ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର । ବିଛା, ଧନୁ, ମୀନ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୧୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୧୬, ୨୦୧୮

ସୂର୍ଯ୍ୟଉଦୟ କୁମ୍ଭ ଦ୦|୨୬|୪୦  ଇଂ ପ୍ରାତଃ ଘ ୬|୧୫|୩୯ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ   ସିଂହ ଦ୦|୪୦|୩୮   ଇଂ ସଂଧ୍ୟା ଘ ୫|୩୯|୨୧ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୪ ଦିନ ରାଷ୍ଟ୍ରିୟ ମାଘମାସ ୨୭ ଦିନ ଶୁକ୍ରବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ପ୍ରତିପଦତିଥି ରାତ୍ର ଘଣ୍ଟା ୩।୫୭।୩୨ସେକେଣ୍ଡ୍,

ଧନିଷ୍ଠା ନକ୍ଷତ୍ର ସକାଳ ଘଣ୍ଟା ୯।୪୨।୨୧ସେକେଣ୍ଡ୍, କୁମ୍ଭ ଚନ୍ଦ୍ର ଅହୋରାତ୍ର,

ପରିଘଯୋଗ ଦିବା ଘଣ୍ଟା ୩।୪୨।୨୧ସେକେଣ୍ଡ୍,

କିସ୍ତୁଘ୍ନକରଣ ଦିବା ଘଣ୍ଟା ୩।୧୯।୫୮ସେକେଣ୍ଡ୍, ବବକରଣ ରାତ୍ର ଘଣ୍ଟା ୩।୫୭।୩୨ସେକେଣ୍ଡ୍,

ରବ୍ୟଂଶଽ୩।୧୧।୧୨, ସୂକ୍ଷ୍ମଚନ୍ଦ୍ର ରାଶି ୧୦।୪।୫୪।୧,

ଦିନମାନ ଘଣ୍ଟା ୧୧।୨୩।୪୨ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୩୬।୧୮ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ  ରାତ୍ର ଘଣ୍ଟା ୩।୫୭।୩୨ସେକେଣ୍ଡ୍, ପରେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାତ୍ର ଘଣ୍ଟା ୩।୫୭।୩୨ସେକେଣ୍ଡ୍, ମଧ୍ୟେ ପାଣି କଖାରୁ ପରେ ବୋଇତି କଖାରୁ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ –

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୨ମିନିଟ୍, ଦିବା ଘଣ୍ଟା ୭।୪୭ମିନିଟ୍ ରୁ ଘଣ୍ଟା ୧୦।୪ମିନିଟ୍, ଦିବା ଘଣ୍ଟା ୧୨।୨୦ମିନିଟ୍ ରୁ ଘଣ୍ଟା ୨।୩୭ମିନିଟ୍,  ଦିବା ଘଣ୍ଟା ୪।୮ମିନିଟ୍ ରୁ ଘଣ୍ଟା ୫।୩୯ମିନିଟ୍, ରାତ୍ରି ଘଣ୍ଟା ୭।୨୦ମିନିଟ୍ ରୁ ଘଣ୍ଟା ୯।୦ମିନିଟ୍, ରାତ୍ରି ଘଣ୍ଟା ୨।୪ମିନିଟ୍ ରୁ ଘଣ୍ଟା ୩।୪୫ମିନିଟ୍ ମଧ୍ୟେ। ମାହେନ୍ଦ୍ର- ରାତ୍ରି ଘଣ୍ଟା୯।୧ମିନିଟ୍ ରୁ ଘଣ୍ଟା ୯।୫୧ମିନିଟ୍, ରାତ୍ରି ଘଣ୍ଟା ୩।୪୫ମିନିଟ୍ ରୁ ଘଣ୍ଟା ୪।୩୫ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସକାଳ ଘଣ୍ଟା ୯।୪୨।୨୧ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମିଥୁନ, ମକର, ମୀନ ରାଶିର ଘାତଚନ୍ଦ୍ର । ବିଛା, ଧନୁ, ମୀନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ରାଣୀଯୋଗ।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ରାତ୍ର ଘଣ୍ଟା ୩।୫୭।୩୨ସେକେଣ୍ଡ୍ ଗତେ ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ଓ କାଳବେଳା-ଦିବା ଘଣ୍ଟା ୧୦।୩୪ମିନିଟ୍ ରୁ ଘଣ୍ଟା ୧୧।୫୯ମିନିଟ୍ ମଧ୍ୟେ । ବାରବେଳା- ସକାଳ ଘଣ୍ଟା ୯।୯ମିନିଟ୍ ରୁ ଘଣ୍ଟା ୧୦।୩୪ମି ମଧ୍ୟେ । କାଳରାତ୍ରି- ରାତ୍ରି ଘଣ୍ଟା ୮।୫୧ମିନିଟ୍ ରୁ ଘଣ୍ଟା ୧୦।୨୫ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୩।୧୧।୧୨-୨୩/୧୧, ଚନ୍ଦ୍ରରାଶି-୧୦।୪।୫୪।୧-୨୩/୧୧, ମଙ୍ଗଳରାଶି-୭|୧୮|୨୪|୪୪-୧୮/୮, ବୁଧରାଶି-୧୦|୨|୦|୪୬-୨୩/୧୧, ବୃହସ୍ପତି ରାଶି-୬|୨୮|୨୭|୬-୧୬/୭, ଶୁକ୍ରରାଶି-୧୦|୧୨|୧୪|୪୦-୨୪/୧୧, ଶନିରାଶି-୮|୧୨|୯|୧୨-୧୯/୯, ରାହୁରାଶି-୩|୨୦|୫୭|୧୧-୯/୪, କେତୁରାଶି-୯|୨୦|୫୭|୧୧-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ଘଣ୍ଟା ୬|୨ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ମୀନ ଲଗ୍ନ ଘଣ୍ଟା ୭|୪୨ମିନିଟ୍ ରୁ ଆରମ୍ଭ।   ମେଷ ଘଣ୍ଟା ୯|୧୫ମିନିଟ୍, ବୃଷ ଘଣ୍ଟା ୧୦|୫୮ମିନିଟ୍, ମିଥୁନ ଘଣ୍ଟା ୧୨|୫୮ମିନିଟ୍, କର୍କଟ ଘଣ୍ଟା ୩|୧୦ମିନିଟ୍, ସିଂହ ଘଣ୍ଟା ୫|୨୪ମିନିଟ୍, କନ୍ୟା ଘଣ୍ଟା ୭|୩୩ମିନିଟ୍, ତୁଳା ଘଣ୍ଟା ୯|୪୧ମିନିଟ୍, ବିଛା ଘଣ୍ଟା ୧୧|୫୩ମିନିଟ୍, ଧନୁ ଘଣ୍ଟା ୨|୭ମିନିଟ୍, ମକର ଘଣ୍ଟା ୪|୧୩ମିନିଟ୍, କୁମ୍ଭ ଘଣ୍ଟା ୬|୨ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି ନବବସ୍ତ୍ର ପରିଧାନ, ଅଳଙ୍କାରଧାରଣ, ଯାନକ୍ରୟ ଓ ଆରୋହଣ, ଋଣଦାନ ଓ ଗ୍ରହଣ, ବୃକ୍ଷରୋପଣ, କ୍ରୟବିକ୍ରୟ, ନାମକରଣ, ନିଷ୍କ୍ରାମଣ, ଦେବତାଗଠନ, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, କୋର୍ଟବିବାହ, ଆରୋଗ୍ୟସ୍ନାନ, ଭୂମିପୂଜନ, ଗୃହପ୍ରତିଷ୍ଠା, ହଳଆରମ୍ଭ, ବିହନବୁଣା, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା ୯।୪୨।୨୧ସେକେଣ୍ଡ୍, ମଧ୍ୟେ ଧନିଷ୍ଠା ନକ୍ଷତ୍ର କୁମ୍ଭ ରାଶି ଓ ମଙ୍ଗଳ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ସକାଳ ଘଣ୍ଟା ୯।୪୨।୨୧ସେକେଣ୍ଡ୍, ପରେ ଶତଭିଷାନକ୍ଷତ୍ର କୁମ୍ଭ ରାଶି ଓ ରାହୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!