ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା, ବିପତ୍ତାରିଣୀ ବ୍ରତ। ଦୈନିକ ପାଞ୍ଜି: ଜୁଲାଇ ୧୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୧୭, ୨୦୧୮

ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା, ବିପତ୍ତାରିଣୀ ବ୍ରତ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ   ପ୍ରାଘ୫।୧୭।୧୯ସେ ଚନ୍ଦ୍ରୋଦୟ ସଘ୯।୨୭ମି.

ସୂର୍ଯ୍ୟାସ୍ତ  ସଂଘ୬।୨୧।୫୨ସେ ଚନ୍ଦ୍ରାସ୍ତ ରାଘ୧୦।୧୦ମି.

ଉଡ୍ରାବ୍ଦ ୧୪୨୫ସାଲ କର୍କଟ ୧ ଦିନ ରାଷ୍ଟ୍ରିୟ ଆଷାଢ ୨୬ଦିନ ମଙ୍ଗଳବାର

ଚାନ୍ଦ୍ରମାନ – ଆଷାଢ଼ମାସ ଶୁକ୍ଳପକ୍ଷ, ପଞ୍ଚମୀତିଥୀ ଦିଘ୪।୧୯।୪୧,

ପୂର୍ବାଫାଲଗୁନୀନକ୍ଷତ୍ର ସକାଳ ଘ୯।୨୭।୪୧ ସିଂହଚନ୍ଦ୍ର ଦିଘ୩।୭, ବରିୟାନ୍ ଯୋଗ ଦିଘ୨।୨।୪୯

ବବକରଣ ସଘ୫।୨୫।୫୯, ବାଳବକରଣ ଦିଘ୪।୧୯।୪୧, କ୍ଷୟ କୌଳବକରଣ ରାଘ୩।୨୪।୧୩

ରବ୍ୟଂଶଽ ୦।୧୬।୫୧, ସୂକ୍ଷ୍ମଚନ୍ଦ୍ର ରା୪।୨୪।୧୧।୫୩

ଦିନମାନ ଘ୧୩।୪।୩୨, ରାତ୍ରମାନ ଘ୧୦।୫୫।୨୮

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଦକ୍ଷିଣେ ଦିଘ୪।୧୯ମି ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିଘ୪।୧୯ମି ମଧ୍ୟେ ବେଲ, ପଣଶ ଓ ପରେ ନିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସକାଳ ଘ୭-୫୫ମି ରୁ ଦିଘ୧୦-୩୨ମି, ଦିଘ୧-୮ମି ରୁ ଘ୨-୫୩ମି, ଘ୩-୪୫ମି ରୁ ଘ୫-୩୦ମି, ସୂର୍ଯ୍ୟାସ୍ତରୁ ଘ୭-୬ମି, ରାଘ୯-୧୭ମି ରୁ ଘ୧୧-୨୮ମି, ରାଘ୧-୩୯ମି ରୁ ଘ୩-୭ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି- 

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ  ଦିଘ୩।୭ମି ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଘ୯।୨୭।୪୧ ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ମକର ରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର ଓ ଦିଘ୩।୭ମି ପରେ ବୃଷ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜ ଦର୍ଶନେ ସଘ୯।୨୭।୪୧ ମଧ୍ୟେ ସାତମାସ ଗଣ୍ଡଦୋଷ, ଫଳ-ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦଦୋଷ ଓ ସଘ୯।୨୭ ଗତେ ଦ୍ଵିପାଦଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିଘ୩।୭ମି ରୁ ଘ୪।୪୫ମି, ବାରବେଳା- ସଘ୬।୫୭ମି ରୁ ଘ୮।୩୫ମି, କାଳବେଳା- ଦିଘ୧।୩୦ମି ରୁ ଘ୩।୮ମି, କାଳରାତ୍ରି- ରାଘ୭।୪୬ମି ରୁ ଘ୯।୮ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୩।୦।୧୬।୫୧, ଚ୪।୨୪।୧୧।୩୩, ମ୯।୧୨।୪୨।୪୨, ବୁ୩।୨୬।୩।୨୨, ବୃ୬।୧୯।୧୮।୫୯, ଶୁ୪।୧୩।୩୨।୩୩, ଶ୮।୧୦।୨୦।୩୫, ରା୩।୧୧।୪୨।୩୯, କେ୯।୧୧।୪୨।୩୯।

ଉଦୟଲଗ୍ନ-

ପ୍ରାତଃ ଘ୫।୧୩ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୭।୩୦ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୯।୩୯ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୪୭ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୫୯ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୪।୧୪ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୬।୧୯ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୮।୮ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୯।୪୪ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୧।୧୮ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧।୧ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୩।୦ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ପ୍ରାତଃ ଘ୫।୧୩ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳଘ୯।୨୭।୪୧ ସେକେଣ୍ଡ ମଧ୍ୟେ ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି। ସକାଳ ଘ୯।୨୭।୪୧ ସେକେଣ୍ଡ ପରେ ଦିବା ଘ୩।୭ମିନିଟ୍ ମଧ୍ୟେ ଉତ୍ତରାଫାଲଗୁନୀ ନକ୍ଷତ୍ର ସିଂହରାଶି ରବିମହାଦଶାରେ ଜନ୍ମହୋଇଛି ଓ ଦିବା ଘ୩।୭ମିନିଟ୍ ପରେ ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟାରାଶି ରବିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!