ମାସାନ୍ତ। ଦୈନିକ ପାଞ୍ଜି: ଜୁଲାଇ ୧୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୧୬, ୨୦୧୮

ମାସାନ୍ତ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୧୬।୫୭ସେ   ଚନ୍ଦ୍ରୋଦୟ ସଘ୮।୨୬ମି.

ସୂର୍ଯ୍ୟାସ୍ତ  ସଂଘ୬।୨୨।୦୩ସେ       ଚନ୍ଦ୍ରାସ୍ତ ରାଘ୯।୨୬ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୩୨ ଦିନ ରାଷ୍ଟ୍ରିୟ ଆଷାଢ ୨୫ଦିନ ସୋମବାର

ଚାନ୍ଦ୍ରମାନ – ଆଷାଢ଼ମାସ ଶୁକ୍ଳପକ୍ଷ, ଚତୁର୍ଥୀତିଥୀ ସଂଧ୍ୟା ଘ୬।୪୧।୧୦ ସେକେଣ୍ଡ,

ମଘାନକ୍ଷତ୍ର  ଦିବା ଘ୧୧।୧୨।୪୬, ସିଂହଚନ୍ଦ୍ର ଅହୋରାତ୍ର, ବ୍ୟତିପାତଯୋଗ ସଂଘ୫।୩।୪୪

ବାଣିଜ୍ୟକରଣ ସଘ୮।୪।୫୧, ବିଷ୍ଟିକରଣ ସଂଘ୬।୪୧।୧୦

ରବ୍ୟଂଶଽ ୨୯।୧୯।୩୬, ସୂକ୍ଷ୍ମଚନ୍ଦ୍ର ରା୪।୯।୪୩।୨୪

ଦିନମାନ ଘ୧୩।୫।୬, ରାତ୍ରମାନ ଘ୧୦।୫୪।୫୪

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ନୈଋତକୋଣେ ସଂଘ୬।୪୧ମି ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସଂଘ୬।୪୧ମି ମଧ୍ୟେ ମୂଳା ଓ ପରେ ବେଲ, ପଣଶ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିଘ୮-୪୬ମି ରୁ ଘ୧୦-୩୧ମି, ରାଘ୯-୧୬ମି ରୁ ଘ୧୨-୧୧ମି, ଘ୧-୩୮ମି ରୁ ଘ୩-୫ମି, ମାହେନ୍ଦ୍ର ଘ୩-୪୯ମି ରୁ ଘ୪-୩୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

 ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିଘ୧୧।୧୨।୪୬ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି

ଘାତବାର ଓ ଘାତଚନ୍ଦ୍ର-

ମିଥୁନ ରାଶିର ଘାତବାର। କର୍କଟ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଦିବା ଘ୧୧।୧୩ମି ମଧ୍ୟେ ପାଞ୍ଚମାସ ଓ ପରେ ସାତମାସ ଗଣ୍ଡଦୋଷ, ଫଳ-ବିଧବା ଓ ଶରୀରପୀଡା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ ଓ କାଳବେଳା-ସଘ୬।୫୭ମି ରୁ ଘ୮।୩୬ମି, ବାରବେଳା-ଦିଘ୩।୮ମି ରୁ ଘ୪।୪୬ମି, କାଳରାତ୍ରି-ରାଘ୧୦।୩୦ମି ରୁ ଘ୧୧।୫୨ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୨୯।୧୯।୩୬, ଚ୪।୯।୪୩।୨୪, ମ୯।୧୨।୫୬।୬, ବୁ୩।୨୫।୨୦।୪୩, ବୃ୬।୧୯।୧୭।୫୭, ଶୁ୪।୧୨।୨୬।୨୩, ଶ୮।୧୦।୨୪।୩୭, ରା୩।୧୧।୪୨।୩୯, କେ୯।୧୧।୪୨।୩୯।

ଉଦୟଲଗ୍ନ-

ରାତ୍ର ଘ୩।୪ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।  ଘ୫।୨୧ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।  ଘ୭।୩୪ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।  ଘ୯।୪୩ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।  ଘ୧୧।୫୧ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ।  ଘ୨।୩ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ।  ଘ୪।୧୭ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ।  ଘ୬।୨୩ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ।  ଘ୮।୧୨ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ।  ଘ୯।୪୮ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।  ଘ୧୧।୨୨ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।  ଘ୧।୪ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ।  ରାତ୍ର ଘ୩।୪ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୧୧।୧୨।୪୬ ସେକେଣ୍ଡ ମଧ୍ୟେ ମଘାନକ୍ଷତ୍ର ସିଂହରାଶି କେତୁମହାଦଶାରେ ଜନ୍ମହୋଇଛି। ଦିବା ଘ୧୧।୧୨।୪୬ ସେକେଣ୍ଡ ପରେ ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହରାଶି ଶୁକ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!