ଦକ୍ଷିଣଦ୍ଵାର ଥିବା ବାସଗୃହ– ଦକ୍ଷିଣ ଦିଗରେ ମୁଖ୍ୟଦ୍ଵାର ଠିକ ନା ଭୁଲ ? କଣ କରିବେ ପ୍ରତିକାର- Vastu Tips

ଦକ୍ଷିଣଦ୍ଵାର ଥିବା ବାସଗୃହ– ଦକ୍ଷିଣ = ୧-ବାୟୁ- ବାୟୁ ଭୟ । ୨-ପୁଷା- କଷ୍ଟ । ୩-ବିତଥ- ଶୁଭ । ୪-ଗୃହକ୍ଷତ- ଯଶ । ୫-ଯମ- ମହାଦୁଃଖ । ୬-ଗନ୍ଧର୍ବ- ମାଧ୍ୟମ । ୭-ଭୃଙ୍ଗରାଜ- ମଧ୍ୟମ । ୮-ମୃଗ- ମାଧ୍ୟମ । ୯- ପିତୃ- ମାଧ୍ୟମ । ଦକ୍ଷିଣ ଦିଗରେ ସଡ଼କ ଥିଲେ ଗୃହ ଦକ୍ଷିଣାଭିମୁଖୀ ହୁଏ । ଏଭଳି ଭୂଖଣ୍ଡର ଗୃହନିର୍ମାଣ କରିବା ବେଳେ ବାସ୍ତୁ ନିୟମ ପାଳନ … ଅଧିକ ପଢନ୍ତୁ

କନ୍ୟା ରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ 12ଟି ରାଶିର ଶୁଭାଶୁଭ, ଏହି 4ଟି ରାଶିର ବନୁଛି ମହାସଂଯୋଗ

ତା ୧୭ / ୯ / ୨୦୨୧ ମସିହା ଶୁକ୍ରବାର ଦିନ କନ୍ୟାରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ … ଅଧିକ ପଢନ୍ତୁ

ହସ୍ତରେଖା ଜ୍ୟୋତିଷ:- ହାତରେ ଥିବା ତିଳ ଚିହ୍ନ ବା କଳାଜାଇର ଶୁଭ ଅଶୁଭ ସଂକେତ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତରେ ଥିବା ରେଖା ଓ ତିଳ ଚିହ୍ନ ମାଧ୍ୟମରେ ଜୀବନର ଭବିଷ୍ୟତ ବିଷୟରେ ଜାଣି ହୁଏ । ଏହା ବ୍ୟତୀତ ଶରୀରରେ ଥିବା ତିଳ ଚିହ୍ନରେ ମଧ୍ୟ ଭବିଷ୍ୟତ ବିଷୟରେ ଜାଣି ହୁଏ । ହାତରେ ରେଖା ସହିତ ତିଳ ଚିହ୍ନ ମଧ୍ୟ ରହିଥାଏ । ସାମୁଦ୍ରିକ ଶାସ୍ତ୍ରରେ ଏହି ଚିହ୍ନର ବିଶେଷ ମହତ୍ଵ ଥାଏ । ଏହି ତିଳ କିଛି ଶୁଭଫଳ ଓ କିଛି … ଅଧିକ ପଢନ୍ତୁ

ସେପ୍ଟେମ୍ବର 06 ତାରିଖ ରୁ ସେପ୍ଟେମ୍ବର 12 ତାରିଖ ସାପ୍ତାହିକ ରାଶିଫଳ, ଏହି 3 ରାଶି ଏ ସପ୍ତାହରେ ପାଇବେ ଆକସ୍ମିକ ଧନ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟକରି ପଦୋନ୍ନତିର ସୁଯୋଗ ପାଇବେ । ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବା ଫଳରେ ଅଧିକାରୀ କାମରେ ପ୍ରସନ୍ନ ରହିବେ । ସାମାଜିକ ପତିଆରା ଅମଳିନ ରହିବ ଓ ଆର୍ଥୀକ ଅବସ୍ଥାରେ ପରିବର୍ତ୍ତନ ଆସିବ । ବ୍ୟବସାୟ କ୍ଷେତ୍ରରେ କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । ଜାଗା, ଜମି, … ଅଧିକ ପଢନ୍ତୁ

2021 ମସିହା ସେପ୍ଟେମ୍ବର ମାସଟି କେମିତି କଟିବ (ଧନୁ, ମକର, କୁମ୍ଭ ଓ ମୀନ) ରାଶିର

୨୦୨୧ମସିହା ସେପ୍ଟେମ୍ବର ମାସଟି ବରୋଟି ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର କେମିତି କଟିବ, କଣ କରିବେ ଅଶୁଭ ଗ୍ରହଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଧନୁ:-ଯେଉଁ ମାନଙ୍କର ଯେ କୌଣସି ମାସର ୭, ୧୬ ଓ ୨୫ ତାରିଖରେ କିମ୍ବା ସପ୍ତମୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ଧନୁରାଶି ହେବ । ମହିଳା ଓ ପୁରୁଷ ମାନେ ନିର୍ମାଣ ମୂଳକ … ଅଧିକ ପଢନ୍ତୁ

2021 ମସିହା ସେପ୍ଟେମ୍ବର ମାସଟି କେମିତି କଟିବ (ସିଂହ, କନ୍ୟା, ତୁଳା ଓ ବିଛା) ରାଶିର

୨୦୨୧ମସିହା ସେପ୍ଟେମ୍ବର ମାସଟି ବରୋଟି ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର କେମିତି କଟିବ, କଣ କରିବେ ଅଶୁଭ ଗ୍ରହଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ସିଂହ:- ଯେଉଁ ମାନଙ୍କର ଯେ କୌଣସି ମାସର ୧, ୧୦, ୧୯ ଓ ୨୮ ତାରିଖରେ କିମ୍ବା ପ୍ରତିପଦ ବା ଦଶମୀତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସିଂହରାଶି ହେବ । ମହିଳା ଓ ପୁରୁଷ … ଅଧିକ ପଢନ୍ତୁ

2021 ମସିହା ସେପ୍ଟେମ୍ବର ମାସଟି (ମେଷ, ବୃଷ, ମିଥୁନ ଓ କର୍କଟ) ରାଶିର କେମିତି କଟିବ, କଣ କରିବେ ଅଶୁଭ ଗ୍ରହଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା

୨୦୨୧ମସିହା ସେପ୍ଟେମ୍ବର ମାସଟି ବରୋଟି ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର କେମିତି କଟିବ, କଣ କରିବେ ଅଶୁଭ ଗ୍ରହଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ମେଷ:- ଯେଉଁ ମାନଙ୍କର ଯେ କୌଣସି ମାସର ୯, ୧୮ ଓ ୨୭ ତାରିଖରେ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମେଷରାଶି ହେବ । ମହିଳା ଓ ପୁରୁଷ ମାନେ ଉଚ୍ଚ ସମ୍ଭାବନାର … ଅଧିକ ପଢନ୍ତୁ

ଅଗଷ୍ଟ 30 ତାରିଖ ରୁ ସେପ୍ଟେମ୍ବର 05 ତାରିଖ ସାପ୍ତାହିକ ରାଶିଫଳ, ଏହି 5 ରାଶି ଏ ସପ୍ତାହରେ ପାଇବେ ଆର୍ଥିକ ସମସ୍ୟାରୁ ମୁକ୍ତି

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ ଓ ଉନ୍ନତି ମୂଳକ ସଂବାଦ ମିଳିପାରେ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭବାନ୍ ହେବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ବ୍ୟବସାୟୀ ମାନଙ୍କର କାରବାର ବଢିବ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । କର୍ମକ୍ଷେତ୍ରରେ ପ୍ରତ୍ୟେକ ମୁଖରୁ … ଅଧିକ ପଢନ୍ତୁ

error: Content is protected !!