ଧନୁ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୧୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୧୯, ୨୦୧୮

ସୂର୍ଯ୍ୟଉଦୟ କୁମ୍ଭ ଦ୦|୫୦|୫୩  ଇଂ ପ୍ରାତଃ ଘ ୬|୧୩|୪୯ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ   ସିଂହ ଦ୧|୧୩|୨୬   ଇଂ ସଂଧ୍ୟା ଘ ୫|୪୦|୪୩ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୭ ଦିନ ରାଷ୍ଟ୍ରିୟ ମାଘମାସ ୩୦ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ଚତୁର୍ଥୀତିଥି ନିଶାନ୍ତ ଘଣ୍ଟା ୫।୧୫।୪୦ସେକେଣ୍ଡ୍,

ଉତ୍ତରଭାଦ୍ରପଦ ନକ୍ଷତ୍ର ଦିବା ଘଣ୍ଟା ୧।୩୮।୯ସେକେଣ୍ଡ୍, ମୀନଚନ୍ଦ୍ର ଅହୋରାତ୍ର,

ସାଧ୍ୟଯୋଗ ଦିବା ଘଣ୍ଟା ୧।୫୨।୪୮ସେକେଣ୍ଡ୍,

ବାଣିଜ୍ୟକରଣ ସଂଧ୍ୟା ଘଣ୍ଟା ୫।୨୦।୬ସେକେଣ୍ଡ୍, ବିଷ୍ଟିକରଣ ନିଶାନ୍ତ ଘଣ୍ଟା ୫।୧୫।୪୦ସେକେଣ୍ଡ୍,

ରବ୍ୟଂଶଽ୬।୧୨।୪୭, ସୂକ୍ଷ୍ମଚନ୍ଦ୍ର ରାଶି ୧୧।୧୨।୪୦।୧୧,

ଦିନମାନ ଘଣ୍ଟା ୧୧।୨୬।୫୪ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୩୩।୬ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ନୈଋତକୋଣେ ନିଶାନ୍ତ ଘଣ୍ଟା ୫।୧୫।୪୦ସେକେଣ୍ଡ୍, ପରେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ନିଶାନ୍ତ ଘଣ୍ଟା ୫।୧୫।୪୦ସେକେଣ୍ଡ୍,ମଧ୍ୟେ ମୂଳା ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ –

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୪୬ମିନିଟ୍, ଦିବା ଘଣ୍ଟା ୧୦।୪୯ମିନିଟ୍ ରୁ ଘଣ୍ଟା୧।୬ମିନିଟ୍, ସଂଧ୍ୟା ଘଣ୍ଟା୬।୩୧ମିନିଟ୍ ରୁ ଘଣ୍ଟା୯।୨ମିନିଟ୍, ରାତ୍ରିଘଣ୍ଟା ୧୧।୩୨ମିନିଟ୍ ରୁ ଘଣ୍ଟା ୨।୫୩ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଘଣ୍ଟା ୩।୪ମିନିଟ୍ ରୁ ଘଣ୍ଟା ୪।୫୫ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧।୩୮।୯ସେକେଣ୍ଡ୍ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।                                      

ଘାତଚନ୍ଦ୍ର ଓ ଘାତବାର-

ଧନୁ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ- ଓ କାଳବେଳା-ସକାଳ ଘଣ୍ଟା ୭।୪୧ମିନିଟ୍ ରୁ ଘଣ୍ଟା ୯।୭ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୨।୫୧ମିନିଟ୍ ରୁ ଘଣ୍ଟା ୪।୧୭ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୧୦।୨୫ମିନିଟ୍ ରୁ ଘଣ୍ଟା ୧୧।୫୯ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୬।୧୨।୪୭-୨୩/୧୧, ଚନ୍ଦ୍ରରାଶି-୧୧।୧୨।୪୦।୧୧ -୨୬/୧୨, ମଙ୍ଗଳରାଶି-୭|୨୦|୧୩|୭-୧୮/୮, ବୁଧରାଶି-୧୦|୭|୨୭|୩-୨୪/୧୧, ବୃହସ୍ପତି ରାଶି-୬|୨୮|୩୭|୫୪-୧୬/୭, ଶୁକ୍ରରାଶି-୧୦|୧୫|୫୯|୪୫-୨୪/୧୧, ଶନିରାଶି-୮|୧୨|୨୪|୪୫-୧୯/୯, ରାହୁରାଶି-୩|୨୦|୫୬|୪୨-୯/୪, କେତୁରାଶି-୯|୨୦|୫୬|୪୨-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୫ଟା୫୦ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ୭ଟା ୩୦ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୯ଟା୪ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୧୦ଟା ୪୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୨ଟା ୪୮ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୨ଟା ୫୮ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୫ଟା ୧୨ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୭ଟା୨୧ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୯ଟା ୨୯ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୧ଟା ୪୧ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧ଟା ୫୫ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୪ଟା ୧ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୫ଟା ୫୦ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ ।

 ଶୁଭକର୍ମ- 

ଆଜି ଦିକ୍ଷାଗ୍ରହଣ, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧।୩୮।୯ସେକେଣ୍ଡ୍ ମଧ୍ୟେ ଉତ୍ତରଭାଦ୍ରପଦ ନକ୍ଷତ୍ର ମୀନ ରାଶି ଓ ଶନି ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଦିବା ଦିବା ଘଣ୍ଟା ୧।୩୮।୯ ସେକେଣ୍ଡ୍  ପରେ ରେବତୀ ନକ୍ଷତ୍ର ମୀନରାଶି ଓ ବୁଧ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!