪|୪୧ମି ସିଂହ ଘ୬|୫୫ମି କନ୍ୟା ଘ୯|୩ମି ତୁଳା ଘ୧୧|୧୧ମି ବିଛା ଘ୧|୨୩ମି ଧନୁଘ୩|୩୮ମି ମକର ଘ୫|୪୪ମି ।
ଶୁଭକର୍ମ-
ଆଜି ନବବଧୁଯାତ୍ରା, ପ୍ରଥମ ଯୁବତୀସଂଭୋଗ, କୋର୍ଟବିବାହ, ଅଳଙ୍କାରଧାରଣ, କର୍ଣ୍ଣବେଧ, ଚୂଡାକରଣ, ନବବସ୍ତ୍ର ପରିଧାନ, ଯାନକ୍ରୟ ଓ ଆରୋହଣ, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, ବାଣିଜ୍ୟକରଣ, କ୍ରୟବିକ୍ରୟ, ନୌକାନିର୍ମାଣ ଓ ଚାଳନା, ନୂତନ ଅକ୍ଷର ଆରମ୍ଭ, ନାମକରଣ, ଅନ୍ନପ୍ରାଶନ୍ନ, ନିଷ୍କ୍ରାମଣ, ନବାନ୍ନଭକ୍ଷଣ, ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା, ମନ୍ଦିର ନିର୍ମାଣ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, ଆରୋଗ୍ୟସ୍ନାନ, ଭୂମିପୂଜନ, ଗୃହପ୍ରତିଷ୍ଠା ଓ ପ୍ରବେଶ, ହଳଆରମ୍ଭ, ବିହନବୁଣା, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର କରିପାରିବେ।
ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-
ସୂର୍ଯ୍ୟଉଦୟ ଠାରୁ ସକାଳଘ୮।୩୪।୧୧ସେ,ମଧ୍ୟେ ରେବତୀ ନକ୍ଷତ୍ର ମୀନରାଶି ଓ ବୁଧ ମହାଦଶାରେ ଜନ୍ମ ପରେ ଅଶ୍ଵିନୀ ନକ୍ଷତ୍ର ମେଷରାଶି ଓ କେତୁ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଉପରୋକ୍ତ ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।