ରବିବାର କେଉଁ କାମ କରିବା ଉଚିତ ଓ କଣ କରିବା ଅନୁଚିତ, ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

କେଉଁ ବାରରେ କେଉଁ କର୍ମକଲେ ଶୁଭ ହେବ ଆସନ୍ତୁ ଜାଣିବା- ଶୁକ୍ରବାର, ସୋମବାର, ବୁଧବାର ଓ ଗୁରୁବାର ଏହି ଚାରି ବାର ସମସ୍ତ ଶୁଭକର୍ମରେ ପ୍ରଶସ୍ତ ଏବଂ ରବିବାର, ମଙ୍ଗଳବାର ଓ ଶନିବାର ଏହି ତିନିବାର କେତେକ କାର୍ଯ୍ୟରେ ଶୁଭ ହେବ । ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ଯଦି ଆପଣ ଘରୁ କୌଣସି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଦିନ ଅନୁସାରେ ଏହାର ସମାଧାନ କରିବାକୁ ଭୁଲନ୍ତୁ ନାହିଁ । ଏହି ପଦକ୍ଷେପ ଗୁଡିକ ଦିନର ପ୍ରତିକୂଳତା ଓ ଅନୁକୂଳତାରେ ପରିବର୍ତ୍ତନ ହୋଇଥାଏ । ରବିବାର କର୍ମ ନିର୍ଣ୍ଣୟ- ରାଜକର୍ମ, ରାଜାଭିଷେକ, ରାଜଗମନ, ରାଜଦର୍ଶନ, ଯଜ୍ଞ, ହୋମାଦି କର୍ମ ଓ ଭୂମିକର୍ମ ପ୍ରଭୃତି ରବିବାର ଦିନ କରିବ ।

ରବିବାର ଦିନ କଣ କରିବ- ଏହି ବାରରେ ବିଜ୍ଞାନ, ଇଞ୍ଜିନିୟରିଂ, ସେନା, ଶିଳ୍ପ ଶକ୍ତି, ଚିକିତ୍ସା, ପ୍ରଶାସନିକ ଶିକ୍ଷା, ନୂତନ ବସ୍ତ୍ର ଧାରଣ, ନୂତନ ଅଳଙ୍କାର ଧାରଣ କରିବା ଶୁଭ ହୁଏ । କର୍ମବ୍ୟବସାୟ ସମ୍ବନ୍ଧିତ- ରାଜ୍ୟ ପ୍ରଶାସନିକ କାର୍ଯ୍ୟ, ସେନା ଅଧିକାରୀ, ଔଷଧ, ଶସ୍ତ୍ର, ଅଗ୍ନି, ଖାଦ୍ୟ ଶସ୍ୟ, ସୁନା, ତମ୍ବା, ରୂପା, ଗାଈ, ବଳଦର କ୍ରୟ ବିକ୍ରୟ, ଚିକିତ୍ସା, ବଦ୍ୟୁତିକ, ମନ୍ତ୍ରଜପ ଓ ଯଜ୍ଞାନୁଷ୍ଠାନ କାର୍ଯ୍ୟ କରିଲେ ଶୁଭ ହୋଇଥାଏ । ୨- ରବିବାର ଦିନ ଯିବା ସମୟରେ ନିଜ ପାଖରେ ଏକ ପାନପତ୍ର ରଖି ଯାଆନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!