ସୂର୍ଯ୍ୟଉଦୟ ପ୍ରାତଃ ଘ୬|୨୨|୩୨ ସୂର୍ଯ୍ୟାସ୍ତ ସଂଧ୍ୟା ଘ୫|୩୧|୨୪। ତୁଳା ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୧, ୨୦୧୮

ସୂର୍ଯ୍ୟଉଦୟ ମକର ଦ୨|୪୪|୫୪ ଇଂ ପ୍ରାତଃ ଘ୬|୨୨|୩୨ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କର୍କଟ ଦ୩|୨୬|୪୨   ଇଂ ସଂଧ୍ୟା ଘ୫|୩୧|୨୪ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୧୯ ଦିନ ରାଷ୍ଟ୍ରିୟ ମାଘମାସ ୧୨ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ପ୍ରତିପଦତିଥି ଦିବା ଘ୩।୪୩।୫୫ସେ,

ଅଶ୍ଳେଷା ନକ୍ଷତ୍ର ଦିବା ଘ୩।୬।୧ସେ, କର୍କଟଚନ୍ଦ୍ର ଦିବା ଘ୩।୬।୧ସେ,

ସୌଭାଗ୍ୟଯୋଗ ରାତ୍ରି ଘ୧୦।୪୦।୫ସେ,

କୌଳବକରଣ ଦିବା ଘ୩।୪୪।୨ସେ, ତୈତିଳକରଣ ରାତ୍ରି ଘ୨।୧୫।୦ସେ,

ରବ୍ୟଂଶଽ୧୮।୦।୯, ସୂକ୍ଷ୍ମଚନ୍ଦ୍ର ରାଶି ୩।୨୪।୩୬।୪୯,

ଦିନମାନ ଘ୧୧।୮।୫୨ସେ, ନିଶାମାନ ଘ୧୨।୫୧।୮ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପୂର୍ବେ ଦିବା ଘ୩।୪୩।୫୫ସେ, ପରେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବା ଘ୩।୪୩।୫୫ସେ, ମଧ୍ୟେ ପାଣି କଖାରୁ ଓ ପରେ ବୋଇତିକଖାରୁ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା- ରାତ୍ରି ଘ୨।୫୭ମି ରୁ ଘ୩।୪୯ମି ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଦୟରୁ ସକାଳ ଘ୭।୫୨ମି, ଦିବା ଘ୧୦।୫୦ମି ରୁ ଘ୧।୪ମି ମଧ୍ୟେ।  

ଆହୁରି ପଢନ୍ତୁ: ବାସ୍ତୁ ଦୋଷ ଖଣ୍ଡନ ପାଇଁ କରନ୍ତୁ ଦଶଟି ଉପାୟ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, କନ୍ୟା,  ତୁଳା, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘ୩।୬।୧ସେ ଗତେ ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।   

ତାରାଶୁଦ୍ଧି-

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘ୩।୬।୧ସେ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ତୁଳା ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଦିବା ଘ୩।୬।୧ସେ ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ ପରେ ପାଞ୍ଚମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ଦୁଃଖଭୋଗିନୀ।  ପ୍ରତିକାର କରଣୀୟ।  

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ। 

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘ୩।୪୩ମି ଗତେ ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭ ସମୟ-

ରାହୁକାଳ-ଦିବାଘ୧।୨୨ମି ରୁ ଘ୨।୪୬ମି ମଧ୍ୟେ । କାଳବେଳା-ଦିବାଘ୨।୪୬ମି ରୁ ଘ୪।୧୦ମି ମଧ୍ୟେ । ବାରବେଳା- ଦିବାଘ୪।୧୦ମି ରୁ ଘ୫।୩୪ମି ମଧ୍ୟେ । କାଳରାତ୍ରି- ରାତ୍ରିଘ୧୧।୫୯ମି ରୁ ଘ୧।୩୫ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୧୮।୦।୯-୨୨/୧୦, ଚନ୍ଦ୍ରରାଶି-୩।୨୪।୩୬।୪୯-୯/୪, ମଙ୍ଗଳରାଶି-୭|୯|୧୭| ୩୦-୧୭/୮, ବୁଧରାଶି-୯|୬|୩୯|୭-୨୧/୧୦, ବୃହସ୍ପତିରାଶି-୬|୨୭|୧୦|୩୧-୧୬/୭, ଶୁକ୍ରରାଶି-୯|୨୩|୨୬|୫୯-୨୩/୧୦, ଶନିରାଶି-୮|୧୦|୪୩|୩୧-୧୯/୯, ରାହୁରାଶି-୩|୨୦|୫୩|୪୦-୯/୪, କେତୁରାଶି-୯|୨୦|୫୩|୪୦-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ଘ୫|୧୨ମି ରୁ ମକର ଲଗ୍ନ ଆରମ୍ଭ। କୁମ୍ଭଘ୭|୫ମି ରୁ ଆରମ୍ଭ।   

ମକର ପ୍ରାତଃ ଘ୬|୨୪ମି, କୁମ୍ଭଘ୭|୫ମି, ମୀନଘ୮|୪୧ମି, ମେଷଘ୧୦|୧୪ମି, ବୃଷଘ୧୧|୫୭ମି,   ମିଥୁନଘ୧|୫୭ମି, କର୍କଟଘ୪|୯ମି, ସିଂହ ଘ୬|୨୩ମି, କନ୍ୟା ଘ୮|୩୨ମି, ତୁଳା ଘ୧୦|୪୦ମି, ବିଛା ଘ୧୨|୫୨ମି, ଧନୁଘ୩|୬ମି, ମକର ଘ୫|୧୨ମି ରୁ ଲଗ୍ନ ଆରମ୍ଭ ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି କୋର୍ଟବିବାହ, କ୍ରୟବିକ୍ରୟ, ନୌକାନିର୍ମାଣ, ବିହନବୁଣା କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୩।୬।୧ସେ,ମଧ୍ୟେ ଅଶ୍ଳେଷା ନକ୍ଷତ୍ର କର୍କଟରାଶି ବୁଧ ମହାଦଶାରେ ଜନ୍ମ ପରେ ମଘାନକ୍ଷତ୍ର ସିଂହରାଶି କେତୁ ମହାଦଶାରେ ଜନ୍ମ ହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!