ମଇ 09 ତାରିଖ ରୁ ମଇ 15 ତାରିଖ ସାପ୍ତାହିକ ରାଶିଫଳ, ଏହି 4ଟି ରାଶିର ବନୁଛି ମହାସଂଯୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ କର୍ମନିଯୁକ୍ତି ପାଇଁ ଚେଷ୍ଟା କଲେ କର୍ମପ୍ରାପ୍ତି ହେବ । ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ । ଉଚ୍ଚ ଆଶାରେ ଆଗେଇବେ । ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ । ଦୂରସ୍ଥାନକୁ ଯାତ୍ରା କରିବେ । ବାଦବିବାଦ, ପ୍ରତିଦ୍ଵନ୍ଦିତା, … ଅଧିକ ପଢନ୍ତୁ

ଦୀର୍ଘ 30 ବର୍ଷ ପରେ ଗ୍ରହରାଜ ଶନି କୁମ୍ଭ ରାଶିକୁ ସଂଚାର ହେବା ଫଳରେ କଣ ରହିବ (ଧନୁ, ମକର, କୁମ୍ଭ ଓ ମୀନ) ରାଶି ଉପରେ ପ୍ରଭାବ

ଧନୁ:-ଗ୍ରହରାଜ ଶନିଶ୍ଚର ବିକ୍ରମ ଭାବରେ ରହି ସନ୍ତାନଭାବ ଭାଗ୍ୟଭାବ ଓ ବ୍ୟୟଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଦୀର୍ଘ ୩୦ ବର୍ଷପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି । କଳାବସ୍ତୁ, ଲୁହା, ପ୍ଲାଷ୍ଟିକ, ସାନିଟାରୀ, ଉଲ୍‌, ତେଲ, ଗ୍ୟାସ୍‌, ଚମଡା, ମେସିନାରୀ, ପେଟ୍ରୋଲ, ପଥର, ସିମେଟ ଓ ଗାଡି ମଟର ଆଦି ବ୍ୟବସାୟରେ ସଫଳତା ଲାଭ କରିବେ । ଉଚ୍ଚ ରାଜନୈତିକ ପଦ … ଅଧିକ ପଢନ୍ତୁ

ଦୀର୍ଘ 30 ବର୍ଷ ପରେ ଶନି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ (ସିଂହ, କନ୍ୟା, ତୁଳା ଓ ବିଛା) ରାଶି ଉପରେ ପ୍ରଭାବ

ସିଂହ:-ଗ୍ରହରାଜ ଶନିଶ୍ଚର ଜାୟା ଭାବରେ ରହି ନିଜଭାବ ସୁଖଭାବ ଓ ଭାଗ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଜଣେ ସତ୍ ପରାମର୍ଶଦାତା, ଦାର୍ଶନିକ, ଉପଦେଷ୍ଠା, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ଦୂର ଯାତ୍ରାରେ ଅତ୍ୟଧିକ ଆୟ ବୃଦ୍ଧି ହେବ । କେତେକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ବନ୍ଧୁ ମିତ୍ରମାନଙ୍କର ସହଯୋଗ ପ୍ରାପ୍ତି ଓ ଧନସମ୍ପଦ, ବସ୍ତ୍ରଭୂଷଣ ଆଦି … ଅଧିକ ପଢନ୍ତୁ

ଦୀର୍ଘ 30 ବର୍ଷ ପରେ ଗ୍ରହରାଜ ଶନିଶ୍ଚର ମକର ରାଶିରୁ କୁମ୍ଭ ରାଶିକୁ ସଂଚାର ହେବା ଫଳରେ କଣ ରହିବ (ମେଷ, ବୃଷ, ମିଥୁନ ଓ କର୍କଟ) ରାଶି ଉପରେ ପ୍ରଭାବ

୨୦୨୨ ମସିହା ଅପ୍ରେଲ ମାସ ୨୯ ତାରିଖ ଶୁକ୍ରବାର ଗ୍ରହରାଜ ଶନିଶ୍ଚର ମକର ରାଶିରୁ କୁମ୍ଭରାଶିକୁ ସଂଚାର ହେବେ । ଦୀର୍ଘ ୩୦ ବର୍ଷ ପରେ କୁମ୍ଭ ରାଶିକୁ ଫେରିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଶନିଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ ଜାଣିବା । ଶନି ପ୍ରଧାନ ବ୍ୟକ୍ତି ଅର୍ଥାତ୍‌ ଯେଉଁମାନଙ୍କ ଲଗ୍ନରେ ଶନି ଉଚ୍ଚସ୍ଥାନରେ ଥାଆନ୍ତି ସେଭଳି ବ୍ୟକ୍ତି କୁଶାଗ୍ର ବୃଦ୍ଧି, ସହନଶୀଳ, ପରୋପକାରୀ, … ଅଧିକ ପଢନ୍ତୁ

ମଇ 02 ତାରିଖ ରୁ ମଇ 08 ତାରିଖ ସାପ୍ତାହିକ ରାଶିଫଳ, ଏହି 2ଟି ରାଶିର ବନୁଛି ରାଜଯୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ କଳା, ସାହିତ୍ୟ ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ। ଦୂରବନ୍ଧୁଙ୍କଠାରୁ ଶୁଭସମ୍ବାଦପାଇ ଖୁସୀହେବେ। ରାଜନୀତି କ୍ଷେତ୍ରରେ ନିକଟ ସମ୍ପର୍କୀୟମାନେ ସାହାଯ୍ୟ ସହଯୋଗ କରିବେ। ଆନୁଷ୍ଠାନିକ କାମରୁ ସମ୍ମାନଲାଭ ହେବ। ସତକଥା କହି ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ବିବେକ ବୁଦ୍ଧି ଖଟେଇ … ଅଧିକ ପଢନ୍ତୁ

ଯଦି ଖରାପ ସମୟ ଚାଲିଛି, ତେବେ ଏହି 6ଟି ଜିନିଷକୁ ନିଜଠାରୁ ଦୂରେଇ ଦିଅନ୍ତୁ – Chanakya Niti

ନମସ୍କାର ବନ୍ଧୁଗଣ । ଚାଣକ୍ୟ ନୀତିରେ କୁହା ଯାଇଛିକି ଶରୀରରେ ତେଲ ଲଗେଇଲେ ଦେହରେ ଧୂଆଁ ଲଗେଇଲେ ,ଚୁଟି କାଟିବା ପରେ ଯେ ପର୍ଯ୍ଯନ୍ତ ମନୁଷ୍ୟ ସ୍ନାନ କରିନଥାଏ ସେ ପର୍ଯ୍ୟନ୍ତ ସେ ଅଶୁଦ୍ଧ ରହିଥାଏ । ଗୋଟେ ନିକୃଷ୍ଠ ଲୋକ କେବଳ ଧନର କାମନା କରିଥାଏ । ଗୋଟେ ମଧ୍ୟମ ଧରଣର ଲୋକ ଧନ, କିମ୍ବା ସନ୍ନମାନର କାମନା କରିଥାଏ । କିନ୍ତୁ ଏକ ଉତ୍ତମ ଧରଣର ଲୋକ … ଅଧିକ ପଢନ୍ତୁ

ମେଷ ରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ପଡିବ 12ଟି ରାଶି ଉପରେ ପ୍ରଭାବ ଦେଖନ୍ତୁ

ତା ୧୪ / ୦୪ / ୨୦୨୨ ମସିହା ଗୁରୁବାରଦିନ ମୀନରାଶିରୁ ମେଷରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ … ଅଧିକ ପଢନ୍ତୁ

ଅପ୍ରେଲ 18 ତାରିଖ ରୁ ଅପ୍ରିଲ 24 ତାରିଖ ସାପ୍ତାହିକ ରାଶିଫଳ, ଏହି 2ଟି ରାଶିକୁ ମିଳିବ କିଛି ଖୁସି ଖବର

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଆମୋଦ ପ୍ରମୋଦ, ମନୋରଞ୍ଜନ, ନୃତ୍ୟଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଉତ୍ସାହ ବଢିବ। ଶିକ୍ଷକ, ପ୍ରଶିକ୍ଷକ ଓ ଚିକିତ୍ସକ ମାନଙ୍କର କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇପାରିବ। ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, … ଅଧିକ ପଢନ୍ତୁ