ମଙ୍ଗଳବାର ଦିନ କରନ୍ତୁ ଏହି ୧୦ଟି କାର୍ଯ୍ୟରୁ କୌଣସି ଗୋଟେ, ଦୂର ହେବ ଦୁଃଖ କଷ୍ଟ ହେବ ଧନବର୍ଷା- Mangalbar Mahaupaya

ଶେୟାର କରନ୍ତୁ ଅନ୍ୟମାନକ ସହିତ

କୁହାଯାଏ କି ମଙ୍ଗଳ ତ ମଙ୍ଗଳକର୍ତ୍ତା ଅଟନ୍ତି । ଯଦି ମଙ୍ଗଳ ଭଲରେ ଥିବେ ତେବେ ଜୀବନରେ ମଙ୍ଗଳ ହିଁ ହୋଇଥାଏ । ମଙ୍ଗଳର କାମ ହେଲା ମଙ୍ଗଳ କରିବା । ମଙ୍ଗଳ ଅ-ଶୁ-ଭ ହୋଇଥାନ୍ତି ମାଂ-ସ ଖାଇଲେ, ଭାଇଙ୍କ ସହିତ ଝ-ଗ-ଡା କରିଲେ ଓ କ୍ରୋ-ଧ-ଭା-ବ ରଖିଲେ । ମଙ୍ଗଳଙ୍କର ଶ-ରୀ-ର-ର ର-କ୍ତ ଉପରେ ଅଧିକ ପ୍ରଭାବ ରହିଥାଏ । ସେଥିପାଇଁ ରକ୍ତ ସ-ମ୍ବ-ନ୍ଧୀ-ୟ ସମସ୍ତ ରୋ-ଗ ମଙ୍ଗଳଙ୍କ ଅ-ଶୁ-ଭ ପ୍ରଭାବରୁ ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳଙ୍କର ଦେବତା ଶ୍ରୀ ହନୁମାନ ଓ ଅବନତି ଦେବତା ବେ-ତା-ଳ ବା ଭୁ-ତ । ମଙ୍ଗଳ ଭଲ ହୋଇଥିଲେ ବ୍ୟକ୍ତି ସେ-ନା-ପ-ତି, ରାଜା ବା ନେତୃତ୍ଵକର୍ତ୍ତା ହୋଇଥାନ୍ତି । ଯଦି ମଙ୍ଗଳ ଖ-ରା-ପ ହୋଇଥାନ୍ତି ତେବେ ବ୍ୟକ୍ତି ଅ-ପ-ରା-ଧୀ, ଗୁ-ଣ୍ଡା ବା ଚୋ-ର ହୋଇଥାଏ । ମଙ୍ଗଳ ଦେବଙ୍କୁ ମାଂ-ସ ଖାଇବା ପସନ୍ଦ ନୁହେଁ । ସେହିପରି ପର ସ୍ତ୍ରୀ କୁ ଦେଖିବା ଓ ମି-ଛ କହିବା ମଧ୍ୟ ପସନ୍ଦ ନୁହେଁ ।

ମଙ୍ଗଳ ଗ୍ରହ ଭଲ ବାଟରେ ଯାଆନ୍ତି, କିନ୍ତୁ ମଙ୍ଗଳଙ୍କୁ ଖ-ରା-ପ ବୋଲି କୁହାଯାଏ, କାରଣ ସେ କ-ଦା-ପି ପଛକୁ ହଟନ୍ତି ନାହିଁ ତେଣୁ ଏହା ହିଁ ଅ-ଶୁ-ଭ ହେବାର କାରଣ ଅଟେ । ରବି, ବୁଧ ଓ ମଙ୍ଗଳଏକତ୍ର ରହିଲେ ମଙ୍ଗଳ ଶୁଭ ହୋଇଥାନ୍ତି । ଦଶମ ଭାବରେ ମଙ୍ଗଳ ରହିବା ଶୁଭ ହୋଇଥାଏ । ମଙ୍ଗଳ ଶୁଭ ମନାଯାଏ । ଯେପରି ଗୋଟିଏ ଭାବରେ ରବି ଓ ବୁଧଙ୍କ ଯୋଗ ବୁଧାଦିତ୍ୟ ଯୋଗ ହୋଇଥାଏ ସେହିପରି ମଙ୍ଗଳ ଶୁଭ ହୋଇଥାଏ । ଆସନ୍ତୁ ମଙ୍ଗଳବାର ଦିନ ମଙ୍ଗଳଙ୍କୁ ଶୁଭ କରିବା ପାଇଁ ଏହି ୧୦ଟି ଉପାୟ କରନ୍ତୁ । ଏଥିରେ ଆପଣଙ୍କର ସବୁ ମନୋକାମନା ପୂରଣ ହେବ, ଆର୍ଥିକ ସ-ମ-ସ୍ୟା ଦୂର ହେବ ଓ ସବୁ ସ-ଙ୍କ-ଟ-ରୁ ର-କ୍ଷା ପାଇବେ ।

୧- ମଙ୍ଗଳବାର ଦିନ ନିମ୍ବ ଗଛମୂଳରେ ସନ୍ଧ୍ୟା ସମୟରେ ଜଳ ଅର୍ପଣ କରନ୍ତୁ ଓ ଚାମେଲୀ ତେଲରେ ଦୀପ ଜଳାନ୍ତୁ । ଏହିପରି ୧୧ଟି ମଙ୍ଗଳବାର କରିବାକୁ ହେବ । ଯଦି ପାରିବେ ଏହି ଦିନ ଯେ କୌଣସି ଜାଗାରେ ନିମ୍ବ ଗଛ ଲଗାଇପାରିବେ ।

୨- ମଙ୍ଗଳବାର ଦିନ ବ୍ରତ ପାଳନ କରି ଶ୍ରୀ ହନୁମାନଙ୍କ ଉପାସନା କରନ୍ତୁ । ମଙ୍ଗଳବାର ଦିନ ଯେ କୌଣସି ହନୁମାନ ମନ୍ଦିରକୁ ଯାଇ ନଡିଆ, ସିନ୍ଦୂର, ଚାମେଲୀ ତେଲ, ଅତର, ଗୋଲାପ ମାଳ, ପା-ନ ବିଡା, ଗୁଡ ଓ ଚଣା ଚଢାନ୍ତୁ । ସେହି ଗୁଡ ଖାଆନ୍ତୁ ଓ ଅନ୍ୟକୁ ଖାଇବାକୁ ଦିଅନ୍ତୁ ।

୩- ମଙ୍ଗଳ ଗ୍ରହଙ୍କ ଖ-ରା-ପ ସ୍ଥିତିରେ ଧଳା ରଙ୍ଗର ସୁରମା ଆଖିରେ ଲଗାଇବା ଉଚିତ୍ । ଧଳା ନ ଥିଲେ କଳା ଲଗାଇପାରିବେ ।

୪- ରାଶି ଓ ଗୁଡରେ ତିଆରି ଲଡୁ ଓ ଖଣ୍ଡ ହଳଦୀ, ମସୁର ଡାଲି ଅସହାୟଙ୍କୁ ଦାନ କରନ୍ତୁ ।

୫- ରୋଟି କୁକୁରକୁ ଖାଇବାକୁ ଦିଅନ୍ତୁ ବା କସରା ଗାଈକୁ ରୋଟି ଖାଇବାକୁ ଦିଅନ୍ତୁ ।

୬- ପିଉସୀ ବା ଭଉଣୀଙ୍କୁ ଲାଲ୍ ରଙ୍ଗର ବସ୍ତ୍ର ଦାନ କରନ୍ତୁ ।

୭- ରୋଟି ତିଆରି କରିବା ପୂର୍ବରୁ ପ୍ରଥମେ ତାୱାରେ କିଛି ପାଣି ଛିଞ୍ଚି ଦିଅନ୍ତୁ ।

୮- ମଙ୍ଗଳବାର ଦିନ ଠାକୁରାଣୀଙ୍କୁ ଲାଲ୍ ବସ୍ତ୍ର, ଲାଲ୍ ଫଳ, ଲାଲ୍ ଫୁଲ, ଲାଲ୍ ଚନ୍ଦନ ଓ ଲାଲ୍ ରଙ୍ଗର ମିଠେଇ ଚଢାଇଲେ ମନୋକାମନା ପୂରଣ ହୋଇଥାଏ ।

୯- ମଙ୍ଗଳବାର ଦିନ ମନ୍ଦିରରେ ପତାକା ଚଢାଇ ଆର୍ଥିକ ସମୃଦ୍ଧି ହେବାର ପ୍ରାର୍ଥନା କରିବା ଉଚିତ୍ । ପାଞ୍ଚଟି ମଙ୍ଗଳବାର ପର୍ଯ୍ୟନ୍ତ ଏହପରି କଲେ ଆର୍ଥିକ ସ-ମ-ସ୍ୟା ଦୂର ହୋଇଯିବ ।

୧୦- ମଙ୍ଗଳବାର ଦିନ ଅଟାରେ ୫ଟି ଦୀପ ତିଆରି କରି ବଳିତା ପକେଇ ରାଶିତେଲ ଦେଇ ଗୋଟିଏ ବରପତ୍ର ଉପରେ ରଖି ଶ୍ରୀ ହନୁମାନଙ୍କ ମନ୍ଦିରରେ ଦୀପ ଜଳାଇ ଘରକୁ ଆସନ୍ତୁ । ପଛକୁ ଫେରି ନ ଚାହିଂଲେ କାର୍ଯ୍ୟରେ ସଫଳ ହେବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!