ଯଦି ଆପଣ କରନ୍ତି ଏହି 6ଟି କାମ କେବେବି ହୋଇପାରିବେ ନାହିଁ ଧନବାନ – ଭାଗ୍ୟ କେବେବି ଆପଣଙ୍କ ସାଙ୍ଗରେ ରହିବନି

ଶେୟାର କରନ୍ତୁ ଅନ୍ୟମାନକ ସହିତ

କରନ୍ତି ଏହି 6ଟି କାମ କେବେବି ହୋଇପାରିବେ ନାହିଁ ଧନବାନ

ସମସ୍ତ ମନୁଷ୍ୟର ଇଚ୍ଛା ଥାଏକି ସେ ବହୁତ ଧନବାନ ହେବ ଓ ନିଜ ଜୀବନ ବହୁତ ଅଏସ ଓ ଆରାମରେ ବିତାଇବ। ଯାହା ପାଇଁ ସେ ବହୁତ କଠିନ ପରିଶ୍ରମ କରି ବହୁତ ଧନ କମାଇବାରେ ନିଜ ଜୀବନ ବିତାଇ ଦିଏ। କିନ୍ତୁ ଯେତେ ଚେଷ୍ଟା କରି ମଧ୍ୟ ବ୍ୟକ୍ତି ସଫଳ ହୋଇପାରେ ନାହିଁ। ଏହା ଏଥିପାଇଁ ହୁଏ କାରଣ ବ୍ଯକ୍ତିର ପରିଶ୍ରମ ସହ ଭାଗ୍ଯର ସାଙ୍ଗରେ ରହିବା ମଧ୍ୟ ଆବଶ୍ୟକ। ଯଦି ଭାଗ୍ୟ ଆପଣଙ୍କ ସାଥିରେ ଥାଏ ତେବେ ବ୍ୟକ୍ତି ଅଳ୍ପ ପରିଶ୍ରମରେ ମଧ୍ୟ ଅଧିକ ସଫଳ ହୋଇପାରିବ। କିନ୍ତୁ ଆମେ ଦୈନିକ ଆମ ଜୀବନରେ ଜାଣତରେ ହେଉ ବା ଅଜାଣତରେ ଏମିତି ବହୁତ ଭୁଲ କରି ଥାଉ ଯେଉଁଥି ପାଇଁ ଆମକୁ ବହୁତ କ୍ଷତି ସହିବାକୁ ପଡେ। ଏହି ସବୁ ଭୁଲ ପାଇଁ ଆମର ଭାଗ୍ୟ ଆମଠାରୁ ମୁହଁ ମୋଡି ନିଏ। ଏବଂ ଆମର ଧନବାନ ହେବାର ସ୍ଵପ୍ନ, ସ୍ଵପ୍ନ ହୋଇ ରାହିଯାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ସେହି ସବୁ ବିଷୟରେ କହିବୁ ଯାହାକୁ ଭୁଲରେ ବି ନିଜ ଜୀବନରେ କେବେ କରିବେ ନାହିଁ, ଯଦି କରନ୍ତି ତେବେ କେବେବି ଧନବାନ ହୋଇପାରିବେ ନାହିଁ।

ଆସନ୍ତୁ ଜାଣିବା ସେହି ସାବୁ କାମ ଗୁଡିକ କଣ-

ଘରକୁ ବା ନିଜ ଆଖ ପାଖ ସାଫା ସୁତୁରା ନ ରଖିବା ଦ୍ଵାରା ଧନର ଦେବୀ ମାତା ଲକ୍ଷ୍ମୀ ରାଗିଥାନ୍ତି, ଏହି ଭଳି ଲୋକ କେବେ ଧନୀ ହୋଇପାରନ୍ତି ନହିଁ, ଏମାନଙ୍କ ପାଖରେ କେବେ ଧନ ରୁହେ ନାହିଁ।

ଯେଉଁ ବ୍ୟକ୍ତି ଅନ୍ୟ ବିଷୟରେ ଖରାପ କୁହେ ବା ତାହାର ଚିନ୍ତା ଧାରା ଖରାପ ସେହି ବ୍ୟକ୍ତିକୁ କେବେ ଧନ ପ୍ରାପ୍ତି ହୁଏ ନାହିଁ। ଏଭଳି ଲୋକ ପଇସା ଟିଏ ବହୁତ କଷ୍ଟରେ ପାଇଥାନ୍ତି।

ଯେଉଁ ବ୍ୟକ୍ତି ନିଜ ଦାନ୍ତ ଗୁଡିକୁ ସାଫା କରନ୍ତି ନାହିଁ, ସେଇ ବ୍ୟକ୍ତିଙ୍କ ପାଖରେ ଲକ୍ଷ୍ମୀ ରୁହନ୍ତି ନାହିଁ ବୋଲି ଚାଣକ୍ୟ ତାଙ୍କର ଏକ ଶ୍ଳୋକରେ କହିଥିଲେ। ଯାହା ଅନୁସାରେ କେବଳ ସାଫ ସୁତୁରା ଥିବା ଦାନ୍ତ ବ୍ୟକ୍ତି ଙ୍କ ପାଖରେ ଧନର ଦେବୀ ମା ଲକ୍ଷ୍ମୀ ରୁହନ୍ତି ଓ ପ୍ରଶନ୍ନ ହୁଅନ୍ତି।

ଯେଉଁ ବ୍ୟକ୍ତି ସୂର୍ଯ୍ୟ ଉଦୟ ଓ ଅସ୍ତ ସମୟରେ ଶୁଅନ୍ତି ସେମାନଙ୍କ ଉପରେ ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି, ଏହି ବ୍ଯକ୍ତିର ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି କିନ୍ତୁ ବ୍ୟକ୍ତିକୁ ସୋଇଥିବାର ଦେଖି ଚାଲିଯାନ୍ତି।

ବହୁତ ଲୋକନଙ୍କର ଅଭ୍ଯାସ ଅଛି ଯେ ଦିନର କୌଣସି ସମୟରେ ମଧ୍ୟ ସେମାନେ ପୂଜା କରିଥାନ୍ତି, କିନ୍ତୁ ଆମ ହିନ୍ଦୁ ଧର୍ମ ଅନୁସାରେ ପୂଜା କରିବାର ଏକ ଖାସ ସମୟ ଅଛି। ସକାଳ 4ଟା ରୁ 10ଟା ଭିତରେ ଓ ସନ୍ଧ୍ଯା ବେଳେ 6 ରୁ ରାତ୍ରି 9 ଭିତରେ ପୂଜା କରିବା ଉଚିତ। ଏହି ସମୟ କୁ ଛାଡି ଯଦି ଅନ୍ୟ କେଉଁ ସମୟରେ ପୂଜା କରାଯାଏ ତେବେ ଦେବୀ ଦେବତା ରାଗି ଥାନ୍ତି।

କିଛି ଲୋକ ଗୁରୁବାର ଦିନ ନଖ କାଟିଥାନ୍ତି, ମୁଣ୍ଡ ଧୋଇଥାନ୍ତି ଓ କପଡା ମଧ୍ୟ ସଫା କରନ୍ତି, କିନ୍ତୁ ପୁରାଣ ଅନୁସାରେ ଏହା କରିବା ଭୁଲ ଅଟେ। ଓ ଯଦି ଆପଣ ଏହି ସବୁ କାମ କରନ୍ତି ତେବେ ଏହା ଦ୍ଵାରା ଧନର ଦେବୀ ମାତା ଲକ୍ଷ୍ମୀ ରାଗି ଥାନ୍ତି।

 

ଯଦି ପୋଷ୍ଟଟି ଭଲ ଲାଗିଲା ଦୟାକରି ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!