ଦୈନିକ ପାଞ୍ଜି: ଜୁଲାଇ ୧୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୧୮, ୨୦୧୮

ସୂର୍ଯ୍ୟୋଦୟ  ପ୍ରାଘ୫।୧୭।୪୨ସେ   ଚନ୍ଦ୍ରୋଦୟ ଦିଘ୧୦।୨୫ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ   ସଂଘ୬।୨୧।୩୯ସେ       ଚନ୍ଦ୍ରାସ୍ତ ରାଘ୧୦।୫୨ମି.

ଉଡ୍ରାବ୍ଦ ୧୪୨୫ସାଲ କର୍କଟ ୨ ଦିନ ରାଷ୍ଟ୍ରିୟ ଆଷାଢ ୨୭ଦିନ ବୁଧବାର

ଚାନ୍ଦ୍ରମାନ – ଆଷାଢ଼ମାସ ଶୁକ୍ଳପକ୍ଷ, ଷଷ୍ଠୀତିଥୀ ଦିଘ୨।୩୬।୫୮,

ଉତ୍ତରାଫାଲଗୁନୀ ନକ୍ଷତ୍ର ସକାଳଘ୮।୧୯।୫୦ କନ୍ୟାଚନ୍ଦ୍ର ଅହୋରାତ୍ର, ପରିଘଯୋଗ ଦିବାଘ୧୧।୩୩।୨୧

ତୈତିଳକରଣ ଦିଘ୨।୩୬।୫୮, ଗରକରଣ ରାଘ୨।୨।୧୩

ରବ୍ୟଂଶଽ ୧।୧୪।୭, ସୂକ୍ଷ୍ମଚନ୍ଦ୍ର ରା୫।୮।୧୫।୯

ଦିନମାନ ଘ୧୩।୩।୫୭, ରାତ୍ରମାନ ଘ୧୦।୫୬।୩

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ପଶ୍ଚିମେ ଦିଘ୨।୩୬ମି ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-  

ଦିଘ୨।୩୬ମି ମଧ୍ୟେ ନିମ୍ବ ଓ ପରେ ତାଳ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ଘ୭-୦୨ମି, ଘ୯-୩୯ମି ରୁ ଘ୧୧-୨୩ମି, ଦିଘ୩-୪୪ମି ରୁ ଘ୫-୨୯ମି, ସଂଧ୍ୟା ଘ୭-୫ମି ରୁ ରା୯-୬ମି, ରାଘ୧-୩୯ମି ରୁ ଘ୫-୧୮ମି ମଧ୍ୟେ, ମାହେନ୍ଦ୍ର ଦିଘ୨-୦୦ମିରୁ ୩-୪୪ମି, ରାତ୍ର ଘ୯-୧୬ମି ରୁ ଘ୧୦-୪୪ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ସଘ୮।୧୯।୫୦ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

କର୍କଟ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏବଂ ସପ୍ତମୀର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ସଘ୮।୧୯ ମଧ୍ୟେ ଏକପାଦ ନକ୍ଷତ୍ରଦୋଷ ଓ ଦିଘ୨।୩୬ ଗତେ ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିଘ୧୧।୫୧ମି ରୁ ଘ୧।୨୯ମି, ବାରବେଳା- ଦିଘ୧୧।୫୨ମି ରୁ ଘ୧।୩୦ମି, କାଳବେଳା- ସଘ୮।୩୬ମି ରୁ ଘ୧୦।୧୪ମି, କାଳରାତ୍ରି- ରାଘ୨।୩୬ମି ରୁ ଘ୩।୫୮ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୩।୧।୧୪।୭, ଚ୫।୮।୧୫।୯, ମ୯।୧୨।୨୮।୪୯, ବୁ୩।୨୬।୪୨।୧୭, ବୃ୬।୧୯।୨୦।୧୩, ଶୁ୪।୧୪।୩୮।୩୨, ଶ୮।୧୦।୧୬।୩୬, ରା୩।୧୧।୪୨।୫୮, କେ୯।୧୧।୪୨।୫୮।

ଉଦୟଲଗ୍ନ-

ପ୍ରାତଃ ଘ୫।୯ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୭।୨୭ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୯।୩୫ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୪୩ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୫୫ ମିନିଟ୍ ରୁ ବିଛା  ଲଗ୍ନ ଆରମ୍ଭ। ଘ୪।୧୦ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୬।୧୫ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୮।୪ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୯।୪୦ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୧।୧୪ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୫୭ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୨।୫୬ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ପ୍ରାତଃ ଘ୫।୯ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବାକ୍ୟଦାନ, ନିର୍ବନ୍ଧ ଓ ଅଳଙ୍କାର ଧାରଣ, ଭୂମି ପୂଜନ, ବାଣିଜ୍ୟକରଣ, ଦେବତା ପ୍ରତିଷ୍ଠା, ଦେବତା ଗଠନ, ନବବସ୍ତ୍ର ପରିଧାନ, ନୂତନ ଅକ୍ଷର ଆରମ୍ଭ, ନୌକା ଚଳନ, ଯାନକ୍ରୟ ଓ ଯାନାଦି ଆରୋହଣ, ନାମକରଣ, ନିଷ୍କ୍ରାମଣ, ଔଷଧ କରଣ, ଔଷଧ ସେବନ, ଅନ୍ନପ୍ରାଶନ୍ନ, ଦୀକ୍ଷା ଗ୍ରହଣ, ନବାନ୍ନ ଭକ୍ଷଣ, କର୍ଣ୍ଣବେଧ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ, ବିହନ ବୁଣା, ବୃକ୍ଷରୋପଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘ୮।୧୯।୫୦ ସେକେଣ୍ଡ ମଧ୍ୟେ ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟାରାଶି ରବିମହାଦଶାରେ ଜନ୍ମହୋଇଛି। ସକାଳ ଘ୮।୧୯।୫୦ ସେକେଣ୍ଡ ପରେ ହସ୍ତାନକ୍ଷତ୍ର କନ୍ୟାରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!