ପୂଜା କରିବା ସମୟରେ ଯଦି ଏହି ସଂକେତ ପାଆନ୍ତି ତାହାଲେ ଜାଣନ୍ତୁ ଭଗବାନ ଆପଣଙ୍କ ସହିତ ଅଛନ୍ତି- Shakuna Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ହିନ୍ଦୁ ଧର୍ମରେ ପୂଜାକୁ ବହୁତ ମହତ୍ଵ ଦିଆ ଯାଇଛି । ମଣିଷ ଭଗବାନଙ୍କ ଆରାଧନା କରି ତାଙ୍କର ଆଶ୍ରିବାଦ ପାଇବା ପାଇଁ ବହୁତ ପୂଜା ପାଠ କରନ୍ତି । ତାହା କରିବା ଦ୍ଵାରା ଭଗବାନ ପ୍ରସନ୍ନ ହୋଇ ମଣିଷର ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ବନ୍ଧୁଗଣ ଏହା ପୂଜାର ମହତ୍ଵ ଥିଲା । ବନ୍ଧୁଗଣ କିନ୍ତୁ ଯଦି ଆପଣ ପୂଜା କରୁଥିବା ସମୟରେ ଏହି ସଙ୍କେତ ଗୁଡିକ ପାଉଛନ୍ତି ତାହାଲେ ଆପଣ ଜାଣନ୍ତୁ ଆପଣଙ୍କ ଉପରେ ଭଗବାନ ପ୍ରସନ୍ନ ଅଛନ୍ତି । ଆପଣ ଭାବନ୍ତୁ ଆପଣଙ୍କ ପାଖରେ ଭଗବାନ ଅଛନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ସେହି ସଙ୍କେତ ଗୁଡିକ କଣ ଅଟେ । ବନ୍ଧୁଗଣ ମଣିଷ ପ୍ରତି ଦିନ କିଛିନା କିଛି କାର୍ଯ୍ୟରେ ବେସ୍ତ ରହିଥାଏ । କିନ୍ତୁ ତାହା ଭିତରୁ ସମୟ ବାହାର କରି ଭଗବାନଙ୍କୁ ପୂଜା କରିଥାଏ । ତାକୁ ଛାଡି ଆମ ସମସ୍ତଙ୍କ ଘରେ ଏକ ପୂଜା ଘର ରହିଥାଏ । ସେହିଠାରେ ଭଗବାନଙ୍କୁ ଆରାଧନା କରାଯାଇଥାଏ । କିନ୍ତୁ ଆପଣ ଜାଣିଥିବେ ଭଗବାନଙ୍କୁ ପୂଜା କରୁଥିବା ସମୟରେ ଭଗବାନ ଆପଣଙ୍କୁ କିଛି ଦିବ୍ୟ ସଙ୍କେତ ଦେଇଥାନ୍ତି । ଏହାର ଅର୍ଥ ବହୁତ ଭଲ ହୋଇଥାଏ ।

ଏହି କଥାର ଅର୍ଥ ବହୁତ କମ ଲୋକ ଜାଣିଥାନ୍ତି । ଯାହା ଉପରେ ଭଗବାନଙ୍କ କୃପା ଦ୍ରୁଷ୍ଟି ରହିଥାଏ । ଆସନ୍ତୁ ଜାଣିବା ସେହି ସଙ୍କେତ କଣ ହୋଇଥାଏ । ଯଦି ଆପଣ ପୂଜା କରିବା ସମୟରେ ଏକ ସାଧୁ ଲୋକ ଆସି ଆପଣଙ୍କ ଘର ଅଗଣାରେ ଠିଆ ହୋଇ ବହୁତ ବଡ ପାଟିରେ ଏଶ୍ବରଙ୍କ ନାମ ନେଇଥାନ୍ତି ତାହାଲେ ଆପଣ ଜାଣିବେ ଆପଣଙ୍କ ଘର ଆଗରେ ଇଶ୍ଵର ଆସିଠିଆ ହୋଇଛନ୍ତି ।

ଆପଣ ତାଙ୍କୁ କେବେବି ଭୀକାରି ଭବିବେ ନାହିଁ ଆପଣଙ୍କ ପାଖରେ ଯେତିକି ସମ୍ଭବ ସେତିକି ଦାନ କରିବେ । ଏହା କରିବା ଦ୍ଵାରା ଆପଣଙ୍କର ସବୁକିଛି ଶୁଭ ହୋଇଥାଏ । 2ରେ ଯଦି ଆପଣ ପୂଜା କରିବା ସମୟରେ ଆପଣଙ୍କର ଦୀପର ଶିକ୍ଷା ଅଧିକ ହେଲା ତାହାଲେ ଆପଣ ଜାଣିବେ ସେହି ଜାଗାରେ ଭଗବାନ ଅଛନ୍ତି ।

ତାଙ୍କର କୃପା ଆପଣଙ୍କ ଉପରେ ଅଛି । 3ରେ ଯଦି ଆପଣ ପୂଜା କରୁଥିବା ସମୟରେ ଭଗବାନଙ୍କୁ ଦେଇଥିବା ଫୁଲ ଯଦି ତଳେ ପଡିଗଲା ତାହାଲେ ଜାଣିବେ ଆପଣଙ୍କ ପୂଜାରେ ଭଗବାନ ପ୍ରସନ୍ନ ଅଛନ୍ତି । ଭଗବାନଙ୍କ କୃପା ଆପଣଙ୍କ ଉପରେ ଅଛି ।

ଯଦି ଆପଣ ପୂଜା କରୁଥିବା ସମୟରେ କୌଣସି ବ୍ୟକ୍ତି ଧନ କିମ୍ବା କିଛି ଉପହାର ଆଣି ଆପଣଙ୍କ ଘରକୁ ଆସୁଛନ୍ତି ତାହାଲେ ଆପଣ ଜାଣିବେ ଆପଣଙ୍କ ଉପରେ ଭଗବାନ ପ୍ରସନ୍ନ ଅଛନ୍ତି । ତାହଲେ ବନ୍ଧୁଗଣ ଜାଣିଲେ ତ ଏହି ସଙ୍କେତ ଯଦି ଦେଖାଯାଉଛି ଆପଣ ପୂଜା କରୁଥିବା ସମୟରେ ତାହାଲେ ଆପଣ ଜାଣିବେ ଆପଣଙ୍କ ଉପରେ ଭଗବାନ ପ୍ରସନ୍ନ ଅଛନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!