ଜାଣନ୍ତୁ ବାସ୍ତୁ ଶାସ୍ତ୍ର ସମ୍ବନ୍ଧିତ ଲୁଣର ଏହି ଉପାୟ, ଯାହା ଦୂର କରିବ ଆପଣଙ୍କ ସମସ୍ତ ସମସ୍ଯା- Vastu Shastra

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଛନ୍ତି ଲୁଣ ଆପଣଙ୍କୁ ରାତା ରାତି କୋଟିପତି କରିଦେବ । ଯଦି ଆପଣ ଏହି କାମ କରିବେ ତାହାଲେ ଆପଣ ଅତି ଶୀଘ୍ର ଧନୀ ହୋଇଯିବେ । ଯଦି ଆପଣ ଧନୀ ହବାକୁ ଚାହୁଛନ୍ତି ତାହାଲେ ଆପଣ ଏହି କାମ କରନ୍ତୁ ଦେଖିବେ ଆପଣ ନିଶ୍ଚିତ ଧନୀ ହୋଇଯିବେ ଆସନ୍ତୁ ଜାଣିବା ସେହି କାମ କଣ ଅଟେ । ବନ୍ଧୁଗଣ ଲୁଣ ଏକ ଏପରି ଜିନିଷ ଯାହାକି ସମସ୍ତଙ୍କ ଘରେ ପାଇଯିବେ ଏହା ରୋଷେଇରେ ବ୍ୟବହାର କରାଯାଏ । ଲୁଣ ବିନା ଖାଇବା ପଦାର୍ଥର ସ୍ଵାଦ ନଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି ଆମେ ଲୁଣ ପକେଇ ରୋଷେଇ କରିବା ତାହାଲେ ସେହି ପଦର୍ଥର ସ୍ଵାଦ ହୋଇଥାଏ । କିନ୍ତୁ ବହୁତ କମ ଲୋକ ଜାଣିଛନ୍ତି ଲୁଣକୁ ବାସ୍ତୁ ଶାସ୍ତ୍ରରେ ସ୍ଥାନ ଦିଆଯାଇଛି । ଲୁଣକୁ କିଛି ମନ୍ତ୍ରରେ ପ୍ରୟଗ କରାଯାଇଥାଏ । ଲୁଣ ସାହାଜ୍ଯରେ ଘରେ ଥିବା ନକାରତ୍ମକ ଶକ୍ତିକି ନଷ୍ଟ କରାଯାଇଥାଏ ।

ତାହାର ପ୍ରୟୋଗ ଦ୍ଵାରା ଘରେ ସକାରାତ୍ମକ ଶକ୍ତି ପ୍ରବେଶ ହୋଇଥାଏ । ଆପଣ ମାନେ ଜାଣିଥିବେ କିଛି ଲୋକ ବଶୀକରଣ ପାଇଁ ଲୁଣର ସାହାଜ୍ଯ ନେଇଥାନ୍ତି। ଯଦି  ଲୁଣକୁ ଠିକ ଭାବରେ ତନ୍ତ୍ର ମନ୍ତ୍ର କରିବେ ତାହଲେ  ରାତା ରାତି ଧନୀ ହୋଇଯିବେ । ଆସନ୍ତୁ ଜାଣିବା କିଛି ଉପାୟ ଯାହା ଦ୍ଵାରା ଆପଣ ଧନୀ ହୋଇଯିବେ ।

ଯଦି  ଗୋଟାଲୁଣକୁ ଏକ କାଚ ପାତ୍ରରେ ରଖି ତାହକୁ ଆପଣଙ୍କର ସ୍ନାନ ଘରେ ରଖିବେ ତାହାଲେ ଆପଣଙ୍କର ନକାରତ୍ମକ ଶକ୍ତି ଦୂର ହୋଇଯିବ ସକାରାତ୍ମକ ଶକ୍ତି ପ୍ରବେଶ କରିବ। ଯଦି ଆପଣ ସପ୍ତାହକୁ ଦୁଇଥର ପାଣିରେ କିଛି ଲୁଣ ପକେଇ ଘର ପୋଛା କରିବେ ଦେଖିବେ ଆପଣଙ୍କର ଧନର ଅବାଭ ହେବ ନାହିଁ ।

ଧନ ବୃଦ୍ଧି ହେବ । ଆପଣଙ୍କ ଘରେ ସକାରତ୍ମକ ଶକ୍ତି ବୃଦ୍ଧି ହବ । ଯଦି ଆପଣ ଲୁଣ ପାଣିରେ ହାତ ଗୋଡ ଧୋଇବେ ତାହଲେ  ଆପଣଙ୍କ ଶରୀର ଫ୍ରେସ ରହିବ। ଯଦି ଆପଣ ଲୁଣ ପାଣିରେ ଗାଧେଇକି ସୋଇବେ ଭଲ ନିଦ ହବ । ଉଷୁମ ଲୁଣ ପାଣିରେ କୁଳୁକୁଞ୍ଚା କାଲେ ପାଟିର ଯାବତୀୟ ରୋଗ ଭଲ ହୋଇଯିବ।

ଶରୀର ଆରମ ଲାଗିବ। ଯଦି  ଶିଶୁକୁ ସପ୍ତାହରେ ଗୋଟେ ଥର ଲୁଣ ମିଶା ପାଣିରେ ଗାଧେଇଦେବେ  ତାହଲେ ଛୁଆଙ୍କୁ ନଜର ଲାଗିବ ନାହିଁ । ଲୁଣକୁ ଏକ କାଚ ପାତ୍ରରେ ରଖି ସେଥିରେ ପାଞ୍ଚଟା ଲବଙ୍ଗ ରଖିଦେବେ ଦେଖିବେ ଆପଣଙ୍କ ଘରେ ଧନ ବୃଦ୍ଧି ହେବ ।

ଯଦି କୌଣସି ବ୍ୟକ୍ତିର ଚାକିରୀ ହଉନାହିଁ ତାହଲେ ଆପଣ ହାତରେ କିଛି ଲୁଣ ନେଇ ନିଜର ଶରୀର ଚାରିପଟେ ତିନି ଥର ବୁଲାନ୍ତୁ ତାହାପରେ ଆପଣ ତାକୁ ଫୋପାଡି ଦିଅନ୍ତୁ ଦେଖିବେ ଏହା କରିବା ଦ୍ଵାରା ଆପଣଙ୍କର ଚାକିରୀ ହୋଇଯିବ । ତାହାଲେ ଜାଣିଲେତ ଲୁଣକୁ ବ୍ୟବାହାର କଲେ କଣ ଫାଇଦା ମିଳିଥାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!