ଦୋଳପୂର୍ଣ୍ଣିମାମା’ମଙ୍ଗଳାଙ୍କ ମନ୍ଦିରରେ ରାଧାକୃଷ୍ଣଙ୍କର ଦୋଳମଣ୍ଡପକୁ ବିଜେ ଓ ନୂତନ ପଞ୍ଜିକାପାଠ, ଶ୍ରୀଚୈତନ୍ୟଙ୍କ ୫୩୨ତମ ଜୟନ୍ତୀ ପାଳନ, ଗୁରୁପୂର୍ଣ୍ଣିମା ବ୍ରତ। ଆଜିର ପାଞ୍ଜି: ମାର୍ଚ୍ଚ ୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୧, ୨୦୧୮

ଦୋଳପୂର୍ଣ୍ଣିମାମାମଙ୍ଗଳାଙ୍କ ମନ୍ଦିରରେ ରାଧାକୃଷ୍ଣଙ୍କର ଦୋଳମଣ୍ଡପକୁ ବିଜେ ଓ ନୂତନ ପଞ୍ଜିକାପାଠ, ଶ୍ରୀଚୈତନ୍ୟଙ୍କ ୫୩୨ତମ ଜୟନ୍ତୀ ପାଳନ, ଗୁରୁପୂର୍ଣ୍ଣିମା ବ୍ରତ। 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୨|୧୨|୨୧ ଇଂ ପ୍ରାତଃ ଘ ୬|୬|୫୧ସେ

ସୂର୍ଯ୍ୟାସ୍ତ   ସିଂହ ଦ୩|୦|୩୭    ଇଂସଂଧ୍ୟା ଘ୫|୪୪|୪୬ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୧୭ଦିନ ରାଷ୍ଟ୍ରିୟ ଫାଲଗୁନମାସ ୧୦ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀତିଥି ସକାଳ ଘଣ୍ଟା ୮।୫୭।୪୬ସେକେଣ୍ଡ୍,

କ୍ଷୟ ପୂର୍ଣ୍ଣିମାତିଥି ନିଶାନ୍ତ ଘଣ୍ଟା ୬।୬।୨୩ସେକେଣ୍ଡ୍,

ମଘା ନକ୍ଷତ୍ର ରାତ୍ର ଘଣ୍ଟା ୧୧।୪୭।୧୩ସେକେଣ୍ଡ୍, ସିଂହଚନ୍ଦ୍ର ଅହୋରାତ୍ର,

ଅତିଗଣ୍ଡଯୋଗ ସକାଳ ଘଣ୍ଟା ୭।୪୬।୧୮ସେକେଣ୍ଡ୍, କ୍ଷୟ ସୁକର୍ମାଯୋଗ ନିଶାନ୍ତ ଘଣ୍ଟା ୪।୨୯ମିନିଟ୍,

ବାଣିଜ୍ୟକରଣ ସକାଳ ଘଣ୍ଟା ୮।୫୭।୪୬ସେକେଣ୍ଡ୍, ବିଷ୍ଟିକରଣ ରାତ୍ର ଘଣ୍ଟା ୭।୩୭ମିନିଟ୍

ରବ୍ୟଂଶଽ୧୬।୧୬।୧୮, ସୂକ୍ଷ୍ମଚନ୍ଦ୍ର ରାଶି ୪।୨।୩୯।୧୪,

ଦିନମାନ ଘଣ୍ଟା ୧୧।୩୭।୫୪ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୨୨।୬ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ସକାଳ ଘଣ୍ଟା ୮।୫୭।୪୬ସେକେଣ୍ଡ୍, ପରେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ସକାଳ ଘଣ୍ଟା ୮।୫୭।୪୬ସେକେଣ୍ଡ୍, ମଧ୍ୟେ ବିରିଜାତୀୟ ଖାଦ୍ୟ ନ ଖାଇଲେ ଭଲ ଓ ପରେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଧ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ରାତ୍ର ଘଣ୍ଟା ୨।୪୯ମିନିଟ୍ ରୁ ଘଣ୍ଟା ୩।୩୯ମିନିଟ୍ ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୪୦ମିନିଟ୍, ଦିବା ଘଣ୍ଟା ୧୦।୪୬ମିନିଟ୍ ରୁ ଘଣ୍ଟା ୧।୬ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୧।୪୭।୧୩ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କର୍କଟ ରାଶିର ଘାତଚନ୍ଦ୍ର। ତୁଳା, କୁମ୍ଭ ରାଶିର ଘାତବାର।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୧୧।୪୭।୧୩ସେକେଣ୍ଡ୍ ମଧ୍ୟେ ପାଞ୍ଚମାସ ପରେ ସାତମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ କଳହୀ ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧।୨୫ମିନିଟ୍ ରୁ ଘଣ୍ଟା ୨।୫୨ମିନିଟ୍ ମଧ୍ୟେ । କାଳବେଳା- ଦିବା ଘଣ୍ଟା ୨।୫୨ମିନିଟ୍ ରୁ ଘଣ୍ଟା ୪।୨୦ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୪।୨୦ମିନିଟ୍ ରୁ ଘଣ୍ଟା ୫।୪୭ମିନିଟ୍ ମଧ୍ୟେ । କାଳରାତ୍ରି- ରାତ୍ରି ଘଣ୍ଟା ୧୧।୫୮ମିନିଟ୍ ରୁ ଘଣ୍ଟା ୧।୩୦ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୧୬।୧୬।୧୮-୨୪/୧୧, ଚନ୍ଦ୍ରରାଶି-୪।୨।୩୯।୧୪-୧୦/୫, ମଙ୍ଗଳରାଶି-୭|୨୬|୧୧|୧୩-୧୮/୮, ବୁଧରାଶି-୧୦|୨୬|୧୨|୪୦-୨୫/୧୧, ବୃହସ୍ପତି ରାଶି-୬|୨୯|୨|୧୭-୧୬/୭, ଶୁକ୍ରରାଶି-୧୦|୨୮|୨୮|୪୨-୨୫/୧୧, ଶନିରାଶି-୮|୧୩|୧୨|୭-୧୯/୯, ରାହୁରାଶି-୩|୨୦|୫୦|୫-୯/୪, କେତୁରାଶି-୯|୨୦|୫୦|୫-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ଘଣ୍ଟା ୫|୧୧ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ମୀନ ଘଣ୍ଟା ୬|୫୧ମିନିଟ୍, ମେଷ ଘଣ୍ଟା ୮|୨୪ମିନିଟ୍, ବୃଷ ଘଣ୍ଟା ୧୦|୭ମିନିଟ୍, ମିଥୁନ ଘଣ୍ଟା ୧୨|୬ମିନିଟ୍, କର୍କଟ ଘଣ୍ଟା ୨|୧୯ମିନିଟ୍, ସିଂହ ଘଣ୍ଟା ୪|୩୩ମିନିଟ୍, କନ୍ୟା ଘଣ୍ଟା ୬|୪୨ମିନିଟ୍,ତୁଳା ଘଣ୍ଟା ୮|୫୦ମିନିଟ୍, ବିଛା ଘଣ୍ଟା ୧୧|୧ମିନିଟ୍, ଧନୁ ଘଣ୍ଟା ୧|୧୬ମିନିଟ୍, ମକର ଘଣ୍ଟା ୩|୨୨ମିନିଟ୍, କୁମ୍ଭ ଘଣ୍ଟା ୫|୧୧ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ନାହିଁ ।  

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୧୧।୪୭।୧୩ସେକେଣ୍ଡ୍ ମଧ୍ୟେ ମଘା ନକ୍ଷତ୍ର ସିଂହ ରାଶି ଓ କେତୁ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ରାତ୍ର ଘଣ୍ଟା ୧୧।୪୭।୧୩ସେକେଣ୍ଡ୍ ପରେ ପୂର୍ବାଫାଲଗୁନି ନକ୍ଷତ୍ର ସିଂହରାଶି ଓ ଶୁକ୍ର ମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!