ମେଷ ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୨୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୨୧, ୨୦୧୮

ଆଜି ଶ୍ରୀମାଙ୍କ ଜୟନ୍ତୀ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୧|୭|୨୭    ଇଂ ପ୍ରାତଃ ଘ ୬|୧୨|୩୧ସେ

ସୂର୍ଯ୍ୟାସ୍ତ ସିଂହ ଦ୧|୩୫|୧୨     ଇଂ ସଂଧ୍ୟା ଘ ୫|୪୧|୩୫ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୯ଦିନ ରାଷ୍ଟ୍ରିୟ ଫାଲଗୁନମାସ ୨ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ଷଷ୍ଠୀତିଥି ରାତ୍ର ଘଣ୍ଟା ୩।୫୦।୩୪ସେକେଣ୍ଡ୍,

ଅଶ୍ଵିନୀ ନକ୍ଷତ୍ର ଦିବା ଘଣ୍ଟା ୨।୧।୩୦ସେକେଣ୍ଡ୍, ମେଷଚନ୍ଦ୍ର ଅହୋରାତ୍ର,

ଶୁକ୍ଲଯୋଗ ଦିବା ଘଣ୍ଟା ୧୦।୫୩।୧୭ସେକେଣ୍ଡ୍,

କୌଳବକରଣ ଦିବା ଘଣ୍ଟା ୪।୨୧।୪୭ସେକେଣ୍ଡ୍, ତୈତିଳକରଣ ରାତ୍ର ଘଣ୍ଟା ୩।୫୦।୩୪ସେକେଣ୍ଡ୍,

ରବ୍ୟଂଶଽ୮।୧୩।୪୩, ସୂକ୍ଷ୍ମଚନ୍ଦ୍ର ରାଶି ୦।୮।୫୭।୩୬,

ଦିନମାନ ଘଣ୍ଟା ୧୧।୨୯।୪ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୩୦।୫୬ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ରାତ୍ର ଘଣ୍ଟା ୩।୫୦।୩୪ସେକେଣ୍ଡ୍, ପରେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୩।୫୦।୩୪ସେକେଣ୍ଡ୍, ମଧ୍ୟେ ନିମ୍ବ ଓ ପରେ ତାଳ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ –

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୪୫ମିନିଟ୍, ଦିବା ଘଣ୍ଟା ୧୦।୩ମିନିଟ୍ ରୁ ଘଣ୍ଟା ୧୧।୩୫ମିନିଟ୍, ଦିବା ଘଣ୍ଟା୩।୨୪ମିନିଟ୍ ରୁ ଘଣ୍ଟା ୪।୫୬ମିନିଟ୍, ସଂଧ୍ୟା ଘଣ୍ଟା ୬।୩୨ ମିନିଟ୍ ରୁ ଘଣ୍ଟା ୯।୨ମିନିଟ୍, ରାତ୍ରି ଘଣ୍ଟା ୨।୩ମିନିଟ୍ ରୁ ସକାଳ ଘଣ୍ଟା ୬।୧୩ମିନିଟ୍  ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୧।୫୨ମିନିଟ୍ ରୁ ଘଣ୍ଟା ୩।୨୪ମିନିଟ୍, ରାତ୍ର ଘଣ୍ଟା ୯।୨ମିନିଟ୍ ରୁ ଘଣ୍ଟା ୧୦।୪୨ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୨।୧।୩୦ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମେଷ ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୨।୧।୩୦ସେକେଣ୍ଡ୍ ଗତେ ଦଶମାସ ଗଣ୍ଡଦୋଷ ଯୋଗେ ସବୁଜ ବସ୍ତ୍ର, ତିଳ କାଞ୍ଚନ ଦାନ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। ରଜଶ୍ଚକ୍ରେ ମନଚଞ୍ଚଳ ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ରାତ୍ର ଘଣ୍ଟା ୩।୫୦।୩୪ସେକେଣ୍ଡ୍  ଗତେ ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଓ ବାରବେଳା- ଦିବା ଘଣ୍ଟା ୧୧।୫୯ମିନିଟ୍ ରୁ ଘଣ୍ଟା ୧।୨୫ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା୯।୭ମିନିଟ୍ ରୁ ଘଣ୍ଟା ୧୦।୩୩ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୩।୭ମିନିଟ୍ ରୁ ଘଣ୍ଟା ୪।୪୦ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୮।୧୩।୪୩-୨୪/୧୧, ଚନ୍ଦ୍ରରାଶି-୦।୮।୫୭।୩୬ -୧/୧, ମଙ୍ଗଳରାଶି-୭|୨୦|୨୫|୮-୧୮/୮, ବୁଧରାଶି-୧୦|୧୧|୮|୨୭-୨୪/୧୧, ବୃହସ୍ପତି ରାଶି-୬|୨୮|୪୪|୧୩-୧୬/୭, ଶୁକ୍ରରାଶି-୧୦|୧୮|୨୯|୪୩-୨୪/୧୧, ଶନିରାଶି-୮|୧୨|୩୪|୪୭-୧୯/୯, ରାହୁରାଶି-୩|୨୦|୫୬|୨୦-୯/୪, କେତୁରାଶି-୯|୨୦|୫୬|୨୦-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୫ଟା୪୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ୭ଟା ୨୨ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୮ ଟା୫୬ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୧୦ଟା ୩୮ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୨ଟା ୩ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୨ଟା ୫୦ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୫ଟା ୪ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୭ଟା୧୩ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୯ଟା ୨୧ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୧ଟା ୩୩ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧ଟା ୪୭ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୩ଟା ୫୩ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୫ଟା ୪୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି ଅଶ୍ଵିନୀନକ୍ଷତ୍ରେ ଦିବା ଘଣ୍ଟା୨।୧।୩୦ସେକେଣ୍ଡ୍ ମଧ୍ୟେ ବ୍ରତୋପନୟନ, କ୍ରୟବିକ୍ରୟ, କର୍ଣ୍ଣଭେଦ, ଜଳାଶୟପ୍ରତିଷ୍ଠା, ଦେବତାପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଧାନ୍ୟସ୍ଥାପନ ଆଦି ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା୨।୧।୩୦ସେକେଣ୍ଡ୍ ମଧ୍ୟେ ଅଶ୍ଵିନୀ ନକ୍ଷତ୍ର ମେଷରାଶି ଓ କେତୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଦିବା ଘଣ୍ଟା୨।୧।୩୦ସେକେଣ୍ଡ୍ ପରେ ଦ୍ଵିଜା ନକ୍ଷତ୍ର ମେଷ ରାଶି ଓ ଶୁକ୍ର ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!