ଆଜି କୁମ୍ଭ ସଂକ୍ରାନ୍ତି। ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୧୩, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୧୩, ୨୦୧୮

ଆଜି କୁମ୍ଭ ସଂକ୍ରାନ୍ତି

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୦|୨|୬    ଇଂ ପ୍ରାତଃ ଘ ୬|୧୭|୨୦ସେକେଣ୍ଡ୍।

ସୂର୍ଯ୍ୟାସ୍ତ ସିଂହ ଦ୦|୭|୫୧     ଇଂ ସଂଧ୍ୟା ଘ ୫|୩୭|୫୪ସେକେଣ୍ଡ୍।

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୧ ଦିନ ରାଷ୍ଟ୍ରିୟ ମାଘମାସ ୨୪ ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ତ୍ରୟୋଦଶୀତିଥି ରାତ୍ର ଘଣ୍ଟା ୧୦।୩୫।୫୧ସେକେଣ୍ଡ୍,

ଉତ୍ତରାଷାଢା ନକ୍ଷତ୍ର ରାତ୍ରି ଘଣ୍ଟା ୪।୫୭।୬ସେକେଣ୍ଡ୍, ଧନୁଚନ୍ଦ୍ର ସକାଳ ଘଣ୍ଟା ୮।୪୯ମିନିଟ୍

ସିଦ୍ଧିଯୋଗ ଦିବା ଘଣ୍ଟା୨।୩୧।୪୨ସେକେଣ୍ଡ୍,

ଗରକରଣ ସକାଳ ଘଣ୍ଟା ୯।୨୨।୩୯ସେକେଣ୍ଡ୍,

ବାଣିଜ୍ୟକରଣ ରାତ୍ର ଘଣ୍ଟା ୧୦।୩୫।୫୧ସେକେଣ୍ଡ୍,

ରବ୍ୟଂଶଽ୦।୯।୨୪, ସୂକ୍ଷ୍ମଚନ୍ଦ୍ର ରାଶି ୮।୨୮।୪୫।୨,

ଦିନମାନ ଘଣ୍ଟା ୧୧।୨୦।୩୪ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୩୯।୨୬ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ରାତ୍ର ଘଣ୍ଟା ୧୦।୩୫।୫୧ସେକେଣ୍ଡ୍, ପରେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ରାତ୍ର ଘଣ୍ଟା ୧୦।୩୫।୫୧ସେକେଣ୍ଡ୍, ମଧ୍ୟେ ବାଇଗଣ ପରେ ବିରି ଜାତୀୟ ଖାଦ୍ୟ ନ ଖାଇଲେ ଭଲ। 

ଆହୁରି ପଢନ୍ତୁ: ୧୪ ଫେବୃୟାରୀ ୨୦୧୮: ମହାଶିବରାତ୍ରି (ଜାଗର) କିପରି ପାଳନ କରିବେ?

ଶୁଭସମୟ-

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୮।୩୩ମିନିଟ୍ ରୁ ଘଣ୍ଟା ୧୦।୪୯ମିନିଟ୍,  ଦିବା ଘଣ୍ଟା୧।୬ମିନିଟ୍ ରୁ ଘଣ୍ଟା୨।୩୬ମିନିଟ୍,  ଦିବା ଘଣ୍ଟା ୩।୨୨ମିନିଟ୍ ରୁ ଘଣ୍ଟା ୪।୫୩ ମିନିଟ୍, ସୂର୍ଯ୍ୟାସ୍ତରୁ ସଂଧ୍ୟା ଘଣ୍ଟା ୬।୨୯ମିନିଟ୍, ରାତ୍ରି ଘଣ୍ଟା ୯।୦ମିନିଟ୍ ରୁ ଘଣ୍ଟା ୧୧।୩୨ ମିନିଟ୍, ରାତ୍ରି ଘଣ୍ଟା ୨।୪ମିନିଟ୍ ରୁ ଘଣ୍ଟା ୩।୪୫ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳ ଘଣ୍ଟା ୮।୪୯ମିନିଟ୍ ଗତେ ମେଷ, କର୍କଟ, ସିଂହ, ତୁଳା, ବିଛା, ମକର, କୁମ୍ଭ, ମୀନ ରାଶିମାନ ଙ୍କର ଚନ୍ଦ୍ରଶୁଦ୍ଧି। 

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ରି ଘଣ୍ଟା ୪।୫୭।୬ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ରୋଗିଣୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ଓ  ରାତ୍ରି ଘଣ୍ଟା ୪।୫୭।୬ ସେକେଣ୍ଡ୍ ଗତେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭ ସମୟ-

ରାହୁକାଳ-ଦିବା ଘଣ୍ଟା ୨।୫୦ମିନିଟ୍ ରୁ ଘଣ୍ଟା ୪।୧୫ମିନିଟ୍ ମଧ୍ୟେ । କାଳବେଳା- ଦିବା ଘଣ୍ଟା ୧।୨୫ମିନିଟ୍ ରୁ ଘଣ୍ଟା ୨।୫୦ମିନିଟ୍ ମଧ୍ୟେ । ବାରବେଳା- ସକାଳ ଘଣ୍ଟା ୭।୪୫ମିନିଟ୍ ରୁ ଘଣ୍ଟା ୯।୧୦ମି ମଧ୍ୟେ । କାଳରାତ୍ରି- ରାତ୍ରି ଘଣ୍ଟା ୭।୧୫ମିନିଟ୍ ରୁ ଘଣ୍ଟା ୮।୫୦ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୦।୯।୨୪-୨୩/୧୧, ଚନ୍ଦ୍ରରାଶି-୮।୨୮।୪୫।୨-୨୧/୯, ମଙ୍ଗଳରାଶି-୭|୧୬|୩୫|୫୮-୧୭/୮, ବୁଧରାଶି-୯|୨୬|୪୧|୫୮-୨୩/୧୦, ବୃହସ୍ପତିରାଶି-୬|୨୮|୧୪|୪୪-୧୬/୭, ଶୁକ୍ରରାଶି-୧୦|୮|୨୯|୨୬-୨୪/୧୧, ଶନିରାଶି-୮|୧୧|୫୩|୫-୧୯/୯, ରାହୁରାଶି-୩|୨୦|୫୬|୫୨-୯/୪, କେତୁରାଶି-୯|୨୦|୫୬|୫୨-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ଘଣ୍ଟା ୬|୧୪ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ମୀନ ଲଗ୍ନ ଘଣ୍ଟା୭|୫୪ମିନିଟ୍ ରୁ ଆରମ୍ଭ। ମେଷ ଘଣ୍ଟା ୯|୨୭ମିନିଟ୍, ବୃଷ ଘଣ୍ଟା ୧୧|୧୦ମିନିଟ୍,   ମିଥୁନ ଘଣ୍ଟା ୧|୯ମିନିଟ୍, କର୍କଟ ଘଣ୍ଟା୩|୨୨ମିନିଟ୍, ସିଂହ ଘଣ୍ଟା ୫|୩୬ମିନିଟ୍, କନ୍ୟା ଘଣ୍ଟା ୭|୪୫ମିନିଟ୍, ତୁଳା ଘଣ୍ଟା ୯|୫୨ମିନିଟ୍, ବିଛା ଘଣ୍ଟା ୧୨|୪ମିନିଟ୍, ଧନୁ ଘଣ୍ଟା ୨|୧୯ମିନିଟ୍, ମକର ଘଣ୍ଟା ୪|୨୫ମିନିଟ୍, କୁମ୍ଭ ଘଣ୍ଟା ୬|୧୪ମିନିଟ୍, ରୁ ଲଗ୍ନ ଆରମ୍ଭ ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ନ କରିବା ଉଚିତ ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘଣ୍ଟା୮।୪୯ମିନିଟ୍ ମଧ୍ୟେ ଉତ୍ତରାଷାଢା ନକ୍ଷତ୍ର ଧନୁରାଶି ଓ ରବି ମହାଦଶାରେ ଜନ୍ମ ହୋଇଛି। ସକାଳ ଘଣ୍ଟା୮।୪୯ମିନିଟ୍ ପରେ ରାତ୍ରି ଘଣ୍ଟା ୪।୫୭।୬ ସେକେଣ୍ଡ୍, ମଧ୍ୟେ ଉତ୍ତରାଷାଢା ନକ୍ଷତ୍ର ମକରରାଶି ଓ ରବି ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ରାତ୍ରି ଘଣ୍ଟା ୪।୫୭।୬ ସେକେଣ୍ଡ୍, ପରେ ଶ୍ରବଣାନକ୍ଷତ୍ର ମକରରାଶି ଓ ଚନ୍ଦ୍ର ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ।  ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!