ଏହି ତାରିଖରେ ଜନ୍ମ ହୋଇଥିବା ଲୋକ ଅଟନ୍ତି ଭାଗ୍ୟଶାଳୀ, ଭାଗ୍ୟରେ ଲେଖାଥାଏ ପ୍ରଚୁର ଧନ ସମ୍ପତ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସବୁ ଲୋକମାନଙ୍କର ସ୍ଵଭାବ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ । ସେହିପରି ସବୁ ଲୋକମାନଙ୍କର କିଛି ବିଶେଷତା ଥାଏ ଓ କିଛି ଦୁ-ର୍ବ-ଳ-ତା ମଧ୍ୟ ରହିଥାଏ । ଜ୍ୟୋତିଷ ଅନୁସାରେ ଏହି ସବୁ ସ-ମ୍ବ-ନ୍ଧ ବ୍ୟକ୍ତିର ଜନ୍ମ ସମୟ ଓ ତାରିଖ ସହିତ ଥାଏ । ଅଙ୍କ ଶାସ୍ତ୍ରରେ ଜନ୍ମ ତିଥି ଅନୁସାରେ ୧ ଠାରୁ ୯ ପର୍ଯ୍ୟନ୍ତ ଅଙ୍କ ନିର୍ଦ୍ଧାରିତ କରାଯାଇଛି । ଏହାକୁ ମୁ-ଳା-ଙ୍କ କୁହାଯାଏ । ପ୍ରତ୍ୟେକ ବ୍ୟକ୍ତିର ଜନ୍ମର ମୂ-ଳା-ଙ୍କ ତାର ଜନ୍ମ ତିଥି ଅନୁସାରେ ବାହାର କରାଯାଏ । ଏହି ମୂ-ଳା-ଙ୍କ ଆଧାରରେ ଜାତକ ବିଷୟରେ ବିଚାର କରାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରତ୍ୟେକ ମୂ-ଳା-ଙ୍କ ଉପରେ ଯେ କୌଣସି ଗ୍ରହଙ୍କ ଆ-ଧି-ପ-ତ୍ୟ- ହୋଇଥାଏ । ଯାହାର ପ୍ରଭାବ ଜାତକ ବ୍ୟକ୍ତିର ଜୀବନରେ ତାର ସ୍ଵଭାବ ଓ ଭବିଷ୍ୟତ ଉପରେ ମଧ୍ୟ ପଡିଥାଏ । ଅଙ୍କ ଶାସ୍ତ୍ର ଅନୁସାରେ ଯେ କୌଣସି ମାସର ୯, ୧୮ ଓ ୨୭ ତାରିଖରେ ଜନ୍ମ ଲୋକମାନଙ୍କର ମୂ-ଳା-ଙ୍କ ୯ ହୋଇଥାଏ । ଏହି ମୂ-ଳା-ଙ୍କରେ ସାହସ ଓ ପ-ରା-କ୍ର-ମର କାରକ ମଙ୍ଗଳ ଗ୍ରହଙ୍କ ଦ୍ଵାରା ପ୍ରଭାବିତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଜାତକର ବିଶେଷତା, ସ୍ଵଭାବ ଓ ଭବିଷ୍ୟତ ବିଷୟରେ ।

ମୂ-ଳା-ଙ୍କ ୯ସଂଖ୍ୟା ହେଉଥିବା ବ୍ୟକ୍ତିମାନଙ୍କର ଧନ ସମ୍ପତ୍ତି-

ମୂ-ଳା-ଙ୍କ ସଂଖ୍ୟା ୯ ହେଉଥିବା ବ୍ୟକ୍ତିମାନଙ୍କର ଆର୍ଥିକ ସ୍ଥିତି ଭଲ ରହିଥାଏ । ଏହି ମୂ-ଳା-ଙ୍କର ବ୍ୟକ୍ତିମାନଙ୍କୁ ପୂର୍ବପୁରୁଷଙ୍କ ଜମି ଧନ ସମ୍ପତ୍ତି ପ୍ରାପ୍ତି ହୋଇଥାଏ । ଏହି କାରଣରୁ ଅନେକ ସମୟରେ ବା-ଦ- ବି-ବା-ଦ-ର ସାମ୍ନା କରିବାକୁ ପଡିଥାଏ । ଏହି ମୂ-ଳା-ଙ୍କର ବ୍ୟକ୍ତିମାନଙ୍କୁ ବିବାହ ପରେ ଶ୍ଵସୁର ଘର ପକ୍ଷଙ୍କ ଠାରୁ ମଧ୍ୟ ଧନ ଲାଭ ହେବାର ସମ୍ଭାବନା ରହିଥାଏ । ଏହି ଲୋକମାନେ ନିଜର ଧନ ସମ୍ପତ୍ତି ବୃଦ୍ଧି କରିବା ସହିତ ଅଧିକ ଖର୍ଚ୍ଚ ମଧ୍ୟ କରିଥାନ୍ତି ।

ମୂ-ଳା-ଙ୍କ ୯ସଂଖ୍ୟା ହେଉଥିବା ବ୍ୟକ୍ତିମାନଙ୍କର ସ୍ଵଭାବ-

ମଙ୍ଗଳ ଗ୍ରହଙ୍କ ପ୍ରଭାବ ହେତୁ ମୂ-ଳା-ଙ୍କ ସଂଖ୍ୟା ୯ ଜାତକ ବ୍ୟକ୍ତିମାନେ ସାହସୀ, ପରିଶ୍ରମୀ, ଉତ୍ସାହୀ ଓ ଊର୍ଜାବାନ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ବହୁତ ଖୁସିମିଜାଜର ହୋଇଥାନ୍ତି । ଏହି କାରଣ ହେତୁ ସମସ୍ତଙ୍କ ପାଖରେ ପ୍ରିୟ ହୋଇଥାନ୍ତି, କିନ୍ତୁ ଏହି ବ୍ୟକ୍ତିମାନେ ଶୀଘ୍ର କ୍ରୋ-ଧି-ତ ମଧ୍ୟ ହୁଅନ୍ତି । ଏହି ମୂ-ଳା-ଙ୍କର ବ୍ୟକ୍ତିମାନେ ଅନୁଶାସନ ପ୍ରିୟ ହୋଇଥାନ୍ତି । ସେମାନେ ଯେତେ ସମସ୍ୟା ଆସିଲେ ମଧ୍ୟ ଧୈର୍ଯ୍ୟର ସହିତ ସାମ୍ନା କରିଥାନ୍ତି । ସେହି ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି ।

ମୂ-ଳା-ଙ୍କ ୯ସଂଖ୍ୟା ହେଉଥିବା ବ୍ୟକ୍ତିମାନଙ୍କର ପ୍ରେମ ସମ୍ବନ୍ଧ-

ମୂ-ଳା-ଙ୍କ ୯ସଂଖ୍ୟା ହେଉଥିବା ବ୍ୟକ୍ତିମାନଙ୍କର ପ୍ରେମ ସ-ମ୍ବ-ନ୍ଧ-ରେ ସ-ମ-ସ୍ୟା ଦେଖାଦିଏ । ଏହି ବ୍ୟକ୍ତିମାନଙ୍କର ପ୍ରେମ ସ-ମ୍ବ-ନ୍ଧ ସ୍ଥାଇ ରୁହେ ନାହିଁ । ଅ-ହଂ-କା-ର ଭାବ ହେତୁ ସ-ମ୍ପ-ର୍କ-ରେ ସ-ମ-ସ୍ୟା ସୃଷ୍ଟି ହୁଏ । ଏହି ବ୍ୟକ୍ତିମାନଙ୍କୁ ବୈବାହିକ ଜୀବନରେ ମଧ୍ୟ ସ-ମ-ସ୍ୟା-ର ସାମ୍ନା କରିବାକୁ ପଡିଥାଏ ।

ମୂ-ଳା-ଙ୍କ ୯ସଂଖ୍ୟା ହେଉଥିବା ବ୍ୟକ୍ତିମାନଙ୍କର କ୍ୟାରିୟର-

ମୂ-ଳା-ଙ୍କ ୯ସଂଖ୍ୟା ହେଉଥିବା ବ୍ୟକ୍ତିମାନେ କାହା ଅଧୀନରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ । ଏହି ବ୍ୟକ୍ତିମାନେ ଖେଳକୁଦ, ସେନାବାହିନୀ, ପୁ-ଲି-ସ ସେବା ସ-ମ୍ବ-ନ୍ଧି-ତ କ୍ଷେତ୍ରରେ ଭଲ କାର୍ଯ୍ୟ କରନ୍ତି । ଏହି ଲୋକମାନଙ୍କୁ ପ୍ରଥମେ ସଂ-ଘ-ର୍ଷ କରିବାକୁ ପଡିଥାଏ, କିନ୍ତୁ ନିଜର ଇଛା ଶକ୍ତି ବଳରେ ଜୀବନର ଉପଲବ୍ଧି ଓ ସଫଳତା ହାସିଲ କରିପାରନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!