ଦୈନିକ ପାଞ୍ଜି: ଅଗଷ୍ଟ ୧୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୧୯, ୨୦୧୮

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୧।୨୪ସେକେଣ୍ଡ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଧ୍ୟା ଘଣ୍ଟା ୬।୯।୩୫ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ  ସିଂହ ୩ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୮ଦିନ ରବିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ ଶୁକ୍ଳପକ୍ଷ, ନବମୀତିଥୀ ରାତ୍ର ଘଣ୍ଟା ୩।୧୬।୧୯ସେକେଣ୍ଡ,

ଅନୁରାଧାନକ୍ଷତ୍ର ରାତ୍ର ଘଣ୍ଟା ୭।୧୪।୧୩ସେକେଣ୍ଡ, ବିଛାଚନ୍ଦ୍ର ଅହୋରାତ୍ର,

ଇନ୍ଦ୍ରଯୋଗ ଦିବା ଘଣ୍ଟା ୨।୪୯।୧୯ସେକେଣ୍ଡ

ବାଳବକରଣ ଦିବା ଘଣ୍ଟା ୨।୨୭।୩୦ସେକେଣ୍ଡ, କୌଳବକରଣ ରାତ୍ର ଘଣ୍ଟା ୩।୧୬।୧୯ସେକେଣ୍ଡ

ରବ୍ୟଂଶଽ ୧।୫୨।୩୭, ସୂକ୍ଷ୍ମଚନ୍ଦ୍ର ରା୭।୯।୩୬।୫୭

ଦିନମାନ ଘଣ୍ଟା ୧୨।୩୭।୩୮ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୨୨।୨୨ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ପୂର୍ବେ ରାତ୍ର ଘଣ୍ଟା ୩।୧୬।୧୯ସେକେଣ୍ଡ ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୩।୧୬।୧୯ସେକେଣ୍ଡ ମଧ୍ୟେ ଲାଉ ଓ ପରେ କଳମ ଶାଗ ନ ଖାଇଲେ ଭଲ।

ଶୁଭସମୟ

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୬-୧୯ମିନିଟ୍, ଦିବା ଘଣ୍ଟା ୧-୩ମିନିଟ୍ ରୁ ଘଣ୍ଟା ୧-୫୩ମିନିଟ୍, ରାତ୍ର ଘଣ୍ଟା ୬-୫୧ମିନିଟ୍ ରୁ ଘଣ୍ଟା ୭-୩୬ମିନିଟ୍, ରାତ୍ର ଘଣ୍ଟା ୧୨-୧୦ମିନିଟ୍ ରୁ ଘଣ୍ଟା ୩।୧୨ମିନିଟ୍ ମଧ୍ୟେ, ଅମୃତ ଦିବା ଘଣ୍ଟା ୬-୧୯ମିନିଟ୍ ରୁ ଘଣ୍ଟା ୯-୪୧ମିନିଟ୍, ରାତ୍ର ଘଣ୍ଟା ୭-୩୬ମିନିଟ୍ ରୁ ଘଣ୍ଟା ୯-୭ମିନିଟ୍।

ଚନ୍ଦ୍ରଶୁଦ୍ଧି

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୭।୧୪।୧୩ସେକେଣ୍ଡ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମେଷ ରାଶିର ଘାତବାର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ରାତ୍ର ଘଣ୍ଟା ୭।୧୪।୧୩ସେକେଣ୍ଡ ଗତେ ଦଶମାସ ଗଣ୍ଡଦୋଷ, ଫଳ-ଭୟ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ପୁତ୍ରବତୀ।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ

ରାହୁକାଳ-ଦିବା ଘଣ୍ଟା ୪।୩୩ମିନିଟ୍ ରୁ ସଂଧ୍ୟା ଘଣ୍ଟା ୬।୭ମିନିଟ୍, ବାରବେଳା ଓ କାଳବେଳା-ଦିବା ଘଣ୍ଟା ୧୦।୧୪ମିନିଟ୍ ରୁ ଘ୧।୨୪ମିନିଟ୍, କାଳରାତ୍ରି-ରାତ୍ର ଘଣ୍ଟା ୧।୧୫ମିନିଟ୍ ରୁ ଘ୨।୪୦ମିନିଟ୍।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ

ରବି ରାଶି-୪।୧।୫୨।୩୭, ରାଶି-୭।୯।୩୬।୫୭, ମଙ୍ଗଳ ରାଶି-୯।୫।୨।୩୬, ବୁଧ ରାଶି-୩।୧୭।୨୫।୨୩, ବୃହସ୍ପତି ରାଶି-୬।୨୧।୨୮।୪୪, ଶୁକ୍ର ରାଶି-୫।୧୭।୪୬।୧୬, ଶନି ରାଶି-୮।୮।୪୧।୨୯, ରାହୁ ରାଶି-୩।୧୧।୪୯।୩, କେତୁ ରାଶି-୯।୧୧।୪୯।୩।

ଉଦୟଲଗ୍ନ

ପ୍ରାତଃ ଘଣ୍ଟା ୫।୧୭ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୭।୩୦ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୯।୩୭ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୪୯ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୪ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୧୦ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୫।୫୮ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୭।୩୪ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୮ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୫୧ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୫୦ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୩।୩ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ପ୍ରାତଃ ଘଣ୍ଟା ୫।୧୭ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।

ଶୁଭକର୍ମ

ଆଜି ନାଟ୍ୟାରମ୍ଭ, ଅସ୍ତ୍ରୋପଚାର ପାଇଁ ଶୁଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୭।୧୪।୧୩ସେକେଣ୍ଡ ମଧ୍ୟେ ଅନୁରାଧାନକ୍ଷତ୍ର  ବିଛାରାଶି ଶନିମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୭।୧୪।୧୩ସେକେଣ୍ଡ ପରେ ଜ୍ୟେଷ୍ଠାନକ୍ଷତ୍ର  ବିଛାରାଶି ବୁଧମହାଦଶାରେ ଜନ୍ମହୋଇଛି  ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!