ଚନ୍ଦ୍ର ଦର୍ଶନ, ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା। ଦୈନିକ ପାଞ୍ଜି: ଜୁଲାଇ ୧୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୧୪, ୨୦୧୮

ଚନ୍ଦ୍ର ଦର୍ଶନ, ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୧୬।୧୩ସେ   ଚନ୍ଦ୍ରୋଦୟ ସଘ୬।୧୭ମି.

ସୂର୍ଯ୍ୟାସ୍ତ  ସଂଘ୬।୨୨।୨୩ସେ       ଚନ୍ଦ୍ରାସ୍ତ ରାଘ୭।୪୫ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୩୦ ଦିନ ରାଷ୍ଟ୍ରିୟ ଆଷାଢ ୨୩ଦିନ ଶନିବାର

ଚାନ୍ଦ୍ରମାନ – ଆଷାଢ଼ମାସ ଶୁକ୍ଳପକ୍ଷ, ଦ୍ୱିତିୟାତିଥୀ ରାଘ୧୨।୫୫।୫୨,

ପୁଷ୍ୟାନକ୍ଷତ୍ର ଦିବା ଘ୪।୭।୧୨ କର୍କଟଚନ୍ଦ୍ର ଅହୋରାତ୍ର, ବଜ୍ରଯୋଗ ରାଘ୧୨।୨୦।୪୧

ବାଳବକରଣ ଦିଘ୨।୪୩।୮, କୌଳବକରଣ ରାଘ୧୨।୫୫।୫୨

ରବ୍ୟଂଶଽ ୨୭।୨୫।୭, ସୂକ୍ଷ୍ମଚନ୍ଦ୍ର ରା୩।୯।୪୯।୫୭

ଦିନମାନ ଘ୧୩।୬।୧୦, ରାତ୍ରମାନ ଘ୧୦।୫୩।୫୦

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଉତ୍ତରେ ରାଘ୧୨।୫୫ମି ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାଘ୧୨।୫୫ମି ମଧ୍ୟେ ବୋଇତି କଖାରୁ ଓ ପରେ ପୋଟଳ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୬-୮ମି, ଦିଘ୯-୩୮ମି ରୁ ଘ୧୨-୧୫ମି, ଅମୃତ ଦିଘ୨-୦୦ମି ରୁ ଘ୩-୪୫ମି, ରାଘ୭-୦୬ମି ରୁ ଘ୭-୪୯ମି, ଘ୧୧-୨୭ମି ରୁ ଘ୧-୩୮ମି, ଘ୩-୫ମି ରୁ ଘ୫-୬ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।,

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିଘ୪।୭।୧୨ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ବୃଷ/ସିଂହ/କନ୍ୟା ରାଶିର ଘାତବାର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଦିବା ଘ୪-୭ମି ପରେ ସମ୍ବତ୍ସର ଗଣ୍ଡଦୋଷ, ଫଳ-ସୁତହାନୀ। ରଜଶ୍ଚକ୍ରେ- ବନ୍ଧ୍ୟା ଓ ଦୁଷ୍ଟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ୱିପାଦ ଦୋଷ ଓ ରାତି ଘ୧୨।୫୬ମି ପରେ ଏକପାଦଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭ ସମୟ-

ରାହୁକାଳ-ସଘ୮।୩୪ମି ରୁ ଘ୧୦।୧୩ମି, ବାରବେଳା-ଦିଘ୧।୩୦ମି ରୁ ଘ୩।୮ମି, କାଳବେଳା-ସଘ୫।୧୮ମି ରୁ ଘ୬।୫୭ମି, ଦିଘ୪।୪୬ମି ରୁ ଘ୬।୨୪ମି, କାଳରାତ୍ରି- ସଂଘ୬।୨୪ମିି ରୁ ଘ୭।୪୬ମି, ରାଘ୩।୫୭ମି ରୁଘ୫।୧୯ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୨୭।୨୫।୭, ଚ୩।୯।୪୯।୫୭, ମ୯।୧୩।୨୧।୨୦, ବୁ୩।୨୩।୪୪।୪୬, ବୃ୬।୧୯।୧୬।୨୩, ଶୁ୪।୧୦।୧୩।୩୪, ଶ୮।୧୦।୩୨।୪୭, ରା୩।୧୧।୪୨।୩୮, କେ୯।୧୧।୪୨।୩୮।

ଉଦୟଲଗ୍ନ-

ରାତ୍ର ଘ୩।୧୨ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।  ଘ୫।୨୮ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।  ଘ୭।୪୨ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।  ଘ୯।୫୧ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୫୯ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ।  ଘ୨।୧୧ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ।  ଘ୪।୨୫ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ।  ଘ୬।୩୧ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ।  ଘ୮।୨୦ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ।  ଘ୯।୫୬ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।  ଘ୧୧।୩୦ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।  ଘ୧।୧୨ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ।  ରାତ୍ର ଘ୩।୧୨ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ଭୂମି ପୂଜନ, ଗୃହାରମ୍ଭ, ଗୃହ ପ୍ରତିଷ୍ଠା, ଗୃହ ପ୍ରବେଶ, ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଦେବତା ପ୍ରତିଷ୍ଠା, ଜଳାଶୟ ପ୍ରତିଷ୍ଠା, ଖଡ୍ଗଧାରଣ, ଋଣଦାନ ଓ ଋଣଗ୍ରହଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୪।୭।୧୨ ସେକେଣ୍ଡ ମଧ୍ୟେ ପୁଷ୍ୟାନକ୍ଷତ୍ର କର୍କଟରାଶି ଶନିମହାଦଶାରେ ଜନ୍ମହୋଇଛି। ଦିବା ଘ୪।୭।୧୨ ସେକେଣ୍ଡ ପରେ ଅଶ୍ଳେଷାନକ୍ଷତ୍ର କର୍କଟରାଶି ବୁଧମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!