ଦୈନିକ ପାଞ୍ଜି: ଜୁଲାଇ ୧୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୧୫, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ୫।୧୬।୩୫ସେ   ଚନ୍ଦ୍ରୋଦୟ ସଘ୭।୨୨ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ୬।୨୨।୧୪ସେ       ଚନ୍ଦ୍ରାସ୍ତ ରାଘ୮।୩୮ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୩୧ ଦିନ ରାଷ୍ଟ୍ରିୟ ଆଷାଢ ୨୪ଦିନ ରବିବାର

ଚାନ୍ଦ୍ରମାନ – ଆଷାଢ଼ମାସ ଶୁକ୍ଳପକ୍ଷ, ତୃତୀୟାତିଥୀ ରାଘ୯।୩୫।୪୧,

ଅଶ୍ଳେଷାନକ୍ଷତ୍ର ଦିବା ଘ୧।୨୮।୩୮, କର୍କଟଚନ୍ଦ୍ର ଦିବା ଘ୧।୨୮।୩୮,

ସିଦ୍ଧିଯୋଗ ରାତି ଘ୮।୩୧।୩୮, ତୈତିଳକରଣ ଦିଘ୧୧।୧୩।୧୩, ଗରକରଣ ରାଘ୯।୩୫।୪୧,

ରବ୍ୟଂଶଽ ୨୮।୨୨।୨୨, ସୂକ୍ଷ୍ମଚନ୍ଦ୍ର ରା୩।୨୪।୫୪।୧୧,

ଦିନମାନ ଘ୧୩।୫।୩୯, ରାତ୍ରମାନ ଘ୧୦।୫୪।୨୧

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଅଗ୍ନିକୋଣେ ରାଘ୯।୩୫ମି ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାଘ୯।୩୫ମି ମଧ୍ୟେ ପୋଟଳ ଓ ପରେ ମୂଳା ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଘ୬-୫୯ମି ରୁ ଘ୯-୩୭ମି, ଦିଘ୧୨-୧୫ମି ରୁ ଘ୨-୫୩ମି, ସୂର୍ଯ୍ୟାସ୍ତରୁ ଘ୭-୫୦ମି ମଧ୍ୟେ, ରାଘ୧୦-୪୩ମି ରୁ ଘ୧୨-୫୪ମି, ମାହେନ୍ଦ୍ର ଦିଘ୪-୩୮ମି ରୁ ଘ୫-୩୦ମି।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିଘ୧।୨୮।୩୮ ଗତେ ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ।

ତାରାଶୁଦ୍ଧି-

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିଘ୧।୨୮।୩୮ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ମେଷ ରାଶିର ଘାତବାର। ଦିଘ୧।୨୮ମି ପରେ କର୍କଟ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଦିବା ଘ୧-୨୯ମି ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ ଓ ପରେ ପାଞ୍ଚମାସ ଗଣ୍ଡଦୋଷ, ଫଳ-ସୁତହାନୀ ଓ ବିଧବା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ଦିବା ଘ୧-୨୯ମି ମଧ୍ୟେ ବନ୍ଧ୍ୟା ଓ ପରେ ସୁଭଗା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ।

ଅଶୁଭସମୟ-

ରାହୁକାଳ- ଦିଘ୪।୪୬ମି ରୁ ଘ୬।୨୪ମି, ବାରବେଳା ଓ କାଳବେଳା- ଦିଘ୧୦।୧୩ମି ରୁ ଘ୧।୩୦ମି, କାଳରାତ୍ରି-ରାଘ୧।୧୩ମି ରୁ ଘ୨।୩୫ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୨୮।୨୨।୨୨, ଚ୩।୨୪।୫୪।୧୧, ମ୯।୧୩।୮।୫୯, ବୁ୩।୨୪।୩୪।୨୮, ବୃ୬।୧୯।୧୭।୫, ଶୁ୪।୧୧।୨୦।୩, ଶ୮।୧୦।୨୮।୪୧, ରା୩।୧୧।୪୨।୩୮, କେ୯।୧୧।୪୨।୩୮।

ଉଦୟଲଗ୍ନ-

ରାତ୍ର ଘ୩।୮ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।  ଘ୫।୨୫ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।  ଘ୭।୩୮ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।  ଘ୯।୪୭ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।  ଘ୧୧।୫୫ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ।  ଘ୨।୭ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ।  ଘ୪।୨୧ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ।  ଘ୬।୨୭ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ।  ଘ୮।୧୬ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ।  ଘ୯।୫୨ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।  ଘ୧୧।୨୬ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।  ଘ୧।୮ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ।  ରାତ୍ର ଘ୩।୮ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବିବାହ ପାଣିଗ୍ରହଣ, କୋର୍ଟବିବାହ, ଜଳାଶୟ ପ୍ରତିଷ୍ଠା, ବିଦ୍ୟାରମ୍ଭ, ମକଦ୍ଦମାଦାୟର, ବିହନ ବୁଣା ବାଣିଜ୍ୟ କରଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୧।୨୮।୩୮ ସେକେଣ୍ଡ ମଧ୍ୟେ ଅଶ୍ଳେଷାନକ୍ଷତ୍ର କର୍କଟରାଶି ବୁଧମହାଦଶାରେ ଜନ୍ମହୋଇଛି। ଦିବା ଘ୧।୨୮।୩୮ ସେକେଣ୍ଡ ପରେ ମଘାନକ୍ଷତ୍ର ସିଂହରାଶି କେତୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!