ବିଛା ରାଶିର ଘାତଚନ୍ଦ୍ର । ବିଛା, ଧନୁ, ମୀନ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୨୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୨୩, ୨୦୧୮

ସୂର୍ଯ୍ୟଉଦୟ କୁମ୍ଭ ଦ୧|୨୩|୪୪   ଇଂ ପ୍ରାତଃ ଘ ୬|୧୧|୧୧ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସିଂହ ଦ୧|୫୬|୫୨     ଇଂ ସଂଧ୍ୟା ଘ ୫|୪୨|୨୬ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୧୧ଦିନ ରାଷ୍ଟ୍ରିୟ ଫାଲଗୁନମାସ ୪ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ଅଷ୍ଟମୀତିଥି ରାତ୍ର ଘଣ୍ଟା ୧୨।୪୩।୫୧ସେକେଣ୍ଡ୍,

କୃତ୍ତିକା ନକ୍ଷତ୍ର ଦିବା ଘଣ୍ଟା ୧୨।୪୩।୨ସେକେଣ୍ଡ୍, ବୃଷଚନ୍ଦ୍ର ଅହୋରାତ୍ର,

ଇନ୍ଦ୍ରଯୋଗ ସକାଳ ଘଣ୍ଟା ୬।୩୧।୩୨ସେକେଣ୍ଡ୍, କ୍ଷୟ ବୈଧୃତିଯୋଗ ରାତ୍ର ଘଣ୍ଟା ୩।୫୩ ମିନିଟ୍,

ବିଷ୍ଟିକରଣ ଦିବା ଘଣ୍ଟା ୧।୩୯।୩୧ସେକେଣ୍ଡ୍, ବବକରଣ ରାତ୍ର ଘଣ୍ଟା ୧୨।୪୩।୫୧ ସେକେଣ୍ଡ୍,

ରବ୍ୟଂଶଽ୧୦।୧୪।୩୨, ସୂକ୍ଷ୍ମଚନ୍ଦ୍ର ରାଶି ୧।୬।୧୨।୫୧,

ଦିନମାନ ଘଣ୍ଟା ୧୧।୩୧।୧୫ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୨୮।୪୫ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଐଶାନ୍ୟେ ରାତ୍ର ଘଣ୍ଟା ୧୨।୪୩।୫୧ସେକେଣ୍ଡ୍, ପରେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୧୨।୪୩।୫୧ସେକେଣ୍ଡ୍, ମଧ୍ୟେ ନଡ଼ିଆ ଓ ପରେ ଲାଉ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ –

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୫୭ମିନିଟ୍, ଦିବା ଘଣ୍ଟା ୭।୪୩ମିନିଟ୍ ରୁ ଘଣ୍ଟା ୧୦।୧ମିନିଟ୍, ଦିବା ଘଣ୍ଟା ୧୨।୨୦ମିନିଟ୍ ରୁ ଘଣ୍ଟା ୨।୩୮ମିନିଟ୍, ଦିବା ଘଣ୍ଟା ୪।୧୦ମିନିଟ୍ ରୁ ଘଣ୍ଟା ୫।୪୨ମିନିଟ୍, ରାତ୍ରି ଘଣ୍ଟା ୭।୨୨ମିନିଟ୍ ରୁ ଘଣ୍ଟା ୯।୨ମିନିଟ୍, ରାତ୍ରି ଘଣ୍ଟା ୨।୧ମିନିଟ୍ ରୁ ଘଣ୍ଟା ୩।୪୧ମିନିଟ୍ ମଧ୍ୟେ। ମାହେନ୍ଦ୍ର- ରାତ୍ରି ଘଣ୍ଟା ୯।୨ମିନିଟ୍ ରୁ ଘଣ୍ଟା ୯।୫୨ମିନିଟ୍, ରାତ୍ରି ଘଣ୍ଟା ୩।୪୧ମିନିଟ୍ ରୁ ଘଣ୍ଟା ୪।୩୧ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୨।୪୩।୨ସେକେଣ୍ଡ୍ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

 ବିଛା ରାଶିର ଘାତଚନ୍ଦ୍ର । ବିଛା, ଧନୁ, ମୀନ ରାଶିର ଘାତବାର।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୧୨।୪୩।୨ସେକେଣ୍ଡ୍ ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ ଓ ରଜଶ୍ଚକ୍ରେ ସନ୍ତାନହାନି। ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ଦିବା ଘଣ୍ଟା ୧୨।୪୩।୨ସେକେଣ୍ଡ୍ ମଧ୍ୟେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧୦।୩୨ମିନିଟ୍ ରୁ ଘଣ୍ଟା ୧୧।୫୯ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧୦।୩୩ମିନିଟ୍ ରୁ ଘଣ୍ଟା ୧୧।୫୯ମିନିଟ୍ ମଧ୍ୟେ । ବାରବେଳା- ସକାଳ ଘଣ୍ଟା ୯।୬ମିନିଟ୍ ରୁ ଘଣ୍ଟା ୧୦।୩୩ମିନିଟ୍ ମଧ୍ୟେ । କାଳରାତ୍ରି- ରାତ୍ରି ଘଣ୍ଟା ୮।୫୨ମିନିଟ୍ ରୁ ଘଣ୍ଟା ୧୦।୨୫ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୧୦।୧୪।୩୨-୨୪/୧୧, ଚନ୍ଦ୍ରରାଶି-୧।୬।୧୨।୫୧-୩/୨, ମଙ୍ଗଳରାଶି-୭|୨୨|୩୬|୫୮-୧୮/୮, ବୁଧରାଶି-୧୦|୧୪|୫୨|୩୩-୨୪/୧୧, ବୃହସ୍ପତି ରାଶି-୬|୨୮|୪୯|୪୯-୧୬/୭, ଶୁକ୍ରରାଶି-୧୦|୨୦|୫୯|୩୫-୨୫/୧୧, ଶନିରାଶି-୮|୧୨|୪୪| ୩୩-୧୯/୯, ରାହୁରାଶି-୩|୨୦|୫୫|୨୮-୯/୪, କେତୁରାଶି-୯|୨୦|୫୫|୨୮-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୫ଟା୩୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ୭ଟା ୧୪ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୮ ଟା୪୮ ମିନିଟ୍ ରୁ ମେଷଲଗ୍ନ ଆରମ୍ଭ। ୧୦ଟା ୩୦ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୧ଟା୫୫ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୨ଟା ୪୨ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୪ଟା ୫୬ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୭ଟା୫ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୯ଟା ୧୩ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୧ଟା ୨୫ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧ଟା ୩୯ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୩ଟା ୪୩ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୫ଟା ୩୪ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ ।

ଶୁଭକର୍ମ- 

ଆଜି ଋଣଦାନ ଓ ଗ୍ରହଣ, ଜଳାଶୟପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଧାନ୍ୟସ୍ଥାପନ ଆରମ୍ଭ କରିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!