ଦୈନିକ ପାଞ୍ଜି: ଜୁଲାଇ ୧୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୧୨, ୨୦୧୮

ସୂର୍ଯ୍ୟୋଦୟ  ପ୍ରାଘ୫।୧୫।୨୯ସେ   ଚନ୍ଦ୍ରୋଦୟ ନିଶାନ୍ତଘ୫।୧୧ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ   ସଂଘ୬।୨୨।୩୮ସେ       ଚନ୍ଦ୍ରାସ୍ତ ସଂଘ୫।୪୪ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୨୮ ଦିନ ରାଷ୍ଟ୍ରିୟ ଆଷାଢ ୨୧ଦିନ ଗୁରୁବାର

ଚାନ୍ଦ୍ରମାନ – ଆଷାଢ଼ମାସ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀତିଥୀ ଦିଘ୧୨।୨।୩୨,

ଆର୍ଦ୍ରାନକ୍ଷତ୍ର ରାତି ଘ୯।୫୪।୫୪ ମିଥୁନଚନ୍ଦ୍ର ଅହୋରାତ୍ର, ଧୃବଯୋଗ ଦିଘ୧୨।୪୨।୪୬

ଶକୁନିକରଣ ଦିଘ୧୨।୨।୩୨, ଚତୁଷ୍ପଦକରଣ ରାଘ୧୦।୧୨।୧୧

ରବ୍ୟଂଶଽ ୨୫।୩୦।୩୯, ସୂକ୍ଷ୍ମଚନ୍ଦ୍ର ରା୨।୯।୩୦।୧୭

ଦିନମାନ ଘ୧୩।୭।୯, ରାତ୍ରମାନ ଘ୧୦।୫୨।୫୧

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ପଶ୍ଚିମେ ଦିଘ୧୨।୨ମି ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିଘ୧୨।୨ମି ମଧ୍ୟେ ବିରି ଜାତିୟ ଖାଦ୍ୟ ନ ଖାଇଲେ ଭଲ ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୬-୦୮ମି, ଦିଘ୯-୩୮ମି ରୁ ଘ୧୧-୨୩ମି, ଅମୃତ ଦିଘ୩-୪୫ମି ରୁ ଘ୬-୨୨ମି, ରାଘ୭-୬ମି ରୁ ଘ୯-୧୬ମି, ଘ୧୨-୧୧ମି ରୁ ଘ୨-୨୨ମି, ଘ୩-୪୯ମି ରୁ ଘ୫-୧୬ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

 ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମିନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

 ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାଘ୯।୫୪।୫୪ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

 ତୁଳା/କୁମ୍ଭ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ରାତି ଘ୯-୫୫ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ରାତି ଘ୯-୫୫ମି ମଧ୍ୟେ ଲକ୍ଷ୍ମୀଯୁକ୍ତା ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

 ଆଜି ମୃତବ୍ୟକ୍ତିର ରାତି ଘ୯।୫୫ମି ପରେ ଏକପାଦଦୋଷ।

ଅଶୁଭସମୟ-

ରାହୁକାଳ- ଦିଘ୧।୨୯ମି ରୁ ଘ୩।୭ମି, କାଳବେଳା ଓ ବାରବେଳା- ଦିଘ ୩।୮ମି ରୁ ଘ୬।୨୫ମି, କାଳରାତ୍ରି- ରାଘ୧୧।୫୧ମି ରୁ ଘ୧।୧୩ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୨୫।୩୦।୩୯, ଚ୨।୯।୩୦।୧୭, ମ୯।୧୩।୪୪।୧୯, ବୁ୩।୨୧।୫୫।୩୨, ବୃ୬।୧୯।୧୫।୩୩, ଶୁ୪।୮।୦।୭, ଶ୮।୧୦।୪୧।୬, ରା୩।୧୧।୪୨।୩୭, କେ୯।୧୧।୪୨।୩୭।

ଉଦୟଲଗ୍ନ-

ରାତ୍ର ଘ୩।୨୦ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୫।୩୬ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୭।୫୦ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୯।୫୯ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୨।୭ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୨।୧୯ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୪।୩୩ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୬।୩୯ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୮।୨୮ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୪ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୧।୩୭ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧।୨୦ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ରାତ୍ର ଘ୩।୨୦ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ନାହିଁ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତି ଘ୯।୫୪।୫୪ ସେକେଣ୍ଡ ମଧ୍ୟେ ଆର୍ଦ୍ରାନକ୍ଷତ୍ର ମିଥୁନରାଶି ରାହୁମହାଦଶାରେ ଜନ୍ମହୋଇଛି। ରାତି ଘ୯।୫୪।୫୪ ସେକେଣ୍ଡ ପରେ ପୁନର୍ବସୁନକ୍ଷତ୍ର ମିଥୁନରାଶି ଗୁରୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!