ଆଜି ଦ୍ଵିତୀୟା ଚନ୍ଦ୍ରଦର୍ଶନ। ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର । ବୃଷ, ସିଂହ, କନ୍ୟା ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୧୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୧୭, ୨୦୧୮

ଆଜି ଦ୍ଵିତୀୟା ଚନ୍ଦ୍ରଦର୍ଶନ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୦|୩୪|୪୧   ଇଂ ପ୍ରାତଃ ଘ ୬|୧୫|୦୩ସେ

ସୂର୍ଯ୍ୟାସ୍ତ    ସିଂହ ଦ୦|୫୧|୩୨   ଇଂ ସଂଧ୍ୟା ଘ ୫|୩୯|୪୯ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୫ ଦିନ ରାଷ୍ଟ୍ରିୟ ମାଘମାସ ୨୮ ଦିନ ଶନିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ଦ୍ଵିତୀୟାତିଥି ରାତ୍ର ଘଣ୍ଟା ୪।୫୧।୩୮ସେକେଣ୍ଡ୍,

ଶତଭିଷା ନକ୍ଷତ୍ର ଦିବା ଘଣ୍ଟା ୧୧।୨୭।୪୯ସେକେଣ୍ଡ୍, କୁମ୍ଭଚନ୍ଦ୍ର ଅହୋରାତ୍ର,

ଶିବଯୋଗ ଦିବା ଘଣ୍ଟା ୩।୨୬।୫୭ସେକେଣ୍ଡ୍,

ବାଳବକରଣ ଦିବା ଘଣ୍ଟା ୪।୨୮।୩ସେକେଣ୍ଡ୍, କୌଳବକରଣ ରାତ୍ର ଘଣ୍ଟା ୪।୫୧।୩୮ସେକେଣ୍ଡ୍,

ରବ୍ୟଂଶଽ୪।୧୧।୪୫, ସୂକ୍ଷ୍ମଚନ୍ଦ୍ର ରାଶି ୧୦।୧୭।୧୬।୫୯,

ଦିନମାନ ଘଣ୍ଟା ୧୧।୨୪।୪୬ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୩୫।୧୪ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଉତ୍ତରେ ରାତ୍ର ଘଣ୍ଟା୪।୫୧।୩୮ସେକେଣ୍ଡ୍, ପରେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୪।୫୧।୩୮ସେକେଣ୍ଡ୍, ମଧ୍ୟେ ବୋଇତି କଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ –

ଅମୃତବେଳା- ଦିବା ଘଣ୍ଟା ୧୦।୩ମିନିଟ୍ ରୁ ଘଣ୍ଟା୧।୬ମିନିଟ୍, ରାତ୍ରି ଘଣ୍ଟା୮।୧୧ମିନିଟ୍ ରୁ ଘଣ୍ଟା୧୦।୪୨ମିନିଟ୍, ରାତ୍ରି ଘଣ୍ଟା୧୨।୨୩ମିନିଟ୍ ରୁ ଘଣ୍ଟା୨।୩ମିନିଟ୍, ରାତ୍ରି ଘଣ୍ଟା୨।୪୫ ମିନିଟ୍ ରୁ ଘଣ୍ଟା ୪।୩୪ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

 ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧୧।୨୭।୪୯ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର । ବୃଷ, ସିଂହ, କନ୍ୟା ରାଶିର ଘାତବାର।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘଣ୍ଟା ୧୧।୨୭।୪୯ସେକେଣ୍ଡ୍ ଗତେ ସାତମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ମାନମନାନ୍ତର। ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ତିଥିଦୋଷ ଓ ଦିବା ଘଣ୍ଟା ୧୧।୨୭।୪୯ସେକେଣ୍ଡ୍ ଗତେ ତ୍ରିପାଦଦୋଷ ଏବଂ ନିଶାନ୍ତ ଘଣ୍ଟା ୪।୫୧ ମିନିଟ୍ ଗତେ ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ସକାଳ ଘଣ୍ଟା ୯।୮ମିନିଟ୍ ରୁ ଘଣ୍ଟା ୧୦।୩୪ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା୬।୧୭ମିନିଟ୍ ରୁ ଘଣ୍ଟା୭।୪୩ମିନିଟ୍, ଦିବା ଘଣ୍ଟା ୪।୧୬ମିନିଟ୍ ରୁ ଘଣ୍ଟା ୫।୪୨ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧।୨୫ମିନିଟ୍ ରୁ ଘଣ୍ଟା ୨।୫୧ମିନିଟ୍ ମଧ୍ୟେ। କାଳରାତ୍ରି- ସଂଧ୍ୟା ଘଣ୍ଟା୫।୪୨ମିନିଟ୍ ରୁ ଘଣ୍ଟା ୭।୧୬ମିନିଟ୍, ରାତ୍ରି ଘଣ୍ଟା ୪।୪୨ମିନିଟ୍ ରୁ ସକାଳ ଘଣ୍ଟା ୬।୧୭ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୪।୧୧।୪୫-୨୩/୧୧, ଚନ୍ଦ୍ରରାଶି-୧୦।୧୭।୧୬।୫୯ -୨୪/୧୧, ମଙ୍ଗଳରାଶି-୭|୧୯|୦|୫୪-୧୮/୮, ବୁଧରାଶି-୧୦|୩|୪୮|୪୩-୨୩/୧୧, ବୃହସ୍ପତି ରାଶି-୬|୨୮|୩୦|୫୨-୧୬/୭, ଶୁକ୍ରରାଶି-୧୦|୧୩|୨୯|୪୩-୨୪/୧୧, ଶନିରାଶି-୮|୧୨|୧୪| ୨୭-୧୯/୯, ରାହୁରାଶି-୩|୨୦|୫୭|୨-୯/୪, କେତୁରାଶି-୯|୨୦|୫୭|୨-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ଘଣ୍ଟା ୫|୫୮ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ମୀନ ଘଣ୍ଟା ୭|୩୮ମିନିଟ୍ ରୁ ଆରମ୍ଭ।   

ମେଷ ଘଣ୍ଟା ୯|୧୧ମିନିଟ୍, ବୃଷ ଘଣ୍ଟା ୧୦|୫୪ମିନିଟ୍, ମିଥୁନ ଘଣ୍ଟା ୧୨|୫୪ମିନିଟ୍, କର୍କଟ ଘଣ୍ଟା୩|୬ମିନିଟ୍, ସିଂହ ଘଣ୍ଟା୫|୨୦ମିନିଟ୍, କନ୍ୟା ଘଣ୍ଟା୭|୨୯ମିନିଟ୍, ତୁଳା ଘଣ୍ଟା୯|୩୭ ମିନିଟ୍, ବିଛା ଘଣ୍ଟା୧୧|୪୯ମିନିଟ୍, ଧନୁ ଘଣ୍ଟା୨|୩ମିନିଟ୍, ମକର ଘଣ୍ଟା୪|୯ମିନିଟ୍, କୁମ୍ଭ ଘଣ୍ଟା୫|୫୮ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ- 

ଆଜି କ୍ରୟବିକ୍ରୟ, ବାଣିଜ୍ୟକରଣ, ଋଣଦାନ ଓ ଗ୍ରହଣ, ଜଳାଶୟପ୍ରତିଷ୍ଠା, ଦେବତାପ୍ରତିଷ୍ଠା, ଗୃହପ୍ରବେଶ ଓ ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧୧।୨୭।୪୯ସେକେଣ୍ଡ୍ ମଧ୍ୟେ ଶତଭିଷା ନକ୍ଷତ୍ର କୁମ୍ଭ ରାଶି ଓ ରାହୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଦିବା ଘଣ୍ଟା ୧୧।୨୭।୪୯ସେକେଣ୍ଡ୍ ପରେ ପୂର୍ବ ଭାଦ୍ରପଦ ନକ୍ଷତ୍ର କୁମ୍ଭ ରାଶି ଓ ଗୁରୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!