କର୍କଟ ରାଶିର ଘାତଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୨, ୨୦୧୮

ସୂର୍ଯ୍ୟଉଦୟ ମକର ଦ୨|୫୪|୬ ଇଂ ପ୍ରାତଃ ଘ୬|୨୨|୧୨ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କର୍କଟ ଦ୩|୩୭|୩୫   ଇଂ ସଂଧ୍ୟା ଘ୫|୩୧|୫୯ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୨୦ ଦିନ ରାଷ୍ଟ୍ରିୟ ମାଘମାସ ୧୩ ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ଦ୍ଵିତୀୟାତିଥି ଦିବା ଘ୧୨।୫୪।୭ସେ,

ମଘା ନକ୍ଷତ୍ର ଦିବା ଘ୧୨।୫୯।୨ସେ, ସିଂହଚନ୍ଦ୍ର ଅହୋରାତ୍ର,

ଶୋଭନଯୋଗ ରାତ୍ରି ଘ୭।୧୫।୪୮ସେ,

ଗରକରଣ ଦିବା ଘ୧୨।୫୪।୭ସେ, ବାଣିଜ୍ୟକରଣ ରାତ୍ରି ଘ୧୧।୪୦।୦ସେ,

ରବ୍ୟଂଶଽ୧୯।୧।୨, ସୂକ୍ଷ୍ମଚନ୍ଦ୍ର ରାଶି ୪।୯।୨୦।୧,

ଦିନମାନ ଘ୧୧।୯।୪୭ସେ, ନିଶାମାନ ଘ୧୨।୫୦।୧୩ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ଦିବା ଘ୧୨।୫୪।୭ସେ, ପରେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବା ଘ୧୨।୫୪।୭ସେ, ମଧ୍ୟେ ବୋଇତିକଖାରୁ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା- ସୂର୍ଯ୍ୟଦୟରୁ ସକାଳ ଘ୭।୭ମି, ଦିବା ଘ୭।୫୧ମି ରୁ ଘ୧୦।୫ମି, ଦିଘ୧୨।୧୯ମି ରୁ ଘ୨।୩୩ମି, ଦିଘ୪।୩ମି ରୁ ଘ୫।୩୨ମି, ରାତ୍ରି ଘ୭।୧୫ମି ରୁ ଘ୮।୫୭ମି, ରାଘ୨।୫ମି ରୁ ଘ୩।୪୮ମି ମଧ୍ୟେ। ମାହେନ୍ଦ୍ର- ରାତ୍ରି ଘ୮।୫୭ମି ରୁ ଘ୯।୪୯ମି, ରାଘ୩।୪୮ମି ରୁ ଘ୪।୩୯ମି ମଧ୍ୟେ।  

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।   

ତାରାଶୁଦ୍ଧି-

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘ୧୨।୫୯।୨ସେ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଆହୁରି ପଢନ୍ତୁ: ବାସ୍ତୁ ଦୋଷ ଖଣ୍ଡନ ପାଇଁ କରନ୍ତୁ ଦଶଟି ଉପାୟ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଘାତଚନ୍ଦ୍ର ଓ ଘାତବାର-

କର୍କଟ ରାଶିର ଘାତଚନ୍ଦ୍ର। ବିଛା, ଧନୁ, ମୀନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘ୧୨।୫୯।୨ସେ ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ ପରେ ସାତମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ଦୁଃଖଭୋଗିନୀ।  ପ୍ରତିକାର କରଣୀୟ।  

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଏବଂ ତୃତୀୟାର ପାର୍ବଣଶ୍ରାଦ୍ଧ ହେବ।  

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘ୧୨।୫୪ମି ମଧ୍ୟେ ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ

ଅଶୁଭ ସମୟ-

ରାହୁକାଳ- ଓ କାଳବେଳା-ଦିବାଘ୧୦।୩୬ମି ରୁ ଘ୧୧।୫୯ମି ମଧ୍ୟେ । ବାରବେଳା- ଦିବାଘ୯।୧୨ମି ରୁ ଘ୧୦।୩୬ମି ମଧ୍ୟେ । କାଳରାତ୍ରି- ରାତ୍ରିଘ୮।୪୭ମି ରୁ ଘ୧୦।୨୩ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୧୯।୧।୨-୨୨/୧୦, ଚନ୍ଦ୍ରରାଶି-୪।୯।୨୦।୧-୧୦/୫, ମଙ୍ଗଳରାଶି-୭|୯|୫୪| ୧୪-୧୭/୮, ବୁଧରାଶି-୯|୮|୧୫|୧୫-୨୧/୧୦, ବୃହସ୍ପତିରାଶି-୬|୨୭|୧୬|୪୪-୧୬/୭, ଶୁକ୍ରରାଶି-୯|୨୪|୪୨|୧୬-୨୩/୧୦, ଶନିରାଶି-୮|୧୦|୪୯|୩୬-୧୯/୯, ରାହୁରାଶି-୩|୨୦|୫୩|୫୮-୯/୪, କେତୁରାଶି-୯|୨୦|୫୩|୫୮-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ଘ୫|୮ ମି ରୁ ମକର ଲଗ୍ନ ଆରମ୍ଭ। କୁମ୍ଭ ଲଗ୍ନ ଘ୭|୧ ମି ରୁ ଆରମ୍ଭ।   

ମକର ପ୍ରାତଃ ଘ୬|୨୪ମି, କୁମ୍ଭଘ୭|୧ମି, ମୀନଘ୮|୩୭ମି, ମେଷଘ୧୦|୧୦ମି, ବୃଷଘ୧୧|୫୩ମି,   ମିଥୁନଘ୧|୫୩ମି, କର୍କଟଘ୪|୫ମି, ସିଂହ ଘ୬|୧୯ମି, କନ୍ୟା ଘ୮|୨୮ମି, ତୁଳା ଘ୧୦|୩୬ମି, ବିଛା ଘ୧୨|୪୮ମି, ଧନୁଘ୩|୨ମି, ମକର ଘ୫|୮ମି ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି ଖଡ୍ଗଧାରଣ, କ୍ରୟବିକ୍ରୟ, ଜଳାଶୟପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଔଷଧସେବନ, ବିହନବୁଣା, କୋର୍ଟବିବାହ କରିପାରିବେ ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୧୨।୫୯।୨ସେ,ମଧ୍ୟେ ମଘାନକ୍ଷତ୍ର ସିଂହରାଶି କେତୁ ମହାଦଶାରେ ଜନ୍ମ ପରେ ପୂର୍ବାଫାଲ୍ଗୁନୀନକ୍ଷତ୍ର ସିଂହରାଶି ଶୁକ୍ର ମହାଦଶାରେ ଜନ୍ମ ହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!