ଆଜି ନେତାଜୀ ଓ ବୀରସୁରେନ୍ଦ୍ରସାଏ ଜୟନ୍ତୀ। ମକର ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୨୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୨୩, ୨୦୧୮

ଆଜି ନେତାଜୀ ଓ ବୀରସୁରେନ୍ଦ୍ରସାଏ ଜୟନ୍ତୀ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମକର ଦ୧|୨୨|୫ ଇଂ ପ୍ରାତଃଘ୬|୨୪|୩୨ସେ

ସୂର୍ଯ୍ୟାସ୍ତ କର୍କଟ ଦ୧|୪୫|୧୦ ଇଂ ସଂଧ୍ୟାଘ୫|୨୬|୦ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୧୦ ଦିନ ରାଷ୍ଟ୍ରିୟ ମାଘମାସ ୩ ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ଷଷ୍ଠୀତିଥି ଦିବାଘ୪।୪୦।୧୭ସେ,

ଉତ୍ତରଭାଦ୍ର ନକ୍ଷତ୍ର ସକାଳ୮।୮।୨୩ସେ, ମୀନଚନ୍ଦ୍ର ଅହୋରାତ୍ର,

ଶିବଯୋଗ ଦିବାଘ୯।୫୮।୩୭ସେ,

ତୈତିଳକରଣ ଦିବାଘ୪।୪୦।୧୭ସେ,  ଗରକରଣ ରାତି୪।୩୩।୦

ରବ୍ୟଂଶଽ୮।୫୧।୨୮, ସୂକ୍ଷ୍ମଚନ୍ଦ୍ର ରାଶି୧୧।୧୫।୪୪।୬,

ଦିନମାନ ଘ୧୧।୧।୧୭, ନିଶାମାନ ଘ ୧୨।୫୮।୪୩,

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ଦିବାଘ୪।୪୦।୧୭ସେ, ପରେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଅମୃତବେଳା ଦିବା ଘ୮।୩୬ମି ରୁ ଘ୧୦।୪୯ମି, ଦିଘ୧।୧ମି ରୁ ଘ୨।୩୦ମି, ଦିଘ୩।୧୪ମି ରୁ ଘ୪।୪୨ମି, ସୂର୍ଯ୍ୟାସ୍ତରୁ ସଂଧ୍ୟାଘ୬।୧୮ମି, ରାତିଘ୮।୫୩ମି ରୁ ଘ୧୧।୨୯ମି ରାଘ୨।୫ମି ରୁ ଘ୩।୪୮ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।  

ଆହୁରି ପଢନ୍ତୁ: ମା’ ସରସ୍ଵତୀଙ୍କର ଏହି ବାରଟି ନାମ ପାଠ କରିବା ଅତ୍ୟନ୍ତ ଶୁଭଫଳ ଦେଇଥାଏ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ୮।୮।୨୩ସେ ପରେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମକର ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ ଅର୍ଥଲାଭ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଓ ଦିବା ଘ୪।୪୦ମି ପରେ ଦ୍ଵିପାଦ ବାର ଓ ତିଥିଦୋଷ ତେଣୁ ଶାନ୍ତିହୋମ କରି ବ୍ରାହ୍ମଣ ଭୋଜନ ଦେବାସହ ଦକ୍ଷିଣା ଦେବାଉଚିତ୍।   

ଅଶୁଭ ସମୟ-

ରାହୁକାଳ-ଦିବାଘ୨।୪୨ମି ରୁ ଘ୪।୫ମି। କାଳବେଳା- ଦିବାଘ୧।୨୦ମି ରୁ ଘ୨।୪୩ମି। ବାରବେଳା-ସକାଳ ଘ୭।୪୯ମି ରୁ ଦିଘ୯।୧୨ମି ମଧ୍ୟେ। କାଳରାତ୍ରି ରାତ୍ରି ଘ୭।୫ମି ରୁ ଘ୮।୪୩ମି ମଧ୍ୟେ।

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୯।୮।୫୧।୨୮,୨୧/୧୦ ଚନ୍ଦ୍ରରାଶି୧୧।୧୫।୪୪।୬୨୬/୧୨ ମଙ୍ଗଳରାଶି୭|୩|୪୫|୩୮-୧୭/୮ବୁଧରାଶି୮|୨୨|୪୩|୫୫-୨୦/୯ ବୃହସ୍ପତିରାଶି୬|୨୬|୮|୧-୧୬/୭ ଶୁକ୍ରରାଶି ୯|୧୨|୮|୫୫ -୨୨/୧୦ ଶନିରାଶି୮|୯|୪୬|୪୮-୧୯/୯ ରାହୁରାଶି୩|୨୦|୫୧|୩୦-୯/୪ କେତୁରାଶି୯| ୨୦|୫୧|୩୦-୨୨/୧୦।

ଆଜିରଲଗ୍ନ- ମକରଲଗ୍ନ ଘ୫|୪୭ମିରୁ ଆରମ୍ଭ।

ମକର ପ୍ରାତଃ ଘ୬|୨୬ମି କୁମ୍ଭଘ୭|୪୦ମି  ମୀନଘ୯|୧୬ମି ମେଷଘ୧୦|୫୦ମି ବୃଷଘ୧୨|୩୨ମି   ମିଥୁନଘ୨|୩୨ମି କର୍କଟଘ୪|୪୫ମି  ସିଂହ ଘ୬|୫୯ମି କନ୍ୟା ଘ୯|୭ମି ତୁଳା ଘ୧୧|୧୫ମି ବିଛା ଘ୧|୨୭ମି  ଧନୁଘ୩|୪୨ମି ମକର ଘ୫|୪୭ମି।

ଶୁଭକର୍ମ-

ଆଜି ଦିବାଘ୪।୪୦।୧୭ସେ ପରେ ପୁଂସବନ, ପ୍ରଥମ ଯୁବତୀସଂଭୋଗ, ଋଣଦାନ ଓ ଗ୍ରହଣ, ବିବାହ ପାଣିଗ୍ରହଣ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ସକାଳଘ୮।୮।୨୩ସେ,ମଧ୍ୟେ ଉତ୍ତରଭାଦ୍ରପଦ ନକ୍ଷତ୍ର ମୀନରାଶି ଓ ଶନି ମହାଦଶାରେ ଜନ୍ମ ପରେ ରେବତୀ ନକ୍ଷତ୍ର ମୀନରାଶି ଓ ବୁଧ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଉପରୋକ୍ତ ଲଗ୍ନ ସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!