ମକର ରାଶିର ଘାତବାର। ବୃଷରାଶିର ଘାତଚନ୍ଦ୍ର। ଆଜିର ପାଞ୍ଜି: ଜାନୁୟାରୀ ୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୯, ୨୦୧୮

ଆଜି ଅଷ୍ଟକା ଶ୍ରାଦ୍ଧ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ଧନୁ ଦ୪|୧୬|୨୨ ଇଂପ୍ରାଘ୬|୨୪|୧୫ସେ
ସୂର୍ଯ୍ୟାସ୍ତ ମିଥୁନ ଦ୪|୩୮|୪ ଇଂସଂଘ୫|୧୬|୩୯ସେ
ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୫ ଦିନ ରାଷ୍ଟ୍ରିୟ ପୌଷମାସ ୧୯ ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ଅଷ୍ଟମୀ ତିଥି ଦିବାଘ୪।୧୫।୫୫ସେ,
ଚିତ୍ରା ନକ୍ଷତ୍ର ରାଘ୩।୫|୧୦ସେ, କନ୍ୟା ଚନ୍ଦ୍ର ଦିବାଘ୨।୨୦।୦ସେ,
ସୁକର୍ମା ଯୋଗ ନିଃଘ୫।୧୨|୧ସେ,
କୌଳବ କରଣ ଦିଘ୪।୧୫।୫୫ସେ, ତୈତିଳ କରଣ ନିଃଘ୪।୪୫|୦ମି,
ରବ୍ୟଂଶଽ୨୪।୩୬।୨, ସୂକ୍ଷ୍ମଚନ୍ଦ୍ର ରା୫।୨୫।୪୮।୮,
ଦିନମାନ ଦିଘ୧୦।୫୨।୨୩, ନିଶାମାନ ରାଘ ୧୩।୮।୩୭,

ଯୋଗିନୀବାସ-

ଯୋଗିନୀ ଐଶାନ୍ୟେ। ଦିବାଘ୪|୧୫ ଗତେ ପୂର୍ବେ। ଯାତ୍ରା ନାସ୍ତି।

ନିଷେଧ ଖାଦ୍ୟ-

ନାରୀକେଳ (ନଡିଆ) ଦିବାଘ୪|୧୫ ଗତେ ଅଲାବୁ (ଲାଉ) ଭକ୍ଷଣ ନିଃଷେଧ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟଉଦୟ ରୁ ଦିଘ୭।୮ମି ଦିଘ୭।୫୧ମିରୁ ଦିଘ୧୧।୨୯ମି ରାତିଘ୭।୫୪ମି ପରେ ରାଘ୮।୪୭ମି ମଧ୍ୟେ ରାତିଘ୯।୩୯ମି ପରେ ରାଘ୧୨।୧୭ମି ମଧ୍ୟେ, ରାତିଘ୪।୩୯ମି ପରେ ନିଃଘ୬।୨୪ମି ମଧ୍ୟେ। ମାହେନ୍ଦ୍ର ସୂର୍ଯ୍ୟାସ୍ତରୁ ରାତିଘ୭।୫୪ମି, ରାତିଘ୨।୨ମି ପରେ ରାଘ୩।୪୭ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ ମିଥୁନ କର୍କଟ କନ୍ୟା ତୁଳା ବିଛା ଧନୁ ମୀନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି। ଦିବା ଘ୨|୨୦ ଗତେ ମେଷ ବୃଷ କର୍କଟ ସିଂହ ତୁଳା ବିଛା ଧନୁ ମକର ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ବିଜା ରୋହିଣୀ ଆର୍ଦ୍ରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ବାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢା ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାଘ୩।୫|୧୦ସେ ପରେ ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଅନୁରାଧା ମୂଳା ଉତ୍ତରାଷାଢା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମକର ରାଶିର ଘାତବାର। ବୃଷରାଶିର ଘାତଚନ୍ଦ୍ର ଓ ଦିବାଘ୨।୨୦।୦ସେ ପରେ ତୁଳା, କୁମ୍ଭ ରାଶିମାନଙ୍କର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ ଖଳସ୍ବଭାବ।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ତିଥିଦୋଷ।

ଅଶୁଭ ସମୟ-

ରାହୁକାଳ- ଘ୨।୩୫ମି ରୁ ଦିଘ୩।୫୭ମି ଓ କାଳବେଳା ଘ୧।୧୪ମି ରୁ ଦିଘ୨।୩୬ମି। ବାରବେଳା-ଦିଘ୭।୪୮ମି ରୁ ଦିଘ୯।୧୦ମି ମଧ୍ୟେ। କାଳରାତ୍ରି ରାତ୍ରଘ୬।୫୭ମି ପରେ ରାତିଘ୮।୩୬ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୮।୨୪।୩୬।୨,୨୦/୯ ଚନ୍ଦ୍ର ରା୫।୨୫।୪୮।୮-୧୪/୬ ମ୬|୨୫|୫|୨୩-୧୬/୭ ବୁ୮|୩|୩|୨୮-୧୯/୯ ବୃ୬|୨୪|୯|୩୦-୧୬/୭ ଶୁ୮|୨୪|୩୨|୪୧-୨୦/୯ ଶ୮|୮|୧୨|୫୨-୧୯/୯ ରା୩|୨୧|୦|୭-୯/୪ କେ୯| ୨୧|୦|୭-୨୨/୧୦।

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୨୬ମି ମକର ଦିବାଘ୬|୪୬ମି କୁମ୍ଭଘ୮|୩୫ମି ମୀନଘ୧୦|୧୧ମି ମେଷଘ୧୧|୪୫ମି ବୃଷଘ୧|୨୮ମି ମିଥୁନଘ୩|୨୭ମି କର୍କଟଘ୫|୪୦ମି ସିଂହରାତ୍ରି ଘ୭|୫୪ମି କନ୍ୟା ଘ୧୦|୨ମି ତୁଳା ଘ୧୨|୧୦ମି ବିଛା ଘ୨|୨୨ମି ଧନୁଘ୪|୩୭।

ଶୁଭକର୍ମ-

ଋଣ ଦାନ ଓ ଗ୍ରହଣ, ଖଡ୍ଗଧାରଣ ଆଦି କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିଘ୨।୨୦ମି ମଧ୍ୟେ ଚିତ୍ରା ନକ୍ଷତ୍ର, କନ୍ୟା ରାଶି, ଦିଘ୨।୨୦ମି ପରେ ରାଘ୩|୫ ମଧ୍ୟେ ଚିତ୍ରା ନକ୍ଷତ୍ର ତୁଳା ରାଶି ଓ ମଙ୍ଗଳମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ ଓ ରାତ୍ରଘ୩।୫ମି ପରେ ସ୍ବାତୀ ନକ୍ଷତ୍ର ତୁଳା ରାଶି ଓ ରାହୁମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!