ମାର୍ଗଶିରମାସ ଶେଷଗୁରୁବାର ଲକ୍ଷ୍ମୀଙ୍କୁ ପ୍ରସନ୍ନକରି ଦୂରେଇ ପାରିବେ ଦାରିଦ୍ରତା ! କରନ୍ତୁ ଏହି ତିନୋଟି ଉପାୟ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମାର୍ଗଶିରମାସ ଶେଷଗୁରୁବାର ଲକ୍ଷ୍ମୀଙ୍କୁ ପ୍ରସନ୍ନକରି ଦାରିଦ୍ରତା ଦୂର କରନ୍ତୁ – Margashira Sesha Gurubara

 

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now
ମାର୍ଗଶିରମାସ ଶେଷଗୁରୁବାର
  • ସ୍ଥିରଧନ ପାଇବା ପାଇଁ ପ୍ରତ୍ୟେକ ଘରର ଦ୍ଵାର ଉପରେ ବାହାରପଟେ ସ୍ଵସ୍ତିକ ଚିହ୍ନ ସିନ୍ଦୁରରେ ଲେଖି ଅକ୍ଷତ ଲଗେଇ ଧୂପ ଦୀପ ଦେଖେଇ ପୂଜା କରିବେ ଦ୍ଵାରର ବାମପଟେ ଓ ଦକ୍ଷିଣପଟେ ମଧ୍ୟ ଭାଗରେ ଔଁ ଶ୍ରୀ ସିନ୍ଦୁରରେ ଲେଖିବେ। ଯାହା ଫଳରେ ଘରେ ବର୍ଷତମାମ୍ ସୁଖ ସମୃଦ୍ଧି ବଜାୟ ରହିବା ସହ ମାତା ଲକ୍ଷ୍ମୀଙ୍କର କୃପାରେ ଧନଧାନ୍ୟ ଗୋ ସମ୍ପତ୍ତିର ଅଭାବ ହୁଏ ନାହିଁ ।
  • ଘରର ମୁଖ୍ୟଦ୍ଵାର ସାମ୍ନାରେ କୌଣସି ଗଛ, ବିଦ୍ୟୁତ୍ ଖୁମ୍ବ ଥିଲେ ପ୍ରତ୍ୟେକ ଦିନ ସ୍ଵସ୍ତିକ ଚିହ୍ନ ଦ୍ଵାର ସାମ୍ନାରେ ମୁରୁଜରେ ପକେଇଲେ ତାହାର ଦୁଷ୍ପ୍ରଭାବ ନଷ୍ଟହୋଇ ଧନଧାନ୍ୟ ପ୍ରାପ୍ତିହେବ ।
  • ଗୁରୁବାରେ ସୂର୍ଯ୍ୟ ଉଦୟ ପୂର୍ବରୁ ପ୍ରବେଶ ଦ୍ଵାରରେ ଭିତରକୁ ଯିବାଭଳି ଲକ୍ଷ୍ମୀଙ୍କ ପାଦଚିହ୍ନ କରିବେ ଆଖପାଖରେ ଜୋତାଚପଲ ରଖିବେ ନାହିଁ କିମ୍ବା ସେ ପାଦଚିହ୍ନକୁ କେହିଯେମିତି ନ ମାଡନ୍ତି। ଏହାଦ୍ଵାରା ଘରେ ସମୃଦ୍ଧି ହେବ ।

This is the article for Margashira Sesha Gurubara


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!