ଆଜି ଶରଣ ଶେଷ। ଧନୁ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୧୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୧୮, ୨୦୧୮

ଆଜି ଶରଣ ଶେଷ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୦|୪୨|୫୭    ଇଂ ପ୍ରାତଃ ଘ ୬|୧୪|୨୬ସେ

ସୂର୍ଯ୍ୟାସ୍ତ    ସିଂହ ଦ୦୧|୨|୨୭    ଇଂ ସଂଧ୍ୟା ଘ ୫|୪୦|୧୬ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୬ ଦିନ ରାଷ୍ଟ୍ରିୟ ମାଘମାସ ୨୯ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ତୃତୀୟାତିଥି ନିଶାନ୍ତ ଘଣ୍ଟା ୫।୧୭।୩୬ସେକେଣ୍ଡ୍,

ପୂର୍ବଭଦ୍ରପଦ ନକ୍ଷତ୍ର ଦିବା ଘଣ୍ଟା ୧୨।୪୬।୩୦ସେକେଣ୍ଡ୍, କୁମ୍ଭଚନ୍ଦ୍ର ସକାଳଘଣ୍ଟା ୬।୨୯ ମିନିଟ୍

ସିଦ୍ଧଯୋଗ ଦିବା ଘଣ୍ଟା ୨।୫୦।୩୭ସେକେଣ୍ଡ୍,

ତୈତିଳକରଣ ସଂଧ୍ୟା ଘଣ୍ଟା ୫।୮।୭ସେକେଣ୍ଡ୍, କୌଳବକରଣ ନିଶାନ୍ତ ଘଣ୍ଟା ୫।୧୭।୩୬ ସେକେଣ୍ଡ୍,

ରବ୍ୟଂଶଽ୫।୧୨।୧୭, ସୂକ୍ଷ୍ମଚନ୍ଦ୍ର ରାଶି ୧୦।୨୯।୫୨।୬,

ଦିନମାନ ଘଣ୍ଟା ୧୧।୨୫।୫୦ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୩୪।୧୦ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଅଗ୍ନିକୋଣେ ନିଶାନ୍ତ ଘଣ୍ଟା ୫।୧୭।୩୬ସେକେଣ୍ଡ୍, ପରେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

 ନିଶାନ୍ତ ଘଣ୍ଟା ୫।୧୭।୩୬ସେକେଣ୍ଡ୍,ମଧ୍ୟେ ପୋଟଳ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ –

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୦ମିନିଟ୍ ରୁ ଘଣ୍ଟା ୧୦।୩ମିନିଟ୍, ରାତ୍ରି ଘଣ୍ଟା ୭।୨୧ମିନିଟ୍ ରୁ ଘଣ୍ଟା ୯।୧ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୦ମିନିଟ୍, ଦିବା ଘଣ୍ଟା ୧।୬ମିନିଟ୍ ରୁ ଘଣ୍ଟା ୧।୫୧ମିନିଟ୍, ସଂଧ୍ୟା ଘଣ୍ଟା ୬।୩୦ମିନିଟ୍ ରୁ ଘଣ୍ଟା ୭।୨୧ମିନିଟ୍, ରାତ୍ରି ଘଣ୍ଟା ୧୨।୨୨ମିନିଟ୍ ରୁ ଘଣ୍ଟା ୩।୪୩ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳ ଘଣ୍ଟା ୬।୨୯ମିନିଟ୍ ଗତେ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୨।୪୬।୩୦ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

 ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର । ସକାଳ ଘଣ୍ଟା ୬।୨୯ ମିନିଟ୍ ପରେ ଧନୁ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୧୨।୪୬।୩୦ସେକେଣ୍ଡ୍ ମଧ୍ୟେ ସାତମାସ ଗଣ୍ଡଦୋଷ ଯୋଗେ ନାଲିଲୁଗା ଓ ତିଳ କାଞ୍ଚନ ଦାନ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। ରଜଶ୍ଚକ୍ରେ ମତାନ୍ତର ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ଓ ଦିବା ଘଣ୍ଟା ୧୨।୪୬।୩୦ସେକେଣ୍ଡ୍ ଗତେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା୪।୧୬ମିନିଟ୍ ରୁ ଘଣ୍ଟା ୫।୪୨ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା ୧୨।୦ମିନିଟ୍ ରୁ ଘଣ୍ଟା ୧।୨୫ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧୦।୩୪ମିନିଟ୍ ରୁ ଘଣ୍ଟା ୧୨।୦ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା୧।୩୩ମିନିଟ୍ ରୁ ଘଣ୍ଟା୩।୮ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୫।୧୨।୧୭-୨୩/୧୧, ଚନ୍ଦ୍ରରାଶି-୧୦।୨୯।୫୨।୬-୨୫/୧୧, ମଙ୍ଗଳରାଶି-୭|୧୯|୩୭|୨-୧୮/୮, ବୁଧରାଶି-୧୦|୫|୩୭|୨୯-୨୩/୧୧, ବୃହସ୍ପତି- ରାଶି-୬|୨୮|୩୪|୨୮-୧୬/୭, ଶୁକ୍ରରାଶି-୧୦|୧୪|୪୪|୪୫-୨୪/୧୧, ଶନିରାଶି-୮|୧୨|୧୯| ୩୮-୧୯/୯, ରାହୁରାଶି-୩|୨୦|୫୬|୫୨-୯/୪, କେତୁରାଶି-୯|୨୦|୫୬|୫୨-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୫ଟା୫୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ୭ଟା ୩୪ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯ଟା୮ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ୧୦ଟା ୫୦ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୨ଟା ୫୦ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୩ଟା ୨ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୫ଟା ୧୬ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୭ଟା୨୫ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୯ଟା ୩୩ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୧ଟା ୪୫ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧ଟା ୫୯ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୪ଟା ୫ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ୫ଟା ୫୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି କ୍ରୟବିକ୍ରୟ, ବାଣିଜ୍ୟକରଣ, ପୁଂସବନ, ବିଦ୍ୟାରମ୍ଭ, ଦିକ୍ଷାଗ୍ରହଣ କରିପାରିବେ। ଦିବା ଘଣ୍ଟା ୧୨।୪୬।୩୦ସେକେଣ୍ଡ୍ ପରେ ବାଣିଜ୍ୟକରଣ, ପୁଂସବନ, ନବବସ୍ତ୍ର ପରିଧାନ, ଖଡ୍ଗଧାରଣ, ବୃକ୍ଷରୋପଣ, ଦେବତାପ୍ରତିଷ୍ଠା, ବୃକ୍ଷରୋପଣ, ଦୀକ୍ଷାଗ୍ରହଣ, ଔଷଧ କରଣ ଓ ସେବନ,  ଯାନକ୍ରୟ ଓ ଆରୋହଣ, ଚଳଚିତ୍ରଆରମ୍ଭ, ଜଳାଶୟପ୍ରତିଷ୍ଠା,  ନବବଧୁଯାତ୍ରା, ପ୍ରଥମ ଯୁବତୀସଂଭୋଗ, ମନ୍ଦିରନିର୍ମାଣ, କୋର୍ଟବିବାହ, ବିବାହପାଣିଗ୍ରହଣ, ଭୂମିପୂଜନ, ଗୃହାରମ୍ଭ, ଗୃହପ୍ରତିଷ୍ଠା ଓ ପ୍ରବେଶ, ନାଟ୍ୟାରମ୍ଭ ହଳଆରମ୍ଭ, ବିହନଅନୁକୂଳ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୬।୨୯ ମିନିଟ୍ ମଧ୍ୟେ ପୂର୍ବ ଭାଦ୍ରପଦ ନକ୍ଷତ୍ର କୁମ୍ଭ ରାଶି ଓ ଗୁରୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଦିବା ଘଣ୍ଟା୧୨।୪୬।୩୦ସେକେଣ୍ଡ୍  ମଧ୍ୟେ  ପୂର୍ବ ଭାଦ୍ରପଦ ନକ୍ଷତ୍ର ମୀନରାଶି ଓ ଗୁରୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଦିବା ଘଣ୍ଟା୧୨।୪୬।୩୦ସେକେଣ୍ଡ୍ ପରେ ଉତ୍ତରଭାଦ୍ରପଦ ନକ୍ଷତ୍ର ମୀନରାଶି ଓ ଶନି ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!