ଆଷାଢ଼ ଅମାବାସ୍ୟା ଶ୍ରୀମନ୍ଦିରରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ, କର୍ମବୀର ଗୌରିଶଙ୍କରଙ୍କ ଜୟନ୍ତୀ। ଦୈନିକ ପାଞ୍ଜି: ଜୁଲାଇ ୧୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୧୩, ୨୦୧୮

ଆଷାଢ଼ ଅମାବାସ୍ୟା ଶ୍ରୀମନ୍ଦିରରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ, କର୍ମବୀର ଗୌରିଶଙ୍କରଙ୍କ ଜୟନ୍ତୀ। 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୧୫।୫୧ସେ   ଚନ୍ଦ୍ରୋଦୟ ନାହିଁ

ସୂର୍ଯ୍ୟାସ୍ତ   ସଂଘ୬।୨୨।୩୧ସେ       ଚନ୍ଦ୍ରାସ୍ତ ସଂଘ୬।୪୭ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୨୯ ଦିନ ରାଷ୍ଟ୍ରିୟ ଆଷାଢ ୨୨ଦିନ ଶୁକ୍ରବାର

ଚାନ୍ଦ୍ରମାନ – ଆଷାଢ଼ମାସ କୃଷ୍ଣପକ୍ଷ ଅମାବାସ୍ୟାତିଥୀ ସକାଳ ଘ୮।୧୮।୪୦ସେକେଣ୍ଡ

ସକାଳ ଘ୮।୧୮।୪୦ସେ ପରେ ଶୁକ୍ଳପକ୍ଷ, କ୍ଷୟ ପ୍ରତିପଦାତିଥି ରାଘ୪।୩୨

ପୂନର୍ବସୁନକ୍ଷତ୍ର ସଂଘ୬।୫୯।୧୬, ମିଥୁନଚନ୍ଦ୍ର ଦିବା ଘ୧।୪୩ ମିନିଟ୍

ବ୍ୟାଘାତଯୋଗ ସଘ୮।୩୩।୫୮, କ୍ଷୟ ହର୍ଷଣଯୋଗ ରାତି ଘ୪।୨୫ ମିନିଟ୍

ନାଗକରଣ ସକାଳ ଘ୮।୧୮।୪୦ସେ, କିଂସ୍ତୁଘ୍ନକରଣ ସଂଘ୬।୨୬।୧୬, କ୍ଷୟ ବବକରଣ ରାତି ଘ୪।୩୨ ମିନିଟ୍

ରବ୍ୟଂଶଽ ୨୬।୨୭।୫୩, ସୂକ୍ଷ୍ମଚନ୍ଦ୍ର ରା୨।୨୪।୩୮।୫୨,

ଦିନମାନ ଘ୧୩।୬।୪୦, ରାତ୍ରମାନ ଘ୧୦।୫୩।୨୦

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଐଶାନ୍ୟେ ସକାଳଘ୮।୧୮ମି ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳଘ୮।୧୮ମି ମଧ୍ୟେ ଆମିଷ ନିଷେଦ୍ଧ ଓ ପରେ ପାଣି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସକାଳ ଘ୬-୦୮ମି ରୁ ଘ୭-୦୧ମି, ଦିଘ୯-୩୮ମି ରୁ ଘ୧୦-୩୦ମି, ଅମୃତ ଦିଘ୧୨-୧୫ମି ରୁ ଘ୨-୫୨ମି, ସୂର୍ଯ୍ୟାସ୍ତରୁ ଘ୮-୩୩ମି, ରାଘ୧୨-୫୪ମି ରୁ ଘ୩-୦୫ମି, ଘ୩-୪୯ମି ରୁ ଘ୫-୧୬ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମିନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଦିଘ୧।୪୩ଗତେ ମେଷ, ବୃଷ, କର୍କଟ, ସିଂହ, କନ୍ୟା,  ତୁଳା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଧ୍ୟା ଘ୬।୫୯।୧୬ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

କନ୍ୟା ରାଶିର ଘାତଚନ୍ଦ୍ର। ବିଚ୍ଛା/ଧନୁ/ମୀନ ରାଶିର ଘାତବାର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ-ବନ୍ଧ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସଂଧ୍ୟା ଘ୬।୫୯ମି ମଧ୍ୟେ ଏକପାଦଦୋଷ ପରେ ନିଶାନ୍ତ ୪।୩୨ ଗତେ ଏକପାଦଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ ଓ କାଳବେଳା- ଦିଘ୧୦।୧୨ମି ରୁ ଘ୧୧।୫୧ମି, ବାରବେଳା- ସଘ୮।୩୫ମି ରୁ ଘ୧୦।୧୩ମି, କାଳରାତ୍ରି- ରାଘ୯।୮ମି ରୁ ଘ୧୦।୩୦ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୨୬।୨୭।୫୩, ଚ୨।୨୪।୩୮।୫୨, ମ୯।୧୩।୩୩।୮, ବୁ୩।୨୨।୫୧।୪୫, ବୃ୬।୧୯।୧୫।୫୩, ଶୁ୪।୯।୬।୫୫, ଶ୮।୧୦।୩୬।୫୫, ରା୩।୧୧।୪୨।୩୭, କେ୯।୧୧।୪୨।୩୭।

ଉଦୟଲଗ୍ନ-

ରାତ୍ର ଘ୩।୧୬ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୫।୩୨ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।  ଘ୭।୪୬ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ।  ଘ୯।୫୫ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।  ଘ୧୨।୩ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ।  ଘ୨।୧୫ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ।  ଘ ୪।୨୯ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ।  ଘ୬।୩୫ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ।  ଘ୮।୨୪ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ।  ଘ୧୦।୦ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ।  ଘ୧୧।୩୩ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।  ଘ୧।୧୬ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ।  ରାତ୍ର ଘ୩।୧୬ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ନବବସ୍ତ୍ର ପରିଧାନ, ଯାନକ୍ରୟ ଓ ଯାନାଦି ଆରୋହଣ, ନାମକରଣ, ଔଷଧ କରଣ, ଔଷଧ ସେବନ, ଧାନ୍ୟ ସ୍ଥାପନ, ଋଣଦାନ ଓ ଋଣଗ୍ରହଣ, ଆରୋଗ୍ୟ ସ୍ନାନ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୧।୪୩ ମଧ୍ୟେ ପୁନର୍ବସୁନକ୍ଷତ୍ର ମିଥୁନରାଶି ଗୁରୁମହାଦଶାରେ ଜନ୍ମହୋଇଛି। ଦିବା ଘ୧।୪୩ ମିନିଟ୍ ପରେ ସଂଧ୍ୟା ଘ୬।୫୯।୧୬ ସେକେଣ୍ଡ ମଧ୍ୟେ ପୁନର୍ବସୁନକ୍ଷତ୍ର କର୍କଟରାଶି ଗୁରୁମହାଦଶାରେ ଜନ୍ମହୋଇଛି। ସଂଧ୍ୟା ଘ୬।୫୯।୧୬ ସେକେଣ୍ଡ ପରେ ପୁଷ୍ୟାନକ୍ଷତ୍ର କର୍କଟରାଶି ଶନିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!