କର୍କଟ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୨୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୨୪, ୨୦୧୮

ମାଘସପ୍ତମୀ, ତିଳ ସପ୍ତମୀ, କୋଣାର୍କ ଚନ୍ଦ୍ରଭାଗରେ ସ୍ନାନ 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମକର ଦ୧|୩୧|୧୯ ଇଂ ପ୍ରାତଃଘ୬|୨୪|୨୩ସେ

ସୂର୍ଯ୍ୟାସ୍ତ କର୍କଟ ଦ୧|୫୬|୩୧ ଇଂ ସଂଧ୍ୟା ଘ୫|୨୬|୩୮ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୧୧ ଦିନ ରାଷ୍ଟ୍ରିୟ ମାଘମାସ ୪ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ସପ୍ତମୀତିଥି ଦିବାଘ୪।୧୭।୭ସେ,

ରେବତୀ ନକ୍ଷତ୍ର ସକାଳଘ୮।୩୪।୧୧ସେ, ମୀନଚନ୍ଦ୍ର ସକାଳଘ୮।୩୪।୧୧ସେ,

ସିଦ୍ଧଯୋଗ ଦିବାଘ୮।୩୭।୩୪ସେ,

ବାଣିଜ୍ୟକରଣ ଦିବାଘ୪।୧୭।୭ସେ,  ବିଷ୍ଟିକରଣ ରାତି୩।୫୦ମି

ରବ୍ୟଂଶଽ୯।୫୨।୨୯, ସୂକ୍ଷ୍ମଚନ୍ଦ୍ର ରାଶି୧୧।୨୮।୪୮।୨୦,

ଦିନମାନ ଘ୧୧।୨।୪, ନିଶାମାନ ଘ ୧୨।୫୭।୫୬,

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ ଦିବାଘ୪।୧୭।୭ସେ, ପରେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବାଘ୪।୧୭।୭ସେ, ମଧ୍ୟେ ତାଳ ଓ ପରେ ନଡିଆ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟଉଦୟରୁ ସକାଳଘ୭।୫୨ମି, ଦିବା ଘ୧୦।୫ମି ରୁ ଘ୧୧।୩୩ମି, ଦିଘ୩।୧୪ମି ରୁ ଘ୪।୪୨ମି, ସଂଧ୍ୟା ଘ୬।୧୮ମି ରୁ ରାତିଘ୮।୫୩ମି, ରାଘ୨।୫ମି ରୁ ଘ୬।୨୪ମି। ମାହେନ୍ଦ୍ର ଦିବା ଘ୧।୪୫ମି ରୁ ଘ୩।୧୪ମି ରାଘ୮।୫୩ମି ରୁ ଘ୧୦।୩୭ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳଘ ୮।୩୪।୧୧ସେ ପରେ ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳଘ୮।୩୪।୧୧ସେ ପରେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଆହୁରି ପଢନ୍ତୁ: ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଘାତଚନ୍ଦ୍ର ଓ ଘାତବାର-

କର୍କଟ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ ବିତ୍ତଲାଭ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘ୪।୧୭ମି ମଧ୍ୟେ ଏକପାଦ ତିଥିଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।   

ଅଶୁଭ ସମୟ-

ରାହୁକାଳ- ଓ ବାରବେଳା- ଦିବାଘ୧୧।୫୭ମି ରୁ ଘ୧।୨୦ମି। କାଳବେଳା- ଦିବା ଘ୯।୧୨ମି ରୁ ଘ୧୦।୩୫ମି ମଧ୍ୟେ। କାଳରାତ୍ରି- ରାତ୍ରି ଘ୩।୧୨ମି ରୁ ଘ୪।୪୯ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି ୯।୯।୫୨।୨୯,୨୧/୧୦  ଚନ୍ଦ୍ରରାଶି୧୧।୨୮।୪୮।୨୦-୨୭/୧୨ ମଙ୍ଗଳରାଶି୭|୪|୨୨|୩୭-୧୭/୮ ବୁଧରାଶି୮|୨୪|୧୪|୬-୨୦/୯  ବୃହସ୍ପତିରାଶି୬|୨୬|୧୫|୩୧-୧୬/୭  ଶୁକ୍ରରାଶି ୯|୧୩|୨୪|୧୮-୨୨/୧୦ ଶନିରାଶି୮|୯|୫୩|୧୬-୧୯/୯ ରାହୁରାଶି୩|୨୦|୫୧|୨୮-୯/୪ କେତୁରାଶି୯| ୨୦|୫୧|୨୮-୨୨/୧୦।

ଆଜିରଲଗ୍ନ- ମକରଲଗ୍ନ ନିଶାନ୍ତ ଘ୫|୪୪ମିରୁ ଆରମ୍ଭ।

ମକର ପ୍ରାତଃ ଘ୬|୨୬ମି କୁମ୍ଭଘ୭|୩୬ମି  ମୀନଘ୯|୧୨ମି ମେଷଘ୧୦|୪୬ମି ବୃଷଘ୧୨|୨୯ମି   ମିଥୁନଘ୨|୨୮ମି କର୍କଟଘ୪|୪୧ମି  ସିଂହ ଘ୬|୫୫ମି କନ୍ୟା ଘ୯|୩ମି ତୁଳା ଘ୧୧|୧୧ମି ବିଛା ଘ୧|୨୩ମି  ଧନୁଘ୩|୩୮ମି ମକର ଘ୫|୪୪ମି ।

ଶୁଭକର୍ମ-

ଆଜି ନବବଧୁଯାତ୍ରା, ପ୍ରଥମ ଯୁବତୀସଂଭୋଗ, କୋର୍ଟବିବାହ, ଅଳଙ୍କାରଧାରଣ, କର୍ଣ୍ଣବେଧ, ଚୂଡାକରଣ,  ନବବସ୍ତ୍ର ପରିଧାନ, ଯାନକ୍ରୟ ଓ ଆରୋହଣ, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, ବାଣିଜ୍ୟକରଣ, କ୍ରୟବିକ୍ରୟ, ନୌକାନିର୍ମାଣ ଓ ଚାଳନା, ନୂତନ ଅକ୍ଷର ଆରମ୍ଭ, ନାମକରଣ, ଅନ୍ନପ୍ରାଶନ୍ନ, ନିଷ୍କ୍ରାମଣ, ନବାନ୍ନଭକ୍ଷଣ, ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା, ମନ୍ଦିର ନିର୍ମାଣ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, ଆରୋଗ୍ୟସ୍ନାନ, ଭୂମିପୂଜନ, ଗୃହପ୍ରତିଷ୍ଠା ଓ ପ୍ରବେଶ, ହଳଆରମ୍ଭ, ବିହନବୁଣା, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସକାଳଘ୮।୩୪।୧୧ସେ,ମଧ୍ୟେ ରେବତୀ ନକ୍ଷତ୍ର ମୀନରାଶି ଓ ବୁଧ ମହାଦଶାରେ ଜନ୍ମ ପରେ ଅଶ୍ଵିନୀ ନକ୍ଷତ୍ର ମେଷରାଶି ଓ କେତୁ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଉପରୋକ୍ତ ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!