ଶୁକ୍ର କରିଛନ୍ତି ରାଶି ପରିବର୍ତ୍ତନ, ଦେଖନ୍ତୁ କଣ ରହିବ ଆପଣଙ୍କ ରାଶି ଉପରେ ଏହାର ପ୍ରଭାବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବନ୍ଧୁଗଣ ନମସ୍କାର ଶୁକ୍ର ୩୦ ଡିସେମ୍ବର ୨୦୨୧ ଠାରୁ ଧନୁରାଶିରେ ପ୍ରବେଶ କରିଛନ୍ତି । ଶୁକ୍ର ଧନୁ ରାଶିରେ ବକ୍ର ଗୋଚର କରିବା ଦ୍ଵାରା ୧୨ଟି ରାଶିରେ କିପରି ଫଳ ମିଳିବ ଆସନ୍ତୁ ଜାଣିବା ୧-ମେଷ: ମେଷ ରାଶିର ବ୍ୟକ୍ତି ମାନଙ୍କର ଶାରୀରିକ ସମସ୍ଯା ଦେଖାଦବ । ମାନସିକ ଚିନ୍ତା ବଢିବ । ଆର୍ଥିକ ସମସ୍ଯା ଦେଖା ଦବ । ସ୍ତ୍ରୀ ଲୋକମାନଙ୍କର ଶରୀରରେ କିଛି ସମସ୍ଯା ଦେଖା ଦବ । ଆପଣ କିଛି ମାନସିକ ଚିନ୍ତା ରେ ପଡ଼ିପାରନ୍ତି । ୨- ବୃଷ: ଆପଣଙ୍କର ପ୍ରତ୍ୟକ କାର୍ଯ୍ୟରେ ଲାଭବାନ ହେବେ । ନୂତନ ବସ୍ତ୍ର ପରିଧାନ କରିବେ । ଆପଣଙ୍କର ସ୍ୱାସ୍ଥ୍ୟ ଉତମ ରହିବ। ବନ୍ଧୁମାନଙ୍କ ଠାରୁ ସହାୟତା ପାଇବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now


ଭାଗ୍ୟ ଆପଣଙ୍କର ଶାଥ ଦବ । ୩- ମିଥୁନ : ଆପଣଙ୍କର ଲାଗିରହିଥିବା ସମସ୍ଯାରୁ ମୁକ୍ତି ପାଇବେ । ଆପଣଙ୍କର ସମୟଟି ବହୁତ ଭଲ ରହିବ। ପରିବାରରେ ସୁଖ ଶାନ୍ତି ଦେଖା ଦବ । ଦାମ୍ପତ୍ୟ ଜୀବନରେ ଖୁସି ପାଇବେ । ଅବିବାହିତ ମାନଙ୍କର ବିବାହସ୍ଥିର ହୋଇଯିବ । ୪- କର୍କଟ : ଆପଣଙ୍କର ପରିଶ୍ରମର ଫଳ ମିଳିବ ।

ଆପଣଙ୍କର ଜୀବନ ସାଥିଙ୍କ ସହ କିଛି ବିବାଦ ହବାର ସମ୍ଭାବନା ଅଛି। ଆପଣଙ୍କର କିଛି ଧନ ହାନି ହେବାର ଆଶଙ୍କା ଅଛି। ନିଜର ପୈତୃକ ସମ୍ପତି ବିକ୍ରି କରିପାରନ୍ତି । ୫- ସିଂହ : ଆପଣଙ୍କର ଶାରୀରିକ ସମସ୍ଯା ଦେଖା ଦବ । ଜୀବନ ସାଥିଙ୍କ ସହିତ କିଛି ମାନ ମତାନ୍ତର ଦେଖା ଦବ । ଦୁର୍ଘଟଣା ହବାର ଆଶଙ୍କା ଅଛି । ୬ – କନ୍ୟା : ଆପଣ ପୁତ୍ର ସନ୍ତାନ ଲାଭ ହେବେ ।

ଧନ ବୃଦ୍ଧି ହବ । ଆପଣ ପ୍ରତିଯୋଗୀ ପରୀକ୍ଷା ରେ ସଫଳତା ପାଇବେ । ପ୍ରେମ ସମ୍ବଧୀୟ କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବେ । ଦାମ୍ପତ୍ୟ ଜୀବନରେ ଖୁସି ପାଇବେ । ପରିବାରରେ ସୁଖ ଶାନ୍ତି ଦେଖା ଦବ । ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ୭- ତୁଳା : ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ । ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ପରିବାରରେ ସୁଖ ଶାନ୍ତି ଦେଖା ଦବ ।

ଭୋଗ ବିଳାସରେ ଜୀବନ ଅତିବାହିତ କରିବେ । ମାଙ୍କ ଠାରୁ ଲାଭ ବାନ ହେବେ । ୮- ବିଛା : ଆପଣଙ୍କର କିଛି ନୂତନ କାର୍ଯ୍ୟ କରିବାର ସାହସ ବଢିବ । ଆପଣଙ୍କର ମାନ ସନ୍ନମାନ ବୃଦ୍ଧି ହବ । ପ୍ରତିଷ୍ଠା ହାସଲ କରିବେ । ଭାଇ ଭଉଣୀଙ୍କ ଠାରୁ ସାହାଜ୍ଯ ପାଇବେ । ନୂଆ ସମ୍ପତି କ୍ରୟ କରିବେ । ମନ ପ୍ରସନ୍ନ ରହିବ।

୯ – ଧନୁ : ଆପଣଙ୍କର ଧନ ଲାଭ ହବ । ସ୍ୱାସ୍ଥ୍ୟ ଉତ୍ତମ ରହିବ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ କୃତ କାର୍ଯ୍ୟ ହାସଲ କରିବେ । ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ମିଳିବ । ୧୦- ମକର : ଆପଣ ବହୁତ ଧନ ଲାଭ କରିପାରିବେ । ଅବିବାହିତ ମନଙ୍କର ବିବାହ ସ୍ଥିର ହୋଇଯିବ । ଗୃହରେ ଏକ ସନ୍ତାନ ଜନ୍ମ ଗ୍ରହଣ କରିବେ । ନୂତନ ବସ୍ତ୍ର ପରିଧାନ କରିବେ। ପରିବାରରେ ସୁଖ ଶାନ୍ତି ଦେଖା ଦବ ।

୧୧- କୁମ୍ଭ : ଆପଣ ମିତ୍ରଙ୍କ ଠାରୁ ଲାଭ ବାନ ହେବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଭୋଗ ବିଳାସରେ ଜୀବନ ଅତିବାହିତ କରିବେ । ଉତ୍ତମ ସ୍ୱାସ୍ଥ୍ୟ ରହିବ। ନୂଆ ସମ୍ପତି କ୍ରୟ କରିବେ । ୧୨- ମୀନ: ଆପଣ ଅଧିକ ଧନ ଲାଭ କରିବେ । ନିଜ କାର୍ଯ୍ୟରେ ସଫଳତା ହାସଲ କରିବେ । ପ୍ରେମ ସମ୍ବଧୀୟ କାର୍ଯ୍ୟରେ ସଫଳତା ପାଇବେ । ଜୀବନ ସାଥିଙ୍କର ସାହାଜ୍ଯ ପାଇବେ । ପାରିବାରିକ ଜୀବନ ବହୁତ ଭଲ ରହିବ। ଭୋଗ ବିଳାସରେ ସମୟ କାଟିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!