କର୍କଟ ରାଶିର ଘାତଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର। ସର୍ବତ୍ର ରଙ୍ଗହୋଲି ଖେଳ। ଆଜିର ପାଞ୍ଜି: ମାର୍ଚ୍ଚ ୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୨, ୨୦୧୮

ସର୍ବତ୍ର ରଙ୍ଗହୋଲି ଖେଳ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୨|୨୦|୨୩ ଇଂ ପ୍ରାତଃ ଘ ୬|୬|୬ସେ

ସୂର୍ଯ୍ୟାସ୍ତ ସିଂହ ଦ୩|୧୧|୨୭   ଇଂ ସଂଧ୍ୟାଘ ୫|୪୫|୭ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୧୮ଦିନ ରାଷ୍ଟ୍ରିୟ ଫାଲଗୁନମାସ ୧୧ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ପ୍ରତିପଦତିଥି ନିଶାନ୍ତ ଘଣ୍ଟା ୪।୫।୯ସେକେଣ୍ଡ୍,

ପୂର୍ବଫାଲଗୁନୀ ନକ୍ଷତ୍ର ରାତ୍ରଘଣ୍ଟା୧୦।୭।୪୮ସେକେଣ୍ଡ୍, ସିଂହଚନ୍ଦ୍ର ରାତ୍ରଘଣ୍ଟା ୩।୪୭ମିନିଟ,

ଧୃତିଯୋଗ ରାତ୍ର ଘଣ୍ଟା ୧।୨୨।୪୬ସେକେଣ୍ଡ୍,

ବବକରଣ ସକାଳ ଘଣ୍ଟା୬।୨୧।୨୩ସେକେଣ୍ଡ୍, ବାଳବକରଣ ସଂଧ୍ୟାଘଣ୍ଟା ୫।୧୦ମିନିଟ,

କ୍ଷୟ କୌଳବକରଣ ନିଶାନ୍ତ ଘଣ୍ଟା ୪।୫।୯ସେକେଣ୍ଡ୍,

ରବ୍ୟଂଶଽ୧୭।୧୬।୨୯, ସୂକ୍ଷ୍ମଚନ୍ଦ୍ର ରାଶି ୪।୧୭।୭।୨୫,

ଦିନମାନ ଘଣ୍ଟା ୧୧।୩୯।୨ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୨୦।୫୮ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ ନିଶାନ୍ତ ଘଣ୍ଟା ୪।୫।୯ସେକେଣ୍ଡ୍, ପରେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ନିଶାନ୍ତ ଘଣ୍ଟା ୪।୫।୯ସେକେଣ୍ଡ୍, ମଧ୍ୟେ ପାଣିକଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୬।୫୩ମିନିଟ୍, ଘଣ୍ଟା ୭।୩୯ମିନିଟ୍ ରୁ ଘଣ୍ଟା ୯।୫୯ମିନିଟ୍, ଦିବା ଘଣ୍ଟା ୧୨।୧୯ମିନିଟ୍ ରୁ ଘଣ୍ଟା ୨।୩୯ମିନିଟ୍, ଦିବା ଘଣ୍ଟା ୪।୧୨ମିନିଟ୍ ରୁ ଘଣ୍ଟା ୫।୪୫ମିନିଟ୍, ରାତ୍ର ଘଣ୍ଟା ୭।୨୪ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍, ରାତ୍ର ଘଣ୍ଟା ୧।୫୯ମିନିଟ୍ ରୁ ଘଣ୍ଟା ୩।୩୮ମିନିଟ୍ ମଧ୍ୟେ। ମାହେନ୍ଦ୍ର- ରାତ୍ର ଘଣ୍ଟା ୯।୩ମିନିଟ୍ ରୁ ଘଣ୍ଟା ୯।୫୨ମିନିଟ୍, ରାତ୍ର ଘଣ୍ଟା ୩।୩୮ମିନିଟ୍ ରୁ ଘଣ୍ଟା ୪।୨୭ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ର ଘଣ୍ଟା ୩।୪୭।୦ସେକେଣ୍ଡ୍ ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୦।୭।୪୮ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କର୍କଟ ରାଶିର ଘାତଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୧୦।୭।୪୮ସେକେଣ୍ଡ୍ ମଧ୍ୟେ ସାତମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ପରରତା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ରାତ୍ର ଘଣ୍ଟା ୧୦।୭।୪୮ସେକେଣ୍ଡ୍ ଗତେ ଏକପାଦ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ-ଓ କାଳବେଳା- ଦିବା ଘଣ୍ଟା ୧୦।୩୦ମିନିଟ୍ ରୁ ଘଣ୍ଟା ୧୧।୫୭ମିନିଟ୍ ମଧ୍ୟେ । ବାରବେଳା- ସକାଳ ଘଣ୍ଟା ୯।୩ମିନିଟ୍ ରୁ ଘଣ୍ଟା ୧୦।୩୦ମିନିଟ୍ ମଧ୍ୟେ । କାଳରାତ୍ରି- ରାତ୍ରି ଘଣ୍ଟା ୮।୫୨ମିନିଟ୍ ରୁ ଘଣ୍ଟା ୧୦।୨୫ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୧୭।୧୬।୨୯-୨୪/୧୧, ଚନ୍ଦ୍ରରାଶି-୪।୧୭।୭।୨୫-୧୧/୫, ମଙ୍ଗଳରାଶି-୭|୨୬|୪୬|୪୪-୧୮/୮, ବୁଧରାଶି-୧୦|୨୮|୫|୨୧-୨୫/୧୧, ବୃହସ୍ପତି ରାଶି-୬|୨୯|୩|୪୩-୧୬/୭, ଶୁକ୍ରରାଶି-୧୦|୨୯|୪୩|୨୮-୨୫/୧୧, ଶନିରାଶି-୮|୧୩|୧୬|୨୭-୧୯/୯, ରାହୁରାଶି-୩|୨୦|୪୮|୫୬-୯/୪, କେତୁରାଶି-୯|୨୦|୪୮|୫୬-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ଘଣ୍ଟା ୫|୭ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ମୀନ ଘଣ୍ଟା ୬|୪୭ମିନିଟ୍, ମେଷ ଘଣ୍ଟା ୮|୨୦ମିନିଟ୍, ବୃଷ ଘଣ୍ଟା ୧୦|୩ମିନିଟ୍, ମିଥୁନ ଘଣ୍ଟା ୧୨|୩ମିନିଟ୍, କର୍କଟ ଘଣ୍ଟା ୨|୧୫ମିନିଟ୍, ସିଂହ ଘଣ୍ଟା ୪|୨୯ମିନିଟ୍, କନ୍ୟା ଘଣ୍ଟା ୬|୩୮ମିନିଟ୍,ତୁଳା ଘଣ୍ଟା ୮|୪୬ମିନିଟ୍, ବିଛା ଘଣ୍ଟା ୧୦|୫୮ମିନିଟ୍, ଧନୁ ଘଣ୍ଟା ୧|୧୨ମିନିଟ୍, ମକର ଘଣ୍ଟା ୩|୧୮ମିନିଟ୍, କୁମ୍ଭ ଘଣ୍ଟା ୫|୭ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ନାସ୍ତି।  

ଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ରଘଣ୍ଟା୧୦।୭।୪୮ସେକେଣ୍ଡ୍ ମଧ୍ୟେ ପୂର୍ବଫାଲଗୁନୀ ନକ୍ଷତ୍ର ସିଂହ ରାଶି ଓ ଶୁକ୍ର ମହାଦଶାରେ ଜନ୍ମ। ରାତ୍ରଘଣ୍ଟା୧୦।୭।୪୮ସେକେଣ୍ଡ୍ ପରେ ରାତ୍ରଘଣ୍ଟା ୩।୪୭ମିନିଟ ମଧ୍ୟେ ଉତ୍ତରା ଫାଲଗୁନୀ ନକ୍ଷତ୍ର ସିଂହରାଶି ଓ ରବି ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!