ବିଛା ରାଶିର ଘାତଚନ୍ଦ୍ର । ବୃଷ, ସିଂହ, କନ୍ୟା ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୨୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୨୪, ୨୦୧୮

ସୂର୍ଯ୍ୟଉଦୟ କୁମ୍ଭ ଦ୧|୩୧|୪୩ ଇଂ ପ୍ରାତଃ ଘ ୬|୧୦|୨୯ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ସିଂହ ଦ୨|୬|୩୩   ଇଂ ସଂଧ୍ୟା ଘ ୫|୪୨|୫୦ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୧୨ଦିନ ରାଷ୍ଟ୍ରିୟ ଫାଲଗୁନମାସ ୫ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ନବମୀତିଥି ରାତ୍ର ଘଣ୍ଟା ୧୦।୩୬।୩୧ସେକେଣ୍ଡ୍,

ରୋହିଣୀ ନକ୍ଷତ୍ର ଦିବା ଘଣ୍ଟା ୧୧।୨୮।୪୫ସେକେଣ୍ଡ୍, ବୃଷଚନ୍ଦ୍ର ରାତ୍ର ଘଣ୍ଟା ୧୦।୪୩ ମିନିଟ୍।

ବିଷ୍କୁମ୍ଭଯୋଗ ରାତ୍ର ଘଣ୍ଟା ୧୨।୫୪।୪୯ସେକେଣ୍ଡ୍,

ବାଳବକରଣ ଦିବା ଘଣ୍ଟା୧୧।୪୨।୫୧ସେକେଣ୍ଡ୍, କୌଳବକରଣ ରାତ୍ର ଘଣ୍ଟା ୧୦।୩୬।୩୧ସେକେଣ୍ଡ୍,

ରବ୍ୟଂଶଽ୧୧।୧୪।୫୩, ସୂକ୍ଷ୍ମଚନ୍ଦ୍ର ରାଶି ୧।୨୦।୧୨।୨୭,

ଦିନମାନ ଘଣ୍ଟା ୧୧।୩୨।୨୧ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୨୭।୩୯ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ ରାତ୍ର ଘଣ୍ଟା ୧୦।୩୬।୩୧ସେକେଣ୍ଡ୍, ପରେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୧୦।୩୬।୩୧ସେକେଣ୍ଡ୍, ମଧ୍ୟେ ଲାଉ ଓ ପରେ କଳମଶାଗ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ –

ଅମୃତବେଳା- ଦିବା ଘଣ୍ଟା ୧୦।୧ମିନିଟ୍ ରୁ ଘଣ୍ଟା ୧।୬ମିନିଟ୍, ରାତ୍ରି ଘଣ୍ଟା ୮।୧୨ମିନିଟ୍ ରୁ ଘଣ୍ଟା ୧୦।୪୨ମିନିଟ୍, ରାତ୍ରି ଘଣ୍ଟା ୧୨।୨୧ମିନିଟ୍ ରୁ ଘଣ୍ଟା ୨।୧ମିନିଟ୍, ରାତ୍ରି ଘଣ୍ଟା ୨।୫୧ମିନିଟ୍ ରୁ ଘଣ୍ଟା ୪।୩୦ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୧୦।୪୩।୦ସେକେଣ୍ଡ୍ ଗତେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର,  କୁମ୍ଭ ଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୧।୨୮।୪୫ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ବିଛା ରାଶିର ଘାତଚନ୍ଦ୍ର । ବୃଷ, ସିଂହ, କନ୍ୟା ରାଶିର ଘାତବାର।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଖଳସ୍ଵଭାବ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୯।୫ମିନିଟ୍ ରୁ ଘଣ୍ଟା ୧୦।୩୨ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୬।୧୩ମିନିଟ୍ ରୁ ଘଣ୍ଟା ୭।୩୯ମିନିଟ୍, ଦିବା ଘଣ୍ଟା ୪।୧୮ମିନିଟ୍ ରୁ ଘଣ୍ଟା ୫।୪୫ମିନିଟ୍  ମଧ୍ୟେ । ବାରବେଳା- ଦିବା ଘଣ୍ଟା ୧।୨୫ମିନିଟ୍ ରୁ ଘଣ୍ଟା ୨।୫୨ମିନିଟ୍ ମଧ୍ୟେ । କାଳରାତ୍ରି- ସଂଧ୍ୟା ଘଣ୍ଟା ୫।୪୫ମିନିଟ୍ ରୁ ଘଣ୍ଟା ୭।୧୮ମିନିଟ୍, ରାତ୍ରି ଘଣ୍ଟା ୪।୩୯ମିନିଟ୍ ରୁ ଘଣ୍ଟା ୬।୧୨ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୧୧।୧୪।୫୩-୨୪/୧୧, ଚନ୍ଦ୍ରରାଶି-୧।୨୦।୧୨।୨୭-୪/୨, ମଙ୍ଗଳରାଶି-୭|୨୩|୧୨|୪୮-୧୮/୮, ବୁଧରାଶି-୧୦|୧୬|୪୫|୨୫-୨୪/୧୧, ବୃହସ୍ପତି ରାଶି-୬|୨୮|୫୨|୨୧-୧୬/୭, ଶୁକ୍ରରାଶି-୧୦|୨୨|୧୪|୩୦-୨୫/୧୧, ଶନିରାଶି-୮|୧୨|୪୯| ୧୯-୧୯/୯, ରାହୁରାଶି-୩|୨୦|୫୪|୫୫-୯/୪, କେତୁରାଶି-୯|୨୦|୫୪|୫୫-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ଘଣ୍ଟା ୫|୩୦ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ମୀନ ଘଣ୍ଟା ୭|୧୦ମିନିଟ୍, ମେଷ ଘଣ୍ଟା ୮|୪୪ମିନିଟ୍, ବୃଷ ଘଣ୍ଟା ୧୦|୨୭ମିନିଟ୍, ମିଥୁନ ଘଣ୍ଟା ୧୨|୨୬ମିନିଟ୍, କର୍କଟ ଘଣ୍ଟା ୨|୩୯ମିନିଟ୍, ସିଂହ ଘଣ୍ଟା ୪|୫୩ମିନିଟ୍, କନ୍ୟା ଘଣ୍ଟା ୭|୨ମିନିଟ୍, ତୁଳା ଘଣ୍ଟା ୯|୯ମିନିଟ୍, ବିଛା ଘଣ୍ଟା ୧୧|୨୧ମିନିଟ୍, ଧନୁ ଘଣ୍ଟା ୧|୩୬ମିନିଟ୍, ମକର ଘଣ୍ଟା ୩|୪୨ମିନିଟ୍, କୁମ୍ଭ ଘଣ୍ଟା ୫|୩୦ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ- 

ନାହିଁ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧୧।୨୮।୪୫ସେକେଣ୍ଡ ମଧ୍ୟେ ରୋହିଣୀ ନକ୍ଷତ୍ର ବୃଷରାଶି ଓ ଚନ୍ଦ୍ର ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଦିବା ଘଣ୍ଟା୧୧।୨୮।୪୫ସେକେଣ୍ଡ୍ ପରେ ମୃଗଶିରା ନକ୍ଷତ୍ର ବୃଷରାଶି ମଙ୍ଗଳ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ରାତ୍ର ଘଣ୍ଟା୧୦।୪୩ ମିନିଟ୍ ପରେ ମିଥୁନରାଶି ମଙ୍ଗଳ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!