ଯଦି ଖରାପ ସମୟ ଚାଲିଛି, ତେବେ ଏହି 6ଟି ଜିନିଷକୁ ନିଜଠାରୁ ଦୂରେଇ ଦିଅନ୍ତୁ – Chanakya Niti

ଶେୟାର କରନ୍ତୁ ଅନ୍ୟମାନକ ସହିତ

ନମସ୍କାର ବନ୍ଧୁଗଣ । ଚାଣକ୍ୟ ନୀତିରେ କୁହା ଯାଇଛିକି ଶରୀରରେ ତେଲ ଲଗେଇଲେ ଦେହରେ ଧୂଆଁ ଲଗେଇଲେ ,ଚୁଟି କାଟିବା ପରେ ଯେ ପର୍ଯ୍ଯନ୍ତ ମନୁଷ୍ୟ ସ୍ନାନ କରିନଥାଏ ସେ ପର୍ଯ୍ୟନ୍ତ ସେ ଅଶୁଦ୍ଧ ରହିଥାଏ । ଗୋଟେ ନିକୃଷ୍ଠ ଲୋକ କେବଳ ଧନର କାମନା କରିଥାଏ । ଗୋଟେ ମଧ୍ୟମ ଧରଣର ଲୋକ ଧନ, କିମ୍ବା ସନ୍ନମାନର କାମନା କରିଥାଏ । କିନ୍ତୁ ଏକ ଉତ୍ତମ ଧରଣର ଲୋକ କେବଳ ସନ୍ନମାନ ଚାହାନ୍ତି । କାରଣ ସବୁଠାରୁ ଧନୀ ହେଲା ମାନ ଓ ସନ୍ନମାନ । ଦୀପର ପ୍ରକାଶ ଅନ୍ଧକାରକୁ ଦୂର କରିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେହିପରି ମଣିଷ ଯେମିତି ଅନ୍ନ ଖାଇଥାଏ ସେହିପେରେ ତାହର ସନ୍ତାନ ହୋଇଥାଏ । ଭୋଜନ ସମୟରେ ଅଳପ ଅଳପ ପାଣି ପିବା ଅମୃତ ସମାନ ହୋଇଥାଏ । ଭୋଜନ ପରେ ପାଣି ପିଇଲେ ତାହା ବିଶ ସହିତ ସମାନ ହୋଇଥାଏ । ବିନା କାର୍ଯ୍ୟ ବିନା ଜ୍ଞାନ ବ୍ୟର୍ଥ ହୋଇଥାଏ । ଜ୍ଞାନହୀନା ମନୁଷ୍ୟ ମୃତ୍ୟୁ ବ୍ୟକ୍ତି ସହିତ ସମାନ ହୋଇଥାଏ । ସେନାପତିଙ୍କ ବିନା ସେନା ନଷ୍ଟ ହୋଇଯାଇଥାଏ ।

ସେହିପରି ପତିଙ୍କ ବିନା ସ୍ତ୍ରୀ ନଷ୍ଟ ହୋଇଯାଇଥାଏ । ବୃଦ୍ଧ ସମୟରେ ସ୍ତ୍ରୀ ମରିଜିବା ବନ୍ଧୁଙ୍କ ହାତକୁ ଧନ ଯିବା ଅନ୍ୟର ଭରସାରେ ଭୋଜନ ପ୍ରାପ୍ତ କରିବା ଏହି ୩ତି ଜିନିଷ ଏକ ପୁରୁଷ ପାଇଁ ଦୁଖ ହୋଇଥାଏ । ବିନା ଯଜ୍ଞ ବିନା ବେଦ ପାଠ କରିବା ବ୍ୟର୍ଥ ହୋଇଥାଏ । ବିନା ଦାନ ବୀନା ଯଜ୍ଞ କରିବା ବ୍ୟର୍ଥ ହୋଇଥାଏ ବିନା ଭାବରେ ସିଦ୍ଧି ହାସଲ କରିବା ବ୍ୟର୍ଥ ହୋଇଥାଏ ।

ତେଣୁ କରି ସବୁରି ମୂଳରେ ପ୍ରେମ ନିହାତି ଦରକାର ଅଟେ । କାଠ, ପଥର, ଧାତୁରେ ତିଆରି ମୃତିକୁ ଯେମିତି ସାଧନା କରି ପୂଜା କରିବେ ସେହି ପରି ସିଦ୍ଧି ହାସଲ କରିବେ । ଦେବତା କାଠରେ, କି ଧାତୁ ରେ ନଥାନ୍ତି ସେ ନିଜର ଭାବରେ ଥାନ୍ତି । ନିଜର ପ୍ରେମ ଭାଗରେ ହି ଦେବତା ବିଦ୍ୟମାନ ହୋଇଥାନ୍ତି । ଶାନ୍ତି ଠାରୁ ଦିତୀୟ ତପ କିଛି ନାହିଁ । ସନ୍ତୋଷ ଠାରୁ ବଢିକିରି କିଛି ସୁଖ ନାହିଁ ।

ଲୋଭ ଠାରୁ ବଡ ରୋଗ କିଛି ନାହିଁ । ଦୟା ଠାରୁ ବଡ ଧର୍ମ କିଛି ନାହିଁ । କ୍ରୋଧ ଜମରାଜାଙ୍କ ସନ୍ନମାନ ହୋଇଥାୟ । ଲୋଭ ବୈତରଣୀ ନଦୀ ହୋଇଥାଏ । ବିଦ୍ୟା କାମାଧେନୁ ଗାଈ ଅଟେ ଓ ସନ୍ତୋଷ ଇନ୍ଦ୍ରଧନୁ ନନ୍ଦନ ହୋଇଯାଏ ।

ଗୁଣ ରୂପର ସୋଭା ବଢାଇଥାଏ ସିଦ୍ଧି ବିଦ୍ୟାକୁ ଶୋଭିତ କରେଇଥାଏ ଓ ଭୋଗ ଧନର ସୋଭା ବଢାଇଥାଏ । ପାତୀବ୍ରତା ସ୍ତ୍ରୀ ପବିତ୍ର ଅଟେ । କଲ୍ୟାଣ କରୁଥିବା ରାଜା ପବିତ୍ର ଅଟନ୍ତି । ମାଂସ ଓ ମଦ ଖାଉଥିବା ବ୍ୟକ୍ତି ସବୁଠାରୁ ମୂର୍ଖ ହୋଇଥାନ୍ତି । ତେବେ ଯଦି ଆପଣଙ୍କ ସମୟ ଖରାପ ଚାଲିଛି ତେବେ ଆପଣ ନିଜ ଠାରୁ ସବୁ ନେଗେଟିଭ ଜିନିଷକୁ ଦୂରେଇ ଦିଅନ୍ତୁ । ଯେମିତିକି ମଦ, ମାଂସ, ଖରାପ ସଂଗତି, ଲୋଭ, ମୋହ, ମାୟା, ନାରୀ ଆସକ୍ତି ଓ କ୍ରୋଧ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!