ମେଷ / ବିଛା ରାଶିର ଘାତଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୨୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୨୨, ୨୦୧୮

ସୂର୍ଯ୍ୟଉଦୟ କୁମ୍ଭ ଦ୧|୨୫|୩୫   ଇଂ ପ୍ରାତଃ ଘ ୬|୧୧|୫୨ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ    ସିଂହ ଦ୧|୪୬|୪     ଇଂ ସଂଧ୍ୟା  ଘ ୫|୪୨|୦୧ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୧୦ଦିନ ରାଷ୍ଟ୍ରିୟ ଫାଲଗୁନମାସ ୩ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ସପ୍ତମୀତିଥି ରାତ୍ର ଘଣ୍ଟା ୨।୨୯।୧୫ସେକେଣ୍ଡ୍,

ଦ୍ଵିଜା ନକ୍ଷତ୍ର ଦିବା ଘଣ୍ଟା ୧।୩୪।୩୦ସେକେଣ୍ଡ୍, ମେଷଚନ୍ଦ୍ର ରାତ୍ର ଘଣ୍ଟା ୭।୨୪ମିନିଟ୍

ବ୍ରହ୍ମଯୋଗ ସକାଳ ଘଣ୍ଟା ୮।୫୨।୨୨ସେକେଣ୍ଡ୍,

ଗରକରଣ ଦିବାଘଣ୍ଟା୩।୧୩।୫ସେକେଣ୍ଡ୍, ବାଣିଜ୍ୟକରଣ ରାତ୍ରଘଣ୍ଟା୨।୨୯।୧୫ ସେକେଣ୍ଡ୍,

ରବ୍ୟଂଶଽ୯।୧୪।୮, ସୂକ୍ଷ୍ମଚନ୍ଦ୍ର ରାଶି ୦।୨୨।୨୭।୫୨,

ଦିନମାନ ଘଣ୍ଟା ୧୧।୩୦।୯ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୨୯।୫୧ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ ରାତ୍ର ଘଣ୍ଟା ୨।୨୯।୧୫ସେକେଣ୍ଡ୍, ପରେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୨।୨୯।୧୫ସେକେଣ୍ଡ୍, ମଧ୍ୟେ ତାଳ ଓ ପରେ ନଡ଼ିଆ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ –

ଅମୃତବେଳା- ରାତ୍ରି ଘଣ୍ଟା୨।୫୨ମିନିଟ୍ ରୁ ଘଣ୍ଟା୩।୪୨ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟ ଉଦୟରୁ ସକାଳ ଘଣ୍ଟା୭।୪୪ମିନିଟ୍, ଦିବା ଘଣ୍ଟା୧୦।୪୮ମିନିଟ୍ ରୁ ଘଣ୍ଟା୧।୬ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି  ଓ ରାତ୍ର ଘଣ୍ଟା ୭।୨୪ମିନିଟ୍  ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା୧।୩୪।୩୦ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମେଷ ରାଶିର ଘାତଚନ୍ଦ୍ର । ରାତ୍ର ଘଣ୍ଟା ୭।୨୪ମିନିଟ୍  ଗତେ ବିଛା ରାଶିର ଘାତଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୧।୩୪।୩୦ସେକେଣ୍ଡ୍ ମଧ୍ୟେ ଦଶମାସ ଗଣ୍ଡଦୋଷ ପରେ ସମ୍ବତ୍ସର ଗଣ୍ଡଦୋଷ ଯୋଗେ ହଳଦିଆ ଲୁଗା ସହ ତିଳ କାଞ୍ଚନ ଦାନ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।  ରଜଶ୍ଚକ୍ରେ ବ୍ୟଭିଚାରିଣୀ ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ଏକପାଦ ତିଥିଦୋଷ  ପରେ ଦିବା ଘଣ୍ଟା ୧।୩୪।୩୦ସେକେଣ୍ଡ୍ ଗତେ ଦ୍ଵିପାଦ ତିଥି ଓ ନକ୍ଷତ୍ରଦୋଷ ପୁନଶ୍ଚ ରାତ୍ର ଘଣ୍ଟା ୨।୨୯ମିନିଟ୍ ଗତେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧।୨୫ମିନିଟ୍ ରୁ ଘଣ୍ଟା ୨।୫୧ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୨।୫୨ମିନିଟ୍ ରୁ ଘଣ୍ଟା ୪।୧୮ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୪।୧୮ମିନିଟ୍ ରୁ ଘଣ୍ଟା ୫।୪୪ମିନିଟ୍ ମଧ୍ୟେ । କାଳରାତ୍ରି- ରାତ୍ରି ଘଣ୍ଟା ୧୧।୫୯ମିନିଟ୍ ରୁ ଘଣ୍ଟା ୧।୩୨ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୯।୧୪।୮-୨୪/୧୧,ଚନ୍ଦ୍ରରାଶି-୦।୨୨।୨୭।୫୨-୨/୧, ମଙ୍ଗଳରାଶି-୭|୨୨|୧|୪-୧୮/୮, ବୁଧରାଶି-୧୦|୧୩|୦|୧୨-୨୪/୧୧, ବୃହସ୍ପତି ରାଶି-୬|୨୮|୪୭|୭-୧୬/୭, ଶୁକ୍ରରାଶି-୧୦|୧୯|୪୪|୪୦-୨୪/୧୧, ଶନିରାଶି-୮|୧୨|୩୯|୪୨-୧୯/୯, ରାହୁରାଶି-୩|୨୦|୫୪|୪୪-୯/୪, କେତୁରାଶି-୯|୨୦|୫୪|୪୪-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୫ଟା୩୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ୭ଟା ୧୮ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୮ ଟା୫୨ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୧୦ଟା ୩୪ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୧ଟା୫୯ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୨ଟା ୪୬ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୫ଟା ୦ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୭ଟା୯ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୯ଟା ୧୭ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୧ଟା ୨୯ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧ଟା ୪୩ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୩ଟା ୪୭ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୫ଟା ୩୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ ।

ଶୁଭକର୍ମ- 

ଆଜି ଔଷଧ କରଣ ଓ ସେବନ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା୧।୩୪।୩୦ସେକେଣ୍ଡ୍ ମଧ୍ୟେ ଦ୍ଵିଜା ନକ୍ଷତ୍ର ମେଷରାଶି ଓ ଶୁକ୍ର ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଦିବା ଘଣ୍ଟା୧।୩୪।୩୦ସେକେଣ୍ଡ୍ ପରେ ରାତ୍ର ଘଣ୍ଟା୭।୨୪ମିନିଟ୍ ମଧ୍ୟେ କୃତ୍ତିକା ନକ୍ଷତ୍ର ମେଷ ରାଶି ଓ ରବି ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ରାତ୍ର ଘଣ୍ଟା୭।୨୪ମିନିଟ୍ ପରେ କୃତ୍ତିକା ନକ୍ଷତ୍ର ବୃଷ ରାଶି ଓ ରବି ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!