ଦୈନିକ ପାଞ୍ଜି: ଜୁଲାଇ ୨୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୨୦, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ୫।୧୮।୨୬ସେ   ଚନ୍ଦ୍ରୋଦୟ ଦିଘ୧୨।୧୪ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ୬।୨୧।୧୧ସେ       ଚନ୍ଦ୍ରାସ୍ତ ରାଘ୧୨।୧୨ମି.

ଉଡ୍ରାବ୍ଦ ୧୪୨୫ସାଲ କର୍କଟ ୪ ଦିନ ରାଷ୍ଟ୍ରିୟ ଆଷାଢ ୨୯ଦିନ ଶୁକ୍ରବାର

ଚାନ୍ଦ୍ରମାନ – ଆଷାଢ଼ମାସ ଶୁକ୍ଳପକ୍ଷ, ଅଷ୍ଟମୀତିଥୀ ଦିବାଘ୧।୧୯।୫୧,

ଚିତ୍ରାନକ୍ଷତ୍ର ସକାଳଘ୮।୯।୫୪ ତୁଳାଚନ୍ଦ୍ର ଅହୋରାତ୍ର, ସିଦ୍ଧଯୋଗ ସକାଳଘ୮।୧୭।୪୩,

ବବକରଣ ଦିଘ୧।୧୯।୫୧, ବାଳବକରଣ ରାଘ୧।୨୮।୧୯

ରବ୍ୟଂଶଽ ୩।୮।୩୯, ସୂକ୍ଷ୍ମଚନ୍ଦ୍ର ରା୬।୫।୭।୨

ଦିନମାନ ଘ୧୩।୨।୪୪, ରାତ୍ରମାନ ଘ୧୦।୫୭।୧୬

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଐଶାନ୍ୟେ ଦିଘ୧।୧୯ମି ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିଘ୧।୧୯ମି ମଧ୍ୟେ ନଡିଆ ଓ ପରେ ଲାଉ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ଘ୬-୧୧ମି, ଦିଘ୭-୩ମି ରୁ ଘ୯-୪୦ମି, ଦିଘ୧୨।୧୬ମି ରୁ ଘ୨।୫୨ମି, ଦିଘ ୪।୩୭ ମି ରୁ ସଂଧ୍ୟା ଘ୬।୨୧ମି, ରାଘ୭-୪୯ମି ରୁ ଘ୯-୧୬ମି, ରାଘ୧।୪୦ମି ରୁ ଘ୩।୭ମି, ମାହେନ୍ଦ୍ର ରାଘ୯-୧୬ ମି ରୁ ଘ୧୦-୦୦ମି, ରାଘ୩-୭ମି ରୁ ଘ୩-୫୧ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

 ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।  

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଘ୮।୯।୫୪ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ବିଚ୍ଛା/ଧନୁ/ମୀନ ରାଶିର ଘାତବାର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ-ବିପୁତ୍ରା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ନବମୀର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ- ଦିଘ୧୦।୧୩ମି ରୁ ଘ୧୧।୫୧ମି, ବାରବେଳା ଓ କାଳବେଳା- ସଘ୮।୩୬ମି ରୁ ଘ୧୧।୫୨ମି, କାଳରାତ୍ରି- ରାଘ୯।୮ମି ରୁ ଘ୧୦।୩୦ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୩।୩।୮।୩୯, ଚ୬।୫।୭।୨, ମ୯।୧୧।୫୯।୪୮, ବୁ୩।୨୭।୪୮।୧୯, ବୃ୬।୧୯।୨୩।୧୨, ଶୁ୪।୧୬।୫୦।୦, ଶ୮।୧୦।୮।୪୬, ରା୩।୧୧।୪୩।୪୦, କେ୯।୧୧।୪୩।୪୦।

ଉଦୟଲଗ୍ନ-

ପ୍ରାତଃ ଘ୫।୧ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୭।୧୯ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୯।୨୮ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୩୫ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୪୭ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୪।୨ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୬।୮ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୭।୫୬ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୯।୩୨ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୧।୬ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୪୯ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୨।୪୮ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ପ୍ରାତଃ ଘ୫।୧ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ଦୀକ୍ଷା ଗ୍ରହଣ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଖଡ୍ଗଧାରଣ, ଋଣଦାନ ଓ ଗ୍ରହଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘ୮।୯।୫୪ ସେକେଣ୍ଡ ମଧ୍ୟେ ଚିତ୍ରାନକ୍ଷତ୍ର ତୁଳାରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି। ସକାଳ ଘ୮।୯।୫୪ ସେକେଣ୍ଡ ପରେ ସ୍ଵାତୀନକ୍ଷତ୍ର ତୁଳାରାଶି ରାହୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!