ଧନୁ / ମେଷ ରାଶିର ଘାତଚନ୍ଦ୍ର। ମକର ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୨୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୨୦, ୨୦୧୮

ସୂର୍ଯ୍ୟଉଦୟ କୁମ୍ଭ ଦ୦|୫୧|୧୭   ଇଂ ପ୍ରାତଃ ଘ ୬|୧୩|୧୧ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ    ସିଂହ ଦ୧|୨୪|୧୭   ଇଂ ସଂଧ୍ୟା ଘ ୫|୪୧|୦୯ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୮ଦିନ ରାଷ୍ଟ୍ରିୟ ଫାଲଗୁନମାସ ୧ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ପଞ୍ଚମୀତିଥି ରାତ୍ର ଘଣ୍ଟା ୪।୪୬।୨୩ସେକେଣ୍ଡ୍,

ରେବତୀ ନକ୍ଷତ୍ର ଦିବା ଘଣ୍ଟା୨।୨।୫୮ସେକେଣ୍ଡ୍, ମୀନଚନ୍ଦ୍ର ଦିବା ଘଣ୍ଟା ୨।୨।୫୮ ସେକେଣ୍ଡ୍,

ଶୁଭଯୋଗ ଦିବା ଘଣ୍ଟା ୧୨।୩୩।୩୫ସେକେଣ୍ଡ୍,

ବବକରଣ ସଂଧ୍ୟାଘଣ୍ଟା୫।୪।୨୫ସେକେଣ୍ଡ୍, ବାଳବକରଣ ରାତ୍ରଘଣ୍ଟା ୪।୪୬।୨୩ସେକେଣ୍ଡ୍,

ରବ୍ୟଂଶଽ୭।୧୩।୧୬, ସୂକ୍ଷ୍ମଚନ୍ଦ୍ର ରାଶି ୧୧।୨୫।୪୧।୫୧,

ଦିନମାନ ଘଣ୍ଟା ୧୧।୨୭।୫୯ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୩୨।୧ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ରାତ୍ର ଘଣ୍ଟା ୪।୪୬।୨୩ସେକେଣ୍ଡ୍, ପରେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୪।୪୬।୨୩ସେକେଣ୍ଡ୍, ମଧ୍ୟେ ବେଲ ଓ ପଣସ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ –

ଅମୃତବେଳା- ସକାଳ ଘଣ୍ଟା ୮।୩୧ମିନିଟ୍ ରୁ ଘଣ୍ଟା ୧୦।୪୮ମିନିଟ୍, ଦିବା ଘଣ୍ଟା ୧।୬ମିନିଟ୍ ରୁ ଘଣ୍ଟା୨।୩୮ମିନିଟ୍, ଦିବା ଘଣ୍ଟା ୩।୨୩ମିନିଟ୍ ରୁ ଘଣ୍ଟା୪।୫୫ମିନିଟ୍, ସୂର୍ଯ୍ୟାସ୍ତରୁ ସଂଧ୍ୟା ଘଣ୍ଟା୬।୩୧ମିନିଟ୍, ରାତ୍ରି ଘଣ୍ଟା୯।୨ମିନିଟ୍ ରୁ ଘଣ୍ଟା୧୧।୩୨ମିନିଟ୍, ରାତ୍ରି ଘଣ୍ଟା ୨।୨ମିନିଟ୍ ରୁ ଘଣ୍ଟା ୩।୪୩ମିନିଟ୍  ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା ୨।୨।୫୮ସେକେଣ୍ଡ୍, ଗତେ ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୨।୨।୫୮ସେକେଣ୍ଡ୍ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।                                      

ଘାତଚନ୍ଦ୍ର ଓ ଘାତବାର-

ଧନୁ ରାଶିର ଘାତଚନ୍ଦ୍ର। ଘଣ୍ଟା ୨।୨।୫୮ସେକେଣ୍ଡ୍ ଗତେ ମେଷ ରାଶିର ଘାତଚନ୍ଦ୍ର।

ମକର ରାଶିର ଘାତବାର।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ରୋଗିଣୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୨।୫୧ମିନିଟ୍ ରୁ ଘଣ୍ଟା ୪।୧୭ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧।୨୫ମିନିଟ୍ ରୁ ଘଣ୍ଟା ୨।୫୧ମିନିଟ୍ ମଧ୍ୟେ। ବାରବେଳା- ସକାଳ ଘଣ୍ଟା ୭।୪୧ମିନିଟ୍ ରୁ ଘଣ୍ଟା ୯।୭ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୭।୧୭ମିନିଟ୍ ରୁ ଘଣ୍ଟା ୮।୫୧ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୭।୧୩।୧୬-୨୪/୧୧, ଚନ୍ଦ୍ରରାଶି-୧୧।୨୫।୪୧।୫୧ -୨୭/୧୨, ମଙ୍ଗଳରାଶି-୭|୨୦|୪୯|୯-୧୮/୮, ବୁଧରାଶି-୧୦|୯|୧୭|୨୩-୨୪/୧୧, ବୃହସ୍ପତି ରାଶି-୬|୨୮|୪୧|୯-୧୬/୭, ଶୁକ୍ରରାଶି-୧୦|୧୭|୧୪|୪୫-୨୪/୧୧, ଶନିରାଶି-୮|୧୨|୨୯|୪୮-୧୯/୯, ରାହୁରାଶି-୩|୨୦|୫୬|୩୩-୯/୪, କେତୁରାଶି-୯|୨୦|୫୬|୩୩-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୫ଟା୪୬ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ୭ଟା ୨୬ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୯ଟା୦ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୧୦ଟା ୪୪ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୨ଟା ୪୪ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୨ଟା ୫୪ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୫ଟା ୮ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୭ଟା୧୭ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୯ଟା ୨୫ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୧ଟା ୩୭ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧ଟା ୫୧ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୩ଟା ୫୭ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୫ଟା ୪୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ ।

ଶୁଭକର୍ମ- 

ଆଜି କିଛି ଶୁଭକର୍ମ ନ କରିବା ଭଲ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା୨।୨।୫୮ସେକେଣ୍ଡ୍ ମଧ୍ୟେ ରେବତୀ ନକ୍ଷତ୍ର ମୀନ ରାଶି ଓ ବୁଧ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଦିବା ଘଣ୍ଟା୨।୨।୫୮ସେକେଣ୍ଡ୍ ପରେ ଅଶ୍ଵିନୀ ନକ୍ଷତ୍ର ମେଷ ରାଶି ଓ କେତୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!